ଦିତୀୟ ବିବରଣ 22:19
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ପକ୍ସ୍ଟଣି ସମାନେେ ତାହାକକ୍ସ୍ଟ ଶ ହେ ଶକେଲ ରୂପା ଦଣ୍ତ କରି କନ୍ଯାର ପିତାକକ୍ସ୍ଟ ଦବେ। କାରଣ ସେ ଇଶ୍ରାୟେଲୀୟ ଏକ କନ୍ଯା ଉପରେ ଦକ୍ସ୍ଟର୍ନାମ ଦଇେଛି। ତହିଁରେ ସେ ତା'ର ଭାର୍ୟ୍ଯା ହବେ। ସେ ତାହାକକ୍ସ୍ଟ ୟାବଜ୍ଜୀବନ ପାଇଁ ତ୍ଯାଗ କରିପାରିବ ନାହିଁ।
World English Bible
and they shall fine him one hundred shekels of silver, and give them to the father of the young lady, because he has brought up an evil name on a virgin of Israel: and she shall be his wife; he may not put her away all his days.