Home Bibles ☰ Books ପ୍ରଥମ ବଂଶାବଳୀ 10:6 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 10:6 · ଓଡ଼ିଆ ବାଇବେଲ

ସହେିପରି ଭାବରେ ଶାଉଲ ଓ ତାଙ୍କର ତିନି ପୁତ୍ର ମୃତ୍ଯୁବରଣ କଲେ। ଶାଉଲଙ୍କ ପରିବାରର ସମସ୍ତେ ଏକତ୍ର ମରଣ ଲଭିଲେ।

Cross references

ପ୍ରଥମ ଶାମୁୟେଲ 4:10

ତହିଁରେ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ କଲେ ଓ ଇଶ୍ରାୟେଲୀୟମାନେ ପରାସ୍ତ ହାଇେ ପ୍ରେତ୍ୟକକ ଆପଣା ଆପଣା ତମ୍ବୁକକ୍ସ୍ଟ ଫରେିଗଲେ, ସେତବେେଳେ ଅତି ମହାସଂହାର ହେଲା, କାରଣ ସେଥି ରେ ଇଶ୍ରାୟେଲର 30,000 ପଦାତିକ ସୈନ୍ଯ ମରି ପଡିଲେ।

ପ୍ରଥମ ଶାମୁୟେଲ 4:18

ଯେତବେେଳେ ଏଲି ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ବିଷଯ ରେ ଶୁଣିଲେ, ଏଲି ଆପଣା ଚୌକି ପଛଆଡେ ପଡିଗଲେ, ତହକ୍ସ୍ଟଁ ତାଙ୍କର ବକେ ଭାଙ୍ଗିଗଲା ଓ ସେ ମୃତକ୍ସ୍ଟ୍ଯବରଣ କଲେ, କାରଣ ସେ ବୃଦ୍ଧ ଓ ଭାରୀ ଥିଲେ। ସେ ଗ୍ଭଳିଶବର୍ଷ ଇଶ୍ରାୟେଲର ନତେୃତ୍ବ ନେଲେ।

ପ୍ରଥମ ଶାମୁୟେଲ 12:25

କିନ୍ତୁ ଯଦି ତୁମ୍ଭମାନେେ କ୍ରମାଗତ କକ୍ସ୍ଟକର୍ମ କରିବା ରେ ଆଗ୍ରହ ପ୍ରକାଶ କର, ତବେେ ତୁମ୍ଭମାନେେ ଓ ତୁମ୍ଭମାନଙ୍କ ରାଜା ଧ୍ବଂସ ହବେ।

ଉପଦେଶକ 9:1

ମୁଁ ଏହିସବୁ ବିଷଯ ରେ ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ ସମାନଙ୍କେ କାର୍ୟ୍ଯ ପରମେଶ୍ବରଙ୍କ ହାତ ରେ। କହେି ଜାଣେ ନାହିଁ, ତାକୁ ପ୍ ରମେ କରାୟିବ କି ଘୃଣା କରାୟିବ। ଏସବୁ ଭବିଷ୍ଯତ ଉପ ରେ ନିର୍ଭର କରେ। ଏପରିକି ସମାନଙ୍କେର ପ୍ ରମେ ଓ ଘୃଣା ପରମେଶ୍ବରଙ୍କ ହାତ ରେ ଅଛି।

ହୋଶେୟ 13:10

ତୁମ୍ଭର ରାଜା କେଉଁଠି? ତୁମ୍ଭର ସମସ୍ତ ନଗର ରେ ସେ ତୁମ୍ଭମାନଙ୍କୁ ରକ୍ଷା କରିପାରିବେ ନାହିଁ। ତୁମ୍ଭର ବିଗ୍ଭରକମାନେ କାହାଁନ୍ତି? ତୁମ୍ଭମାନେେ ସମାନଙ୍କେୁ ଏହା କହି ମାଗିଥିଲ, 'ଆମ୍ଭକୁ ଜଣେ ରାଜା ଓ ନତେୃମଣ୍ତଳୀ ଦିଅ।'

Interlinear

Choose Theme