Cross references
ଯେତବେେଳେ ଗିଦ୍ଦିୟୋନର 300 ସୈନିକମାନେ ସମାନଙ୍କେର ଶିଙ୍ଗାଗକ୍ସ୍ଟଡିକ ବଜାଇଲେ। ସଦାପ୍ରଭୁ ମିଦିଯନୀଯମାନଙ୍କୁ ସମାନଙ୍କେ ନିଜ ନିଜ ମଧିଅରେ ଖଡ୍ଗ ଦ୍ବାରା ୟକ୍ସ୍ଟଦ୍ଧ କରାଇଲେ। ସେଥି ରେ ସୈନ୍ଯଦଳ ସରୋଦାଆଡେ, ବୌଥ୍ ଶିଟା ପର୍ୟ୍ଯନ୍ତ ଟଦ୍ଦତ ନିକଟସ୍ଥ ଆବେଲ୍ ମହୋଲାର ସୀମା ପର୍ୟ୍ଯନ୍ତ ପଳାଯନ କଲେ।
ସମସ୍ତ ପଲେଷ୍ଟୀୟ ସୈନ୍ଯମାନେ ଯେଉଁମାନେ ସହେି କ୍ଷେତ୍ର ରେ ଥିଲେ, ଯେଉଁମାନେ ଛାଉଁଣୀ ରେ ଥିଲେ, ଯେଉଁମାନେ ଦକ୍ସ୍ଟର୍ଗ ରେ ଥିଲେ, ଭୟଭୀତ ହେଲେ। ଏପରିକି ସବୁଠାରକ୍ସ୍ଟ ସାହାସୀ ସୈନ୍ଯମାନେ ମଧ୍ଯ ଭୟ କଲେ। ଯେପରି ସଠାେରେ ଭୂମିକଐ ହେଲା ଏହି ବିଭୀଷିକା ପରମେଶ୍ବର ପଠାଇଥିଲେ।
ସହେି ଲୋକମାନେ ପରମେଶ୍ବରଙ୍କର ପ୍ରଶଂସା ଓ ଗାନ କରିବା ସମୟରେ ସଦାପ୍ରଭୁ ଅମ୍ମାନେ, ମାୟୋବ ଓ ସଯେୀର ପାର୍ବତ୍ଯାଞ୍ଚଳର ଲୋକମାନଙ୍କର ଉପରେ ଅତର୍କିତ ଆକ୍ରମଣ କରାଇଲେ। ଯେଉଁ ଲୋକମାନେ ଯିହୁଦାକୁ ଆକ୍ରମଣ କରିବାକୁ ଆସିଥିଲେ, ସମାନେେ ପ୍ରହାରିତ ହେଲେ।
ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମୁଁ ମାରେ ସମସ୍ତ ପର୍ବତ ରେ ଖଡ୍ଗକୁ ଗୋଗ ବିରୁଦ୍ଧ ରେ ଆଣିବି। ତାହାର ସୈନ୍ଯସାମନ୍ତମାନେ ଏପରି ବିହ୍ବଳ ହବେେ ସମାନେେ ପରସ୍ପର ବିରୁଦ୍ଧ ରେ ଖଡ୍ଗ ଆଣିବେ।
ସଦାପ୍ରଭୁ ଏହିକଥା କହିଲେ, ଏହି ଦେଶ ନିବାସୀ ପାଇଁ ଆମ୍ଭେ ପୂନର୍ବାର ଦୟା ଦଖାଇବୋ ନାହିଁ। ମାତ୍ର ଦେଖ, ଆମ୍ଭେ ପ୍ରେତ୍ୟକକ ଲୋକଙ୍କୁ ତାଙ୍କର ପ୍ରତିବେଶୀ ଓ ତାଙ୍କ ରାଜାଙ୍କ ହସ୍ତ ରେ ହସ୍ତାନ୍ତର କରିବା। ସମାନେେ ତାଙ୍କର ଦେଶକୁ ଧ୍ବଂସ କରିବେ। ଆମ୍ଭେ ସମାନଙ୍କେୁ ସମାନଙ୍କେ ଶକ୍ତିରୁ ରକ୍ଷା କରିବା ନାହିଁ।
ସଦାପ୍ରଭୁ କୁହନ୍ତି, ସଦେିନ ଆମ୍ଭେ ପ୍ରେତ୍ୟକକ ଅଶ୍ବକୁ ଭୟଭୀତ କରାଇବା ଏବଂ ଅଶ୍ବାରୋହୀର ମତିଭ୍ରମ ହବେ। ଆମ୍ଭେ ଦେଶମାନଙ୍କର ସମସ୍ତ ଅଶ୍ବକୁ ଅନ୍ଧ କରିଦବୋ, ମାତ୍ର ମାରେ ଚକ୍ଷୁ ଖାେଲା ରହିବ ଏବଂ ଯିହୁଦା ଉପ ରେ ମାରେ ସତର୍କ ଦୃଷ୍ଟି ରହିବା
ତୁମ୍ଭେ ଯେଉଁ ଦଶଶିଙ୍ଗ ଦେଖିଲ, ତାହା ଦଶଜଣ ରାଜା। ଏହି ଦଶଜଣ ରାଜା ଏ ପର୍ୟ୍ଯନ୍ତ ରାଜ ଭଳି ରାଜ୍ଯ ପାଇ ନାହାଁନ୍ତି। କିନ୍ତୁ ସମାନେେ ସହେି ପଶୁ ସହିତ ଗୋଟିଏ ଘଣ୍ଟା ପର୍ୟ୍ଯନ୍ତ ଶାସନ କରିବା ପାଇଁ କ୍ଷମତା ପାଇବେ।