ଗୀତସଂହିତା 37:27
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ତୁମ୍ଭେ ୟଦି ମନ୍ଦକାର୍ୟ୍ଯ କରିବାକୁ ମନା କର ଓ ୟଦି ତୁମ୍ଭେ ଭଲକାର୍ୟ୍ଯ କର, ତା' ହେଲେ ତୁମ୍ଭେ ନିଶ୍ଚଯ ଚିରଦିନ ପାଇଁ ବଞ୍ଚି ରହିବ।
World English Bible
Depart from evil, and do good; Live securely forever.