ଦିତୀୟ ରାଜାବଳୀ 5:1
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ଅରାମୀଯ ରାଜାଙ୍କର ନାମାନ୍ ନାମ ରେ ଜଣେ ସନୋପତି ଥିଲେ। ସେ ତା'ର ମୁନିବ ପ୍ରତି ମହତ୍ବପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାୟ୍ଯ ରେ ଅରାମୀଯମାନଙ୍କୁ ବିଜଯ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ୍ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ ଚର୍ମ ରୋଗ ରେ ଆକ୍ରାନ୍ତ ଥିଲେ।
World English Bible
Now Naaman, captain of the host of the king of Syria, was a great man with his master, and honorable, because by him Yahweh had given victory to Syria: he was also a mighty man of valor, but he was a leper.