ଯିଖରିୟ 2:3 · ଓଡ଼ିଆ ବାଇବେଲ
ତା'ପ ରେ ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ବାହାରି ଆସିଲେ ଏବଂ ଅନ୍ୟ ଜଣେ ସ୍ବର୍ଗଦୂତ ବାହାରି ତାଙ୍କ ସହିତ କଥା ହେଲେ।
Cross references
ଯିଖରିୟ 1:8
ରାତି ରେ ମୁଁ ଲାଲ୍ ଅଶ୍ବ ଉପ ରେ ଏକ ବ୍ଯକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେ ହନ୍ଦେି ବୁଦା ମଝି ରେ ଛିଡା ହାଇେଥିଲା। ତାଙ୍କ ପଛ ରେ ଲାଲ୍, ଧୂସର ଏବଂ ଧଳା ଅଶ୍ବଗୁଡିକ ଥିଲେ।
ଯିଖରିୟ 1:13
ମାେ ସହିତ କଥା ହେଉଥିବା ସ୍ବର୍ଗଦୂତକୁ ସଦାପ୍ରଭୁ ଉତ୍ତର ଦେଲେ। ସେ ମଙ୍ଗଳ ଓ ସାନ୍ତ୍ବନାମୂଳକ କଥା କହିଲେ।
ଯିଖରିୟ 1:19
ତା'ପ ରେ ମୁଁ ଯେଉଁ ସ୍ବର୍ଗଦୂତ ସହ କଥାବାର୍ତ୍ତା ହେଉଥିଲି ତାଙ୍କୁ ପଗ୍ଭରିଲି, ଏହି ଶିଙ୍ଗଗୁଡିକ କ'ଣ?
ଯିଖରିୟ 4:1
ତା'ପ ରେ ମାେ ସହିତ ଆଳାପ କରୁଥିବା ସହେି ସ୍ବର୍ଗଦୂତ ମାେ ନିକଟକୁ ଫରେିଆସିଲେ ଓ ମାେତେ ଜାଗ୍ରତ କରାଇଲେ। ମୁଁ ନିଦ୍ରାରୁ ଉଠିଲା ଲୋକ ପରି ଉଠିଲି।
ଯିଖରିୟ 4:5
ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ଉତ୍ତର କଲେ, ତୁମ୍ଭେ କ'ଣ ଜାଣ ନାହିଁ ଏଗୁଡିକ ସବୁ କ'ଣ?
ଯିଖରିୟ 5:5
ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ବାହାରକୁ ଆସିଲେ। ମାେତେ କହିଲେ, ଦେଖ, କ'ଣ ଆସୁଥିବାର ଦେଖୁଛ?