ଦିତୀୟ ଶାମୁୟେଲ 13:7 · ଓଡ଼ିଆ ବାଇବେଲ
ତବେେ ଦାଉଦ ତାମରର ଗୃହକକ୍ସ୍ଟ ଲୋକ ପଠାଇ କହିଲେ, ତକ୍ସ୍ଟମ୍ଭ ଭାଇ ଅମ୍ମାନରେ ଘରକକ୍ସ୍ଟ ଟିକିଏ ୟାଇ ତାହାର ଖାଇବା ପାଇଁ କିଛି ରାନ୍ଧି ଦିଅ।
Cross references
ପ୍ରଥମ ବଂଶାବଳୀ 15:1
ଦାଉଦ ଆପଣା ନିମନ୍ତେ ଦାଉଦ ନଗର ରେ ଗୃହମାନ ନିର୍ମାଣ କଲେ। ଏହାପରେ ସେ ନିଯମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କଲେ। ସେ ସେଥି ନିମନ୍ତେ ଏକ ତମ୍ବୁ ନିର୍ମାଣ କଲେ।