ଦିତୀୟ ବଂଶାବଳୀ 21:9
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ତେଣୁ ଯିହାରୋମ୍ ତାଙ୍କର ସମସ୍ତ ସନୋପତିଗଣ ଓ ରଥଗୁଡ଼ିକୁ ନଇେ ଇଦୋମକୁ ଗଲେ। ଯିହାରୋମ୍ ରାତି ରେ ଇଦୋମୀଯମାନଙ୍କୁ ଆକ୍ରମଣ କଲେ। ମାତ୍ର ଇଦୋମୀଯ ସୈନ୍ଯଦଳ ୟି ହରୋମ୍ ଓ ତାଙ୍କ ସୈନ୍ଯଦଳ ତଥା ରଥସବୁର ଚତୁର୍ଦ୍ଦିଗରୁ ଘରେିଗଲେ।
World English Bible
Then Jehoram passed over with his captains, and all his chariots with him: and he rose up by night, and struck the Edomites who surrounded him, along with the captains of the chariots.