Home Bibles ☰ Books ପ୍ରଥମ ବଂଶାବଳୀ 10:5 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 10:5 · ଓଡ଼ିଆ ବାଇବେଲ

ଅସ୍ତ୍ରବାହକ ଦେଖିଲା ଯେ, ଶାଉଲ ମୃତ୍ଯୁ ଭୋଗ କରିଅଛନ୍ତି। ଏଣୁ ସେ ମଧ୍ଯ ନିଜକୁ ବଧ କଲା। ସେ ନିଜ ଖଡ୍ଗ ମୁନ ଉପରେ ପଡି ମୃତ୍ଯୁଭୋଗ କଲା।

Cross references

ପ୍ରଥମ ଶାମୁୟେଲ 31:5

ତେଣୁ ଶାଉଲଙ୍କର ଦାସ ଦେଖିଲା ଯେ ଶାଉଲ ମରିୟାଇଛନ୍ତି। ତେଣୁ ସେ ତା'ର ଖଣ୍ତା ବାହାର କରି ନିଜ ଖଣ୍ତା ରେ ଶାଉଲଙ୍କ ନିକଟରେ ମୃତକ୍ସ୍ଟ୍ଯବରଣ କଲେ।

ପ୍ରଥମ ବଂଶାବଳୀ 10:4

ଏହାପରେ ଶାଉଲ ନିଜର ଅସ୍ତ୍ରବାହକକୁ କହିଲେ, ତୁମ୍ଭର ଖଡ୍ଗ ବାହାର କର ଓ ମାେତେ ସେଥି ରେ ବଧ କର। ତବେେ ସହେି ଅସୁନ୍ନତ ବିଦେଶୀମାନେ ଆସି ମାରେ ଉପହାସ କରିପାରିବେ ନାହିଁ।

Interlinear

Choose Theme