ପ୍ରଥମ ଶାମୁୟେଲ 31:5 · ଓଡ଼ିଆ ବାଇବେଲ
ତେଣୁ ଶାଉଲଙ୍କର ଦାସ ଦେଖିଲା ଯେ ଶାଉଲ ମରିୟାଇଛନ୍ତି। ତେଣୁ ସେ ତା'ର ଖଣ୍ତା ବାହାର କରି ନିଜ ଖଣ୍ତା ରେ ଶାଉଲଙ୍କ ନିକଟରେ ମୃତକ୍ସ୍ଟ୍ଯବରଣ କଲେ।
Cross references
ପ୍ରଥମ ବଂଶାବଳୀ 10:5
ଅସ୍ତ୍ରବାହକ ଦେଖିଲା ଯେ, ଶାଉଲ ମୃତ୍ଯୁ ଭୋଗ କରିଅଛନ୍ତି। ଏଣୁ ସେ ମଧ୍ଯ ନିଜକୁ ବଧ କଲା। ସେ ନିଜ ଖଡ୍ଗ ମୁନ ଉପରେ ପଡି ମୃତ୍ଯୁଭୋଗ କଲା।