ଯିହିଜିକଲ 23:28
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛ ଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହାଇେଅଛି, ସମାନଙ୍କେ ହସ୍ତ ରେ ମୁଁ ତୁମ୍ଭକୁ ସମର୍ପଣ କରିବି।
World English Bible
For thus says the Lord Yahweh: Behold, I will deliver you into the hand of them whom you hate, into the hand of them from whom your soul is alienated;