ପରିବାର ସକଳ ଓ ଜନବୃନ୍ଦ ସଦାପ୍ରଭୁଙ୍କ ମହିମା ଓ ପରାକ୍ରମର ପ୍ରଶଂସାଗାନ କର।
Cross references
ଏହାପରେ ଦାଉଦ ଏକତ୍ରୀତ ହାଇେଥିବା ସମସ୍ତ ଲୋକଙ୍କ ସାକ୍ଷାତ ରେ ସଦାପ୍ରଭୁଙ୍କର ପ୍ରଶଂସାଗାନ କଲେ। ଦାଉଦ କହିଲେ :
ହେ ପରମେଶ୍ବରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର। ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
ହେ ପୃଥିବୀର ସକଳ ବସ୍ତୁ। ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଆନନ୍ଦ ଧ୍ବନି କର!
ଜାତିଗଣ ଖୁସି ହୁଅ ଓ ଆନନ୍ଦରେ ଜଯଗାନ କର, କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗଇେ ନିଅ।
ପରମେଶ୍ବର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରନ୍ତୁ।
ଘୋଷଣା କର ୟେ, ପରମେଶ୍ବର ଶକ୍ତିଶାଳୀ ଅଟନ୍ତି। ସେ ଇଶ୍ରାୟେଲ ଉପରେ ରାଜତ୍ବ କରନ୍ତି ଏବଂ ଆକାଶରେ ତାଙ୍କର ଶକ୍ତି ପ୍ରଦର୍ଶିତ ହୁଏ।
ହେ ପରମେଶ୍ବର, ଦବଗେଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କହେି ନାହିଁ। ତୁମ୍ଭେ ୟାହା କରିଛ କହେି ଏପରି କରିପାରିବେ ନାହିଁ।
ଇଶ୍ରାୟେଲୀୟମାନଙ୍କ ପ୍ରତି ପରମେଶ୍ବରଙ୍କ ପ୍ରମେ ଓ ବିଶ୍ବସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି। ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ବରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଆନନ୍ଦର ଜଯ ଗାନ କର।
ହେ ସଦାପ୍ରଭୁ, ଆମ୍ଭମାନେେ କୌଣସି ମହିମାର ୟୋଗ୍ଯ ନୁହଁ। ମହିମା ତ ତୁମ୍ଭର। ତୁମ୍ଭର ପ୍ରମେ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ।
ସହେି ସମୟରେ ଏକ ବିଶଷେ ବ୍ଯକ୍ତି ୟିଶଯର ପରିବାରରୁ ଧ୍ବଜା ସ୍ବରୂପ ଆସିବେ। ସହେି ଧ୍ବଜା ତାଙ୍କ ଚତୁର୍ଦ୍ଦିଗ ରେ ଏକତ୍ରୀତ ହବୋକୁ ଦଖାଇବେେ। ଆଉ ମଧ୍ଯ ଗୋଷ୍ଠୀଯମାନଙ୍କୁ ଉଚିତ କର୍ମ କରିବାକୁ ନିର୍ଦ୍ଦେଶ ଦବେ। ସହେି ସ୍ଥାନ ତାଙ୍କର ବିଶ୍ରାମ ସ୍ଥାନ ହବେ ଓ ଗୌରବନ୍ବିତ ହବେ।
କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ମୁଁ ଆଜି ଏହା ହାଇପୋରିଛି। ମାେ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହାଇେ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ ରରେିତଙ୍କ ତୁଳନା ରେ କଠାେର ପରିଶ୍ରମ କରିଛି। ମୁଁ ପ୍ରକୃତ ରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଏହା କରିପାରିଛି।
କିନ୍ତୁ ପ୍ରଭୁ ମାେତେ କହିଲେ, ତୁମ୍ଭ ପାଇଁ ମାରେ ଅନୁଗ୍ରହ ୟଥେଷ୍ଟ। ଯେତବେେଳେ ତୁମ୍ଭେ ଦୁର୍ବଳ, ସେତବେେଳେ ମାରେ ଶକ୍ତି ତୁମ୍ଭଠା ରେ ପରିପୂର୍ଣ୍ଣତା ଭାବେ ଦଖାେ ଦିଏ। ଅତଏବ ମୁଁ ମାରେ ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବା ରେ ଆନନ୍ଦ ପାଏ। ଏହା ଦ୍ବାରା ଖ୍ରୀଷ୍ଟଙ୍କର ଶକ୍ତି ମାେ ଠା ରେ ରହିଥିବ।