ଗଣନା ପୁସ୍ତକ 5:9
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ଇଶ୍ରାୟେଲ ଲୋକମାନେ ନିଜନିଜ ପବିତ୍ର-ବସ୍ତୁ ମଧ୍ଯରୁ ଯାହା ଯାହା ଉପହାର ଯାଜକ ନିକଟକୁ ଆଣନ୍ତି, ତାହାସବୁ ତାହାର ହବେ।
World English Bible
Every heave offering of all the holy things of the children of Israel, which they present to the priest, shall be his.