Home Bibles ଯିଖରିୟ 4:5 · ଓଡ଼ିଆ ବାଇବେଲ
ଯିଖରିୟ 4:5 · ଓଡ଼ିଆ ବାଇବେଲ

ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ଉତ୍ତର କଲେ, ତୁମ୍ଭେ କ'ଣ ଜାଣ ନାହିଁ ଏଗୁଡିକ ସବୁ କ'ଣ?

Cross references

ଆଦି ପୁସ୍ତକ 41:16

ଯୋଷଫେ ଉତ୍ତର ଦଲୋ, ମୁଁ ପାରିବି ନାହିଁ। କିନ୍ତୁ ହାଇପୋ ରେ ପରମେଶ୍ବର ଏହାର ଅର୍ଥ କରିପାରନ୍ତି।

ଗୀତସଂହିତା 139:6

ମୁଁ ଆଶ୍ଚର୍ୟ୍ଯ ହୁଏ ୟେ, ତୁମ୍ଭେ ୟାହାସବୁ ଜାଣ। ମୁଁ ତାକୁ ବୁଝିପାରେ ନାହିଁ।

ଦାନିଏଲ 2:30

ମାତ୍ର କୌଣସି ଜୀବିତ ଲୋକର ଜ୍ଞାନ ଅପେକ୍ଷା ମାରେ ଜ୍ଞାନ ଅଧିକ ଅଛି ବୋଲି ଯେ ଏହି ନିଗୂଢ ବିଷଯ ପରମେଶ୍ବର ମାେ ନିକଟରେ ପ୍ରକାଶ କଲେ, ତାହା ନୁହେଁ, ମାତ୍ର ମହାରାଜାଙ୍କୁ ଯେପରି ଅର୍ଥ ଜ୍ଞାତ କରାୟିବ ଓ ଆପଣ ଯେପରି ନିଜ ମନର ଚିନ୍ତା ଜାଣିବେ, ଏଥିପାଇଁ ତାହା ମାେ ପ୍ରତି ପ୍ରକାଶିତ ହାଇେଅଛି।

ଯିଖରିୟ 1:9

ମୁଁ ପଗ୍ଭରିଲି, ହେ ମାରେ ସଦାପ୍ରଭୁ ଏଗୁଡିକ କ'ଣ ପାଇଁ?

ଯିଖରିୟ 4:13

ତା'ପ ରେ ସହେି ସ୍ବର୍ଗଦୂତ ଉତ୍ତର କଲେ, ତୁମ୍ଭେ ଏଗୁଡିକର ଅର୍ଥ କ'ଣ ଜାଣ ନାହିଁ?

ମାର୍କଲିଖିତ ସୁସମାଚାର 4:13

ତା'ପରେ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏହି ଦୃଷ୍ଟାନ୍ତ ବୁଝି ପାରୁଛ କି? ତବେେ ଅନ୍ୟ ଦୃଷ୍ଟାନ୍ତଗୁଡିକ କିପରି ବୁଝିବ?

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:12

ଆମ୍ଭେ ଜଗତର ଆତ୍ମା ଦ୍ବାରା ପରମଶ୍ବରଙ୍କ ପ୍ରଦତ୍ତ ବିଷୟ ଗୁଡ଼ିକୁ ଜାଣି ପାରିବା।

Interlinear

Choose Theme