Home Bibles ପ୍ରଥମ ବଂଶାବଳୀ 12:21 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 12:21 · ଓଡ଼ିଆ ବାଇବେଲ

ସମାନେେ ମନ୍ଦ ଲୋକମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ଦାଉଦଙ୍କୁ ସାହାୟ୍ଯ କରୁଥିଲେ। ଏହି ମନ୍ଦ ଲୋକମାନେ ଦେଶସାରା ବ୍ଯାପି ୟାଇଥିଲେ ଓ ଲୋକମାଙ୍କର ଜିନିଷପତ୍ର ଚେୀରି କରିନଇେ ଯାଉଥିଲେ। ମନଃଶିର ଏହି ଲୋକମାନେ ଦୁଃସାହସୀ ସୈନ୍ଯ ଥିଲେ। ସମାନେେ ଦାଉଦଙ୍କ ସୈନ୍ଯଦଳର ସନୋଧ୍ଯକ୍ଷ ହେଲେ।

Cross references

ପ୍ରଥମ ଶାମୁୟେଲ 30:1

ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଲଗ୍ ରେ ପହଁଞ୍ଚିଲେ। ସମାନେେ ଦେଖିଲେ ଅମାଲକେୀଯମାନେ ସିକ୍ଲଗ ଆକ୍ରମଣ କରିଥିଲେ। ଅମାଲକେୀଯ ଲୋକମାନେ ନଗେଭେ ଆକ୍ରମଣ କରି ଓ ସିକ୍ଲଗ୍କକ୍ସ୍ଟ ଆକ୍ରମଣ କରି ସହର ରେ ନିଆଁ ଲଗାଇ ଦଇେଥିଲେ।

ପ୍ରଥମ ବଂଶାବଳୀ 5:24

ସମାନଙ୍କେ ପରିବାର ନେତାଗଣ ଥିଲେ : ଏଫର, ୟୀଶି, ଇଲୀଯଲେ, ଅସ୍ରୀଯଲେ, ୟିରମିଯ, ହୋଦବିଯ ଓ ୟହଦୀଯଲେ, ସହେି ଲୋକମାନେ ଅତ୍ଯନ୍ତ ବଳିଷ୍ଠ ସାହସୀ ଏବଂ ବିଖ୍ଯାତ ବ୍ଯକ୍ତିଗଣ ଥିଲେ। ସମାନେେ ସମାନଙ୍କେର ପରିବାରବର୍ଗର ମୁଖ୍ଯ ଥିଲେ।

ପ୍ରଥମ ବଂଶାବଳୀ 11:10

ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ଯ ରେ ଏହି ତିନି ବୀର ଅତ୍ଯନ୍ତ ପରାକ୍ରମୀ ହାଇେ ଉଠିଲେ। ସମାନେେ ଓ ଇଶ୍ରାୟେଲର ସମସ୍ତ ଳୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ବର ଯେ ପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକା ରେ ଏ ସମସ୍ତ ଘଟିଲା।

ପ୍ରଥମ ବଂଶାବଳୀ 11:21

ଅବୀଶଯ ତିରିଶ ଜଣ ବୀରଙ୍କଠାରୁ ଦ୍ବିଗୁଣ ପ୍ରସିଦ୍ଧ ଥିଲେ। ସେ ତିନି ବୀରଙ୍କ ମଧ୍ଯରୁ ଅନ୍ୟତମ ନ ହାଇେଥିଲେ ସୁଦ୍ଧା ସମାନଙ୍କେର ନେତା ହାଇପୋରିଥିଲେ।

ପ୍ରଥମ ବଂଶାବଳୀ 12:20

ଦାଉଦ ସିକ୍ଲଗ ସହରକୁ ୟିବା ବେଳେ ମନଃଶିର ଏହି ଲୋକମାନେ ତାଙ୍କ ସହିତ ୟୋଗ ଦଇେଥିଲେ ; ଅଦ୍ନହ, ୟୋଷାବଦ୍, ୟିଦୀଯଲେ, ମୀଖାଯଲେ, ୟୋଷାବଦ୍, ଇଲିହୂ, ଓ ସିଲ୍ଲଥଯ। ଯେଉଁମାନେ ମନଃଶିର 1,000 ଜଣ ସୈନ୍ଯଙ୍କର ମୁଖ୍ଯ ଥିଲେ।

Interlinear

Choose Theme