Home Bibles ପ୍ରଥମ ରାଜାବଳୀ 18:28 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 18:28 · ଓଡ଼ିଆ ବାଇବେଲ

ତେଣୁ ସମାନେେ ଉଚ୍ଚସ୍ବର ରେ ପ୍ରାର୍ଥନା କଲେ। ସମାନେେ ଖଣ୍ତା ଓ ବର୍ଚ୍ଛା ରେ ନିଜକୁ କ୍ଷତ ବିକ୍ଷତ କଲେ। ଏହିପରି ସମାନେେ ପୂଜା କରୁଥିଲେ। ସମାନଙ୍କେ ଶରୀରରୁ ଧାର ଧାର ରକ୍ତ ବହିଲା।

Cross references

ଲେବୀୟ ପୁସ୍ତକ 19:28

ପୁଣି ତୁମ୍ଭମାନେେ ମୃତ ଲୋକ ପଇଁ ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରିବ ନାହିଁ କିମ୍ବା ଦହେ ରେ ଚିତା କୁଟାଇବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।

ଦିତୀୟ ବିବରଣ 14:1

ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ସନ୍ତାନ, ଯେତବେେଳେ ଜଣେ ମରି ଯାଉଛି ତୁମ୍ଭର ଦକ୍ସ୍ଟଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ଯସ୍ଥଳ କ୍ଷୌର ହବେ ନାହିଁ।

ଯିରିମିୟ 47:5

ଘସାର ଲୋକମାନେ ଦୁଃଖିତ ହାଇେ ସମାନଙ୍କେର ମସ୍ତକ ଟାଙ୍ଗରା କରିଛନ୍ତି। ଅସ୍କିଲୋନର ଲୋକମାନେ ଏବଂ ତଳଭୂମିର ଅବଶିଷ୍ଟାଂଶ ଲୋକ ନୀରବ ହାଇେଅଛନ୍ତି। ତୁମ୍ଭମାନେେ କେତକୋଳ ପର୍ୟ୍ଯନ୍ତ ନିଜକୁ କାଟିବ ?

ମୀଖା 6:7

ହଜାର ହଜାର ମଷେ ରେ କି ଅଯୁତ ତୈଳର ନଦୀ ରେ ସଦାପ୍ରଭୁ କ'ଣ ଆନନ୍ଦିତ ହବେେ? ମାରେ ଅପରାଧ ପାଇଁ କ'ଣ ମାରେ ପ୍ରଥମ ସନ୍ତାନକୁ ପ୍ରତିଦାନ ସ୍ବରୂପ ଦବେି? ମାରେ ଶରୀରର ଫଳ ସ୍ବରୂପ ସନ୍ତାନକୁ ମାରେ ପାପ ପାଇଁ କ'ଣ ପରିଶାଧେ କରିବି?

ଯିଖରିୟ 13:6

କିନ୍ତୁ ଅନ୍ଯଲୋକମାନେ କହିବେ, 'ତୁମ୍ଭର ହାତ ରେ ଏହି କ୍ଷତଗୁଡିକ କ'ଣ? ସେ ଉତ୍ତର ଦବେେ, 'ମୁଁ ମାେ ବନ୍ଧୁମାନଙ୍କ ଗୃହ ରେ କ୍ଷତ ବିକ୍ଷତ ହାଇେଥିଲି।'

ମାର୍କଲିଖିତ ସୁସମାଚାର 5:5

ସେ ଦିନରାତି ସଦା ବେଳେ କବର ଓ ପାହାଡ ରେ ଥାଇ ଚିତ୍କାର କରୁଥିଲା ଓ ନିଜକୁ ପଥର ରେ କ୍ଷତ ବିକ୍ଷତ କରି ପକାଉଥିଲା।

ମାର୍କଲିଖିତ ସୁସମାଚାର 9:22

ଦୁଷ୍ଟାତ୍ମା ତାକୁ ମାରିବାକୁ ଅନକେ ଥର ପାଣିକୁ ଓ ଅନକେ ଥର ନିଆଁ ଭିତରକୁ ଫିଙ୍ଗି ଦେଉଛି। ଆପଣ ଯଦି ତା ପାଇଁ କିଛି କରି ପାରନ୍ତି, ତବେେ ଆମ୍ଭ ପ୍ରତି ଦୟା ହବେ ଓ ଆମ୍ଭକୁ ସାହାୟ୍ଯ ହବେ।

Interlinear

Choose Theme