Home Bibles ☰ Books ପ୍ରଥମ ବଂଶାବଳୀ 14:12 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 14:12 · ଓଡ଼ିଆ ବାଇବେଲ

ପଲେଷ୍ଟୀୟ ଲୋକମାନେ ବାଲ୍-ପରାସୀମ୍ଠା ରେ ସମାନଙ୍କେର ପ୍ରତିମାମାନଙ୍କୁ ଛାଡ଼ି ପଳାଇଗଲେ। ସହେି ପ୍ରତିମାମାନଙ୍କୁ ଛାଡ଼ି ପଳାଇଗଲେ। ସହେି ପ୍ରତିମାମାନଙ୍କୁ ଜ୍ବଳାଇ ଦବୋ ନିମନ୍ତେ ଦାଉଦ ତାଙ୍କର ଲୋକମାନଙ୍କୁ ଆଦେଶ ଦେଲେ।

Cross references

ଯାତ୍ରା ପୁସ୍ତକ 12:12

ଆଜି ରାତ୍ରି ରେ ମୁଁ ମିଶର ଦେଶ ମଧ୍ଯ ଦଇେ ୟିବି ଓ ସମାନଙ୍କେର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କରିବି। ଏହି ପ୍ରକାର ରେ ମିଶରର ସମସ୍ତ ଦବେତାମାନଙ୍କର ବିଚାର କରିବି। ମୁଁ ତାଙ୍କୁ ଦଖାଇବେି ଯେ, ମୁଁ ହେଉଛି ସଦାପ୍ରଭୁ।

ଯାତ୍ରା ପୁସ୍ତକ 32:20

ଏହାପରେ ମାଶାେ ସମାନେେ ତିଆରି କରିଥିବା ବାଛୁରୀକୁ ନଇଗେଲେ ଏବଂ ସେ ଏହାକୁ ନିଆଁ ରେ ତରଳାଇ ଦେଲେ। ଏହାପରେ ସେ ପଷେି ଦେଲେ ଏବଂ ତାକୁ ପାଣି ରେ ମିଶାଇ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ସହେି ପାଣି ପାଆଇଲେ।

ଦିତୀୟ ବିବରଣ 7:5

ମାତ୍ର ତୁମ୍ଭମାନେେ ସମାନଙ୍କେ ପ୍ରତି ଏରୂପେ ବ୍ଯବହାର କରିବ। ତୁମ୍ଭମାନେେ ସମାନଙ୍କେ ୟଜ୍ଞବଦେୀ ସକଳ ଭଗ୍ନ କରିବ ଓ ସମାନଙ୍କେ ସ୍ମରଣାର୍ଥକ ପ୍ରସ୍ତର ସବୁ ଭାଙ୍ଗି ପକାଇବ ଓ ଆଶରୋର ମୂର୍ତ୍ତିସଳକ ହାଣି ପକାଇବ। ପକ୍ସ୍ଟଣି ସମାନଙ୍କେ ଖାଦେିତ ପ୍ରତିମାସବୁ ଅଗ୍ନି ରେ ଦଗ୍ଧ କରିବ।

ଦିତୀୟ ବିବରଣ 7:25

ତୁମ୍ଭମାନେେ ସମାନଙ୍କେ ଦବଗେଣର ଖାଦେିତ ପ୍ରତିମା ସକଳ ଅଗ୍ନି ରେ ଦଗ୍ଧ କରିବ। ତୁମ୍ଭେ ଯମେନ୍ତ ଫାନ୍ଦ ରେ ନ ପଡିବ ସେଥିପାଇଁ ସେ ସବୁ ରେ ଥିବା ରୂପା କି ସକ୍ସ୍ଟନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ଘୃଣିତ ବସ୍ତକ୍ସ୍ଟ ଅଟେ।

ପ୍ରଥମ ଶାମୁୟେଲ 5:2

ତହିଁ ଉତ୍ତାରକ୍ସ୍ଟ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଦାଗୋନ ମନ୍ଦିରକକ୍ସ୍ଟ ଆଣି ଦାଗୋନ ଦବେତା ନିକଟରେ ରଖିଲେ।

ଦିତୀୟ ରାଜାବଳୀ 10:26

ପୁଣି ସମାନେେ ବାଲ୍ ମନ୍ଦିରରୁ ସ୍ମୃତିସ୍ତମ୍ଭମାନ ବାହାର କରି ଆଣି ପୋଡି଼ ପକାଇଲେ।

ଦିତୀୟ ରାଜାବଳୀ 19:18

ଅଶୂରର ରାଜାମାନେ ସମାନଙ୍କେ ଜାତିର ଦବେତାଗୁଡିକୁ ଅଗ୍ନି ରେ ଦଗ୍ଧିଭୂତ କଲେ। ଅବଶ୍ଯ ସମାନେେ ପ୍ରକୃତ ଦବେତାଗଣ ନଥିଲେ। ମନୁଷ୍ଯକୃତ କାଷ୍ଠ ଓ ପ୍ରସ୍ତରର ପ୍ରତିମା ମାତ୍ର, ତେଣୁ ସହେି ରାଜାମାନେ ସଗେୁଡିକୁ ବିନାଶ କଲେ।

Interlinear

Choose Theme