ବହୁଲୋକ ଓ ଶକ୍ତିଶାଳୀ ଗୋଷ୍ଠୀ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଅନୁସରଣ କରିବା ପାଇଁ ଏବଂ ତାଙ୍କ ଅନୁଗ୍ରହ ପାଇବା ପାଇଁ ୟିରୁଶାଲମକୁ ଆସିବେ।
Cross references
ନଳବଣର ସହେି ବନ୍ଯ ପଶୁମାନଙ୍କୁ ଦଣ୍ଡ ଦିଅ। ସହେି ଜାତିଗୁଡ଼ିକର ଷଣ୍ଢଗୁଡ଼ିକୁ ଓ ଗାଈଗୁଡ଼ିକୁ ଆଦେଶ ମାନିବାକୁ ପ୍ରସ୍ତୁତ କରାଅ। ତୁମ୍ଭେ ସହେି ଜାତିଗୁଡ଼ିକୁ ୟୁଦ୍ଧରେ ହରାଇଥିଲ। ବର୍ତ୍ତମାନ ସହେି ଲୋକମାନଙ୍କୁ ତୁମ୍ଭ ପାଇଁ ରୂପା ଆଣିବେ। ସହେି ଜାତିମାନଙ୍କୁ ବିକ୍ଷିପ୍ତ କର, ଯେଉଁମାନେ ୟୁଦ୍ଧକୁ ଭଲ ପାଆନ୍ତି।
ସମସ୍ତ ଗୋଷ୍ଠୀମାନଙ୍କ ଉପ ରେ ଯେଉଁ ଓଢ଼ଣି ପଡ଼ିଅଛି ଓ ସର୍ବଦେଶୀଯମାନଙ୍କ ଉପ ରେ ଯେଉଁ ବସ୍ତୁର ଆବରଣ ରହିଛି ତାକୁ ସବୁ ସଦାପ୍ରଭୁ ଏହି ପର୍ବତ ରେ ବିନାଶ' କରିବେ।
ଅଜ୍ଞାତ ଗୋଷ୍ଠୀକୁ ତୁମ୍ଭେ ଆହ୍ବାନ କରିବ ଓ ତୁମ୍ଭକୁ ନ ଜାଣିଥିବା ଗୋଷ୍ଠୀ ତୁମ୍ଭ ନିକଟକୁ ଦୌଡ଼ିବେ। ସଦାପ୍ରଭୁ ତୁମ୍ଭ ପରମେଶ୍ବର ଓ ଇଶ୍ରାୟେଲର ଧର୍ମସ୍ବରୂପଙ୍କ ପାଇଁ ଏହା ଘଟିବ। କାରଣ ସେ ତୁମ୍ଭକୁ ଗୌରବାନ୍ବିତ କରିଅଛନ୍ତି।
ପୁଣି ଅନ୍ୟଦେଶୀଯମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାମାନେ ତୁମ୍ଭ ଅରୁଣାଲୋକ ନିକଟକୁ ଆସିବେ।
ସଦାପ୍ରଭୁ ପୁଣି କହନ୍ତି ଯେ, ପୃଥିବୀର ସମସ୍ତ ଲୋକ ମାେ ପାଖକୁ ପୂଜା କରିବା ପାଇଁ ଗୋଟିଏ ନୂତନ ଚନ୍ଦ୍ରରୁ ଅନ୍ୟ ଗୋଟିଏ ନୂତନ ଚନ୍ଦ୍ରକ ଏବଂ ଗୋଟିଏ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମଦିନ ଆସିବ।
ଯଦି ତୁମ୍ଭେ ସହେିସବୁ କରିବ, ତବେେ ତୁମ୍ଭକୁ ସଦାପ୍ରଭୁଙ୍କ ନାମ ରେ ଶପଥ କରି କହିବାକୁ ପଡ଼ିବ ଯେ 'ସଦାପ୍ରଭୁ ଜୀବିତ।' ଆଉ ତୁମ୍ଭେ ଏସବୁ ସତ୍ଯ, ନ୍ଯାଯ ଓ ଧାର୍ମିକତା ରେ ସେ ସବୁ କହିବାକୁ କ୍ଷମ ହବେ। ତାହାଦ୍ବାରା ନାନାଦେଶୀଯମାନେ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର ହବେେ। ସମାନେେ ଗର୍ବର ସହିତ କହିବେ ସଦାପ୍ରଭୁ ତାହା କରିଛନ୍ତି।
ବିଭିନ୍ନ ଗୋଷ୍ଠୀରୁ ଲୋକମାନେ ସଠାେକୁ ଯିବେ ଏବଂ କହିବେ,
ତା'ପ ରେ ଅନକେ ଗୋଷ୍ଠୀର ଲୋକମାନଙ୍କ ପାଇଁ ପରମେଶ୍ବର ବିଗ୍ଭରକ ହବେେ ଓ ଦୂରଦେଶୀଯ ଅନକେ ଲୋକମାନଙ୍କୁ ତାଙ୍କର ଶଷେ ନିଷ୍ପତ୍ତି ଜଣାଇବେ। ସହେି ଲୋକମାନେ ୟୁଦ୍ଧ ପାଇଁ ସମାନଙ୍କେର ଅସ୍ତ୍ର ତ୍ଯାଗ କରିବେ। ସମାନେେ ସମାନଙ୍କେର ଖଡ୍ଗ ରେ ଲଙ୍ଗଳ ତିଆରି କରିବେ ଏବଂ ବର୍ଛାକୁ ଭାଙ୍ଗି ଶସ୍ଯ କାଟିବାକୁ ଦାଆ ନିର୍ମାଣ କରିବେ। ଲୋକମାନେ ଅନ୍ୟ ସହିତ ୟୁଦ୍ଧ କରିବା ବନ୍ଦ କରିବେ। ଆଉ ୟୁଦ୍ଧ ପାଇଁ ତାଲିମ ମଧ୍ଯ କବେେ ନବେେ ନାହିଁ।
ଆମ୍ଭେ ସମସ୍ତ ଦେଶକୁ ଥରାଇ ଦବୋ ଏବଂ ସମାନେେ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିବେ। ତା'ପ ରେ ଆମ୍ଭ ଏହି ମନ୍ଦିରକୁ ମହିମା ରେ ପୂର୍ଣ୍ଣ କରିବା। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି।
ଗୋଟିଏ ନଗରର ଲୋକମାନେ ଆଉ ଗୋଟିଏ ନଗରକୁ ଯିବେ ଏବଂ କହିବେ, 'ଆସ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଇବା ପାଇଁ ପ୍ରାର୍ଥନା କରିବା।' ଆସ ୟିବା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଉପାସନା କରିବା। 'ମୁଁ ନିଜେ ମଧ୍ଯ ଯାଉଛି।'
ପ୍ରେତ୍ୟକକ ବ୍ଯକ୍ତି ୟିଏ ଦେଶ ଛାଡି ୟିରୁଶାଲମ ବିରୁଦ୍ଧ ରେ ଆସିଛନ୍ତି, ପ୍ରେତ୍ୟକକ ବର୍ଷ ଉପାସନା କରିବା ପାଇଁ ଆସିବେ। ପ୍ରତିବର୍ଷ ସମାନଙ୍କେର ରାଜା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଏବଂ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ।
ଶାସ୍ତ୍ରଗୁଡ଼ିକ ଏହା ମଧ୍ଯ କ ହେ ଯେ, ଭବିଷ୍ଯତ ରେ କ'ଣ ହବେ ? ଲଖାେଅଛି, ପରମେଶ୍ବର ଅଣଯିହୂଦୀମାନଙ୍କୁ ମଧ୍ଯ ସମାନଙ୍କେର ବିଶ୍ବାସ ପାଇଁ ଧାର୍ମିକ କରିବେ। ସୁସମାଚାର ଅବ୍ରାହମଙ୍କୁ ଆଗରୁ କୁହାୟାଇଥିଲା। ଶାସ୍ତ୍ର କ ହେ : ପରମେଶ୍ବର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବା ପାଇଁ ଅବ୍ରହାମଙ୍କୁ ବ୍ଯବହାର କରିବେ।271
ହେ ପ୍ରଭୁ ! କିଏ ତୁମ୍ଭକୁ ଭୟ ନ କରିବ ? ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ। କାରଣ କବଳେ ତୁମ୍ଭେ ହିଁ ପବିତ୍ର ; ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ। କାରଣ ତୁମ୍ଭେ ହିଁ ନ୍ଯାୟବନ୍ତ ଏହା ଜଗତେ ବିଦିତ।
ନଗରୀର ଆଲୋକରେ ଜାତିସମୂହର ଲୋକମାନେ ଚାଲିବେ। ପୃଥିବୀର ରାଜାମାନେ ସମାନଙ୍କେର ଐଶ୍ବର୍ୟ୍ଯ ଏହି ନଗରୀକୁ ଦବେେ।