କିନ୍ତୁ ଅନ୍ଯଲୋକମାନେ କହିବେ, 'ତୁମ୍ଭର ହାତ ରେ ଏହି କ୍ଷତଗୁଡିକ କ'ଣ? ସେ ଉତ୍ତର ଦବେେ, 'ମୁଁ ମାେ ବନ୍ଧୁମାନଙ୍କ ଗୃହ ରେ କ୍ଷତ ବିକ୍ଷତ ହାଇେଥିଲି।'
Cross references
ତେଣୁ ସମାନେେ ଉଚ୍ଚସ୍ବର ରେ ପ୍ରାର୍ଥନା କଲେ। ସମାନେେ ଖଣ୍ତା ଓ ବର୍ଚ୍ଛା ରେ ନିଜକୁ କ୍ଷତ ବିକ୍ଷତ କଲେ। ଏହିପରି ସମାନେେ ପୂଜା କରୁଥିଲେ। ସମାନଙ୍କେ ଶରୀରରୁ ଧାର ଧାର ରକ୍ତ ବହିଲା।
କୁକୁରମାନେ ମାରେ ଚାରିକଡ଼ରେ ଘରେି ରହିଛନ୍ତି। ସହେି ଦୁଷ୍ଟ ଲୋକମାନେ ଦଳବଦ୍ଧ ହାଇେ ମାେତେ ୟନ୍ତାରେ ପକାଇଛନ୍ତି। ସମାନେେ ମାରେ ହାତ ଗୋଡ଼କୁ ଛିଦ୍ର କରି ପକାଇଛନ୍ତି।
ଗୁପ୍ତ ପ୍ ରମଠାରୁେ ପ୍ରକାଶିତ ଅନୁ ଯୋଗ ଭଲ।
ପୀଲାତ କହିଲେ, ମୁଁ ଜଣେ ଯିହୂଦୀ ନୁହେଁ। ତୁମ୍ଭ ନିଜର ଲୋକମାନେ ଓ ସମାନଙ୍କେର ପ୍ରଧାନଯାଜକମାନେ ତୁମ୍ଭକୁ ମାେ ପାଖକୁ ଆଣିଛନ୍ତି। ତୁମ୍ଭେ କ'ଣ ଦୋଷ କରିଛ?
ସଦେିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ଯାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, ତୁମ୍ଭର ରାଜାଙ୍କୁ ଦେଖ।
ଦ୍ବିତୀୟ ପଶୁ ସବୁ ଲୋକମାନଙ୍କୁ ବଡ଼ ଓ ସାନ, ଧନୀ ଓ ଗରିବ, ସ୍ବାଧୀନ ଓ ପରାଧୀନ ନିର୍ବିଶଷେ ରେ ସମସ୍ତଙ୍କୁ ସମାନଙ୍କେ ଦକ୍ଷିଣ ହାତ ରେ କିମ୍ବା ସମାନଙ୍କେ କପାଳ ରେ ଗୋଟିଏ ଚିହ୍ନ ଧାରଣ କରିବା ପାଇଁ ବାଧ୍ଯ କଲା।
ସମାନଙ୍କେ ୟନ୍ତ୍ରଣାର ଧୂଆଁ ସବୁବଳେ ପାଇଁ ଉଠୁଥିବ। ସମାନଙ୍କେୁ ୟନ୍ତ୍ରଣାରୁ ଦିନରାତି କବେେ ହେଲେ ଆରାମ ମିଳିବ ନାହିଁ, କାରଣ ସମାନେେ ସହେି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରିଛନ୍ତି ଓ ତାହାର ନାମର ଚିହ୍ନ ଧାରଣ କରିଛନ୍ତି।