Home Bibles ☰ Books ପ୍ରଥମ ବଂଶାବଳୀ 16:29 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 16:29 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କ ମହିମାର ପ୍ରଶଂସାଗାନ କର। ତାଙ୍କ ନାମକୁ ସମ୍ମାନ କର। ତାଙ୍କ ନିକଟକୁ ତୁମ୍ଭର ନବୈେଦ୍ଯ ଆଣ। ସୁନ୍ଦରତା ରେ ଓ ପବିତ୍ରତା ରେ ସଦାପ୍ରଭୁଙ୍କର ଉପାସନା କର।

Cross references

ପ୍ରଥମ ରାଜାବଳୀ 8:41

କବଳେ ଇଶ୍ରାୟେଲ ଲୋକେ ନୁହଁନ୍ତି, ଦୂର ଦେଶର ଲୋକମାନେ ତୁମ୍ଭର ମହିମା ଓ ଗୌରବ ବିଷଯ ରେ ଶୁଣିବେ।

ଦିତୀୟ ବଂଶାବଳୀ 20:21

ଯିହାଶାଫେଟ୍ ଲୋକମାନଙ୍କର ଉପଦେଶ ଶୁଣିଲେ। ଏହାପରେ ସେ ଗାଯକମାନଙ୍କୁ ସଦାପ୍ରଭୁଙ୍କ ପ୍ରଶଂସାଗାନ କରିବା ପାଇଁ ନିୟୁକ୍ତ କଲେ, ସମାନେେ ପବିତ୍ର ଚୋଗା ପରିଧାନ କରିଛନ୍ତି। ସମାନେେ ସଦାପ୍ରଭୁଙ୍କର ପ୍ରଶଂସାଗାନ କରି ସୈନ୍ଯଦଳର ସମ୍ମୁଖ ରେ ୟାତ୍ରା କଲେ। ଗାଯକମାନେ ଏହି ଗୀତ ଗାଉଥିଲେ, ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ, କାରଣ ତାଙ୍କର ପ୍ ରମେ ଅନନ୍ତକାଳସ୍ଥାଯୀ।

ଗୀତସଂହିତା 29:2

ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର। ତାଙ୍କୁ ବିଶଷେ ପୋଷାକରେ ପ୍ରଣାମ କର।

ଗୀତସଂହିତା 50:2

ପରମ ସୌନ୍ଦର୍ୟ୍ଯମଯୀ ପରମେଶ୍ବର, ବାକ୍ଯସବୁ ସିୟୋନ୍ ପର୍ବତରେ ଥିବା ମନ୍ଦିରରେ କୁହାୟାଏ। ସହେି ମନ୍ଦିର ପର୍ବତକୁ ଶାେଭା ମଣ୍ଡିତ କରିଥାଏ।

ଗୀତସଂହିତା 68:30

ନଳବଣର ସହେି ବନ୍ଯ ପଶୁମାନଙ୍କୁ ଦଣ୍ଡ ଦିଅ। ସହେି ଜାତିଗୁଡ଼ିକର ଷଣ୍ଢଗୁଡ଼ିକୁ ଓ ଗାଈଗୁଡ଼ିକୁ ଆଦେଶ ମାନିବାକୁ ପ୍ରସ୍ତୁତ କରାଅ। ତୁମ୍ଭେ ସହେି ଜାତିଗୁଡ଼ିକୁ ୟୁଦ୍ଧରେ ହରାଇଥିଲ। ବର୍ତ୍ତମାନ ସହେି ଲୋକମାନଙ୍କୁ ତୁମ୍ଭ ପାଇଁ ରୂପା ଆଣିବେ। ସହେି ଜାତିମାନଙ୍କୁ ବିକ୍ଷିପ୍ତ କର, ଯେଉଁମାନେ ୟୁଦ୍ଧକୁ ଭଲ ପାଆନ୍ତି।

ଗୀତସଂହିତା 72:10

ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ। ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭଟେି ଆଣନ୍ତୁ।

ଗୀତସଂହିତା 72:15

ରାଜା ଦୀର୍ଘଜୀବି ହୁଅନ୍ତୁ ଏବଂ ତାଙ୍କୁ ଶିବାର ସ୍ବର୍ଣ୍ଣ ହସ୍ତଗତ ହେଉ। ଲୋକମାନେ ନିରନ୍ତର ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।

ଗୀତସଂହିତା 89:5

ହେ ସଦାପ୍ରଭୁ, ସ୍ବର୍ଗ ତୁମ୍ଭର ଆଶ୍ଚର୍ୟ୍ଯ କର୍ମମାନର ପ୍ରଶଂସା କରୁଛି। ପବିତ୍ରଗଣର ସମାନ ତୁମ୍ଭ ବିଶ୍ବସ୍ତତାରେ ପ୍ରଶଂସା କରେ।

ଗୀତସଂହିତା 95:2

ଆସ ଆମ୍ଭେ ଧନ୍ଯବାଦ ସହ ତାଙ୍କ ସମ୍ମୁଖକୁ ଆସିବା ଏବଂ ତାଙ୍କ ଉଦ୍ଦେଶ୍ଯରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।

ଗୀତସଂହିତା 96:6

ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି। ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ଯମାନ।

ଗୀତସଂହିତା 96:9

ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର। ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି।

ଗୀତସଂହିତା 100:4

ଧନ୍ଯବାଦର ଗୀତ ଗାଇ ତାଙ୍କର ଦ୍ବାରକୁ ଆସ। ଓ ତାଙ୍କର ପ୍ରଶଂସାଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ। ତାଙ୍କୁ ଧନ୍ଯବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।

ଗୀତସଂହିତା 108:3

ସଦାପ୍ରଭୁ, ମୁଁ ଜାତିମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି। ମୁଁ ଲୋକ ସମୂହରେ ତୁମ୍ଭର ପ୍ରଶଂସାଗାନ କରିବି।

ଗୀତସଂହିତା 110:3

ତୁମ୍ଭ ପରାକ୍ରମର ଦିନରେ, ଯେତବେେଳେ ତୁମ୍ଭର ସୈନ୍ଯବାହିନୀ ଏକତ୍ର ହବେେ, ତୁମ୍ଭ ଲୋକମାନେ ସ୍ବଇଚ୍ଛାରେ ମିଶିବେ। ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସମାନେେ ମିଳିତ ହବେେ। ସହେି ସମସ୍ତ ୟୁବକ ତୁମ୍ଭ ଚାରିପଟେ ପଡ଼ିଆରେ କାକର ଟୋପା ପରି ବେଢ଼ି ରହିବେ।

Interlinear

Choose Theme