Home Bibles ☰ Books ଯିଖରିୟ 11:13 · ଓଡ଼ିଆ ବାଇବେଲ
ଯିଖରିୟ 11:13 · ଓଡ଼ିଆ ବାଇବେଲ

ତା'ପ ରେ ସଦାପ୍ରଭୁ ମାେତେ କହିଲେ, ସହେି ମହତ ମୂଲ୍ଯକୁ ଫୋପାଡି ଦିଅ, କାରଣ ସମାନେେ ଆମ୍ଭର ମୂଲ୍ଯ ରାଜକୋଷ ମଧ୍ଯରୁ ନିରୁପଣ କଲେ। ତେଣୁ ମୁଁ ସହେି ତିରିଶଟି ରେ ୗପ୍ୟ ମୁଦ୍ରା ନଇେ ସଦାପ୍ରଭୁଙ୍କ ମନ୍ଦିରର କଷୋଗାର ରେ ପକାଇ ଦଲେି।

Cross references

ଯିଶାଇୟ 53:2

କାରଣ ସେ ତାହାଙ୍କ ଦୃଷ୍ଟି ରେ ଚାରା ତୁଲ୍ଯ ଓ ଶୁଷ୍କ ଭୂମିରେ ଉତ୍ପନ୍ନ ମୂଳତୁଲ୍ଯ ବଢ଼ିଲେ। ତାଙ୍କର ଐଶ୍ଚର୍ୟ୍ଯ କି ରୂପ, ଯାହାକୁ ଆମ୍ଭେ ଦେଖି ପାରିବା, ତାଙ୍କର ସୌନ୍ଦର୍ୟ୍ଯ ନାହିଁ, ଯାହା ଆମ୍ଭକୁ ଆକର୍ଷଣ କରିବ।

ଯିଶାଇୟ 54:7

ଆମ୍ଭେ ଅଳ୍ପକ୍ଷଣ ପାଇଁ ତୁମ୍ଭକୁ ପରିତ୍ଯାଗ କରିଅଛୁ, ମାତ୍ର ମହାକରୁଣା ରେ ତୁମ୍ଭକୁ ପୁନର୍ବାର ସଂଗ୍ରହ କରିବା।

ମାଥିଉଲିଖିତ ସୁସମାଚାର 27:3

ୟିହୂଦା ଦେଖିଲା ଯେ, ସମାନେେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ୟିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତୃମାନଙ୍କ ହାତ ରେ ଦଇେ ଦଇେଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନଙ୍କୁ ସହେି ତିରିଶଟି ରେ ୗପ୍ୟମୁଦ୍ରା ଫରୋଇ ଦଲୋ।

ମାଥିଉଲିଖିତ ସୁସମାଚାର 27:10

ପ୍ରଭୁ ମାେତେ ଦଇେଥିବା ଆଦେଶ ଅନୁସାରେ ସମାନେେ ସହେି ଟଙ୍କା ରେ କୁମ୍ଭାର ଜମି ଖଣ୍ଡିକ କିଣିଲେ।

ମାଥିଉଲିଖିତ ସୁସମାଚାର 27:12

କିନ୍ତୁ ଯେତବେେଳେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ତାହାଙ୍କୁ ଅଭିୟୁକ୍ତ କଲେ ସେ କିଛି ଉତ୍ତର ଦେଲନୋହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:18

ୟିହୂଦାକୁ ଏହି ଘୃଣ୍ଯ କାମ କରିବା ପାଇଁ ଟଙ୍କା ଦିଆଯାଇଥିଲା। ସେଥି ରେ ସେ ଗୋଟିଏ ଜମି କିମି ଦଲୋ। କିନ୍ତୁ ସେ ନିଜେ ମୁଣ୍ଡ ମାଡ଼ି ହାଇେ ପଡ଼ିଲା। ପରେ ତା'ର ପଟେ ଫାଟିଗଲା ଓ ଅନ୍ତବୁଜୁଳା ବାହାରି ପଡ଼ିଲା।

Interlinear

Choose Theme