Home Bibles ପ୍ରଥମ ବଂଶାବଳୀ 16:40 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 16:40 · ଓଡ଼ିଆ ବାଇବେଲ

ପ୍ରତିଦିନ ସକାଳେ ଓ ସନ୍ଧ୍ଯା ରେ ସାଦୋକ୍ ଓ ଅନ୍ୟ ଯାଜକମାନେ ୟଜ୍ଞବଦେୀ ଉପରେ ହାମବେଳି ଉତ୍ସର୍ଗ କରୁଥିଲେ। ସଦାପ୍ରଭୁ ଇଶ୍ରାୟେଲକୁ ଦଇେଥିବା ସଦାପ୍ରଭୁଙ୍କ ନିଯମ ରେ ଲିଖିତ ବିଧିକୁ ପାଳନ କରି ସମାନେେ ଏହିପରି କରୁଥିଲେ।

Cross references

ଯାତ୍ରା ପୁସ୍ତକ 29:38

ପ୍ରେତ୍ୟକକ ଦିନ ସହେି ୟଜ୍ଞବଦେୀ ଉପରେ ତୁମ୍ଭେ ନବୈେଦ୍ଯ ଉତ୍ସର୍ଗ କରିବ। ଏହି ବଳି ପାଇଁ ମଷେଶାବକ ଏକ ବର୍ଷୀଯ ହବେ ଏବଂ ପ୍ରେତ୍ୟକକ ଦିନ ଏହା ଦୁଇଟି ବଳି ହବେ।

ଲେବୀୟ ପୁସ୍ତକ 9:17

ପୁଣି ହାରୋଣ ଭକ୍ଷ୍ଯ ନବୈେଦ୍ଯ ବଦେୀ ନିକଟକୁ ଆଣି ତହିଁରୁ ମୁଠିଏ ନଇେ ପ୍ରଭାତର ହାମବେଳି ସହିତ ୟଜ୍ଞବତେୀ ଉପରେ ତାହା ଦଗ୍ଧ କଲେ।

ଗଣନା ପୁସ୍ତକ 28:3

ସମାନଙ୍କେୁ କୁହ, ସମାନେେ ନିମ୍ନ ରେ ଦର୍ଶାୟାଇଥିବା ଉପହାରଗୁଡିକ ସଦାପ୍ରଭୁଙ୍କ ନିକଟକୁ ଆଣିବେ। ନିତ୍ଯ ହାମେ ନିମନ୍ତେ ଏକ ବର୍ଷୀଯ ନିଖୁଣ ଦୁଇଟି ମଷେବତ୍ସ ଉତ୍ସର୍ଗ କରିବେ।

ପ୍ରଥମ ରାଜାବଳୀ 18:29

ଅପରାହ୍ନ ଅତିକ୍ରାନ୍ତ ହେଲା, ମାତ୍ର ଅଗ୍ନି ସୃଷ୍ଟି ହେଲା ନାହିଁ। ସମାନେେ ସନ୍ଧ୍ଯାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ୟ୍ଯନ୍ତ ପ୍ରକାପ କରି ଚାଲିଲେ। କିନ୍ତୁ କୌଣସି ଶଦ୍ଦ ହେଲା ନାହିଁ, ବାଲ୍ କିଛି ଉତ୍ତର କଲେ ନାହିଁ କିମ୍ବା କହେି ମନୋୟୋଗ କଲେ ନାହିଁ।

ଦିତୀୟ ବଂଶାବଳୀ 2:4

ସଦାପ୍ରଭୁ ମାରେ ପରମେଶ୍ବରଙ୍କ ନାମକୁ ସମ୍ମାନ ଦବୋ ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିର ରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖ ରେ ଧୂପ ଜଳାଇବୁ ଏବଂ ବିଶଷେ ମଜେ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭମାନେେ ପ୍ରେତ୍ୟକକ ସକାଳ ଏବଂ ସନ୍ଧ୍ଯା ରେ, ପ୍ରେତ୍ୟକକ ବିଶ୍ରାମ ଦିନ ରେ, ପ୍ରେତ୍ୟକକ ଅମାବାସ୍ଯା ଦିନ ରେ ଏବଂ ଅନ୍ଯାନ୍ଯ ପର୍ବ ଦିନ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କୁ ହାମବେଳି ଦବେୁ। ଇଶ୍ରାୟେଲ ଚିରଦିନ ଏହା କରିବ।

ଦିତୀୟ ବଂଶାବଳୀ 31:3

ହିଜକିଯ ତାଙ୍କର ନିଜର ପଶୁପଲ ମଧ୍ଯରୁ କତେୋଟିକୁ ହାମବେଳି ଉପହାର ସ୍ବରୂପେ ଉତ୍ସର୍ଗ କରିବାକୁ ଦେଲେ। ଏହିସବୁ ପଶୁଗୁଡ଼ିକୁ ପ୍ରତିଦିନ ସକାଳେ ଓ ସନ୍ଧ୍ଯା ସମୟରେ ହାମବେଳି ଉପହାର ସ୍ବରୂପେ ବ୍ଯବହାର କରାଯାଉଥିଲା। ଏହି ପଶୁଗୁଡ଼ିକୁ ବିଶ୍ରାମର ବିଶଷେ ଦିନ, ଅମାବାସ୍ଯା ଉତ୍ସବ ଓ ଅନ୍ଯାନ୍ଯ ବିଶଷେ ସଭାମାନଙ୍କ ରେ ଉତ୍ସର୍ଗ କରାଯାଉଥିଲା। ସଦାପ୍ରଭୁଙ୍କ ବ୍ଯବସ୍ଥା ନିଯମ ରେ ଯେଉଁପରି ଲଖାଯାେଉଥିଲା, ଏହା ସହେିପରି କରାଯାଉଥିଲା।

ଏଜ୍ରା 3:3

ସହେି ଲୋକମାନେ ଅନ୍ୟ ଦେଶୀଯ ଲୋକମାନଙ୍କୁ ଭୟ କରୁଥିଲେ ଯେଉଁମାନେ ସମାନଙ୍କେ ନିକଟରେ ବାସ କରୁଥିଲେ। କିନ୍ତୁ ତାହା ସମାନଙ୍କେୁ ଏହା କରିବାରୁ ନିବୃତ୍ତ କରିପାରି ନଥିଲା। ସମାନେେ ସହେି ପୁରୁଣା ୟଜ୍ଞବଦେୀ ଆଧାର ଉପରେ ନୂତନ ୟଜ୍ଞବଦେୀ ନିର୍ମାଣ କଲେ। ସମାନେେ ସକାଳେ ଓ ସନ୍ଧ୍ଯା ସମୟରେ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ରେ ହାମବେଳି ଉତ୍ସର୍ଗ କଲେ।

ଯିହିଜିକଲ 46:13

ପୁଣି ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ନିମନ୍ତେ ଏକ ବର୍ଷୀଯ ନିଖୁଣ ଏକ ମଷେ ଶାବକ ଉତ୍ସର୍ଗ କରିବ। ତାହା ତୁମ୍ଭେ ପ୍ରତି ପ୍ରଭାତ ରେ ଉତ୍ସର୍ଗ କରିବ।

ଦାନିଏଲ 9:21

ଯେତବେେଳେ ମୁଁ ପ୍ରାର୍ଥନା କରୁଥିଲି, ମାରେ ପ୍ରଥମ ଦର୍ଶନ ରେ ଗାବ୍ରିଯଲେ ଯାହାକୁ ମୁଁ ମାେ ନିକଟକୁ ଉଡିକି ଆସିବାର ଦେଖିଲି। ସେ ସନ୍ଧ୍ଯା ବେଳେ ବଳିଦାନ ଉତ୍ସର୍ଗ ସମୟରେ ଆସି ମାେତେ ସ୍ପର୍ଶ କଲେ।

ଆମୋଷ 4:4

ବୈଥଲକେୁ ୟାଅ ଏବଂ ସଠାେ ରେ ପାପ କର। ଗିଲ୍ଗଲକୁ ୟାଅ ସଠାେ ରେ ଅଧିକ ପାପ କର। ପ୍ରଭାତ ରେ ତୁମ୍ଭର ବଳିଦାନ ଉତ୍ସର୍ଗ କର। ତିନି ଦିନ ରେ ଥରେ ଏକ ଦଶମାଂଶ ଶସ୍ଯ ଆଣ।

Interlinear

Choose Theme