Cross references
ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ଯ କଲେ। ତାହା କୋଣର ପ୍ରଧାନ ପଥର ହାଇେଅଛି।
ଦୁଷ୍ଟ ଲୋମାନେ ସବୁକୁ ଭୟ କରନ୍ତି। ମାତ୍ର ଧାର୍ମିକ ଲୋକମାନେ ସିଂହପରି ଆତ୍ମନିର୍ଭରଶୀଳ ହୁଅନ୍ତି।
ସେଥିପାଇଁ ମାରେ ପ୍ରଭୁ ସଦାପ୍ରଭୁ କୁହନ୍ତି, ଦେଖ, ମୁଁ ସିୟୋନ ରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ଯବାନ କଣ ପ୍ରସ୍ତର। ଏହା ଉପ ରେ ସବୁକିଛି ଏହି ଗୁରୁତ୍ବପୂର୍ଣ୍ଣ ପର୍ବତ ଉପ ରେ ନିର୍ମିତ ହବେ। ଯେ କହେି ଏହି ପ୍ରସ୍ତର ଉପ ରେ ବିଶ୍ବାସ ରେଖ ସେ ହତାଶ ହବେ ନାହିଁ।
ଉଚ୍ଚସ୍ବର ରେ ଘାଷେଣା କର, ସ୍ବର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସମାନଙ୍କେର ଅଧର୍ମ ବିଷଯ ରେ ଓ ଯାକୁବ ବଂଶକୁ ସମାନଙ୍କେ ପାପ ସମ୍ବନ୍ଧ ରେ ଜଣାଅ।
ହେ ମନୁଷ୍ଯ ପୁତ୍ର, ଏହିସବୁ ବିଦ୍ରୋହୀ ଲୋକମାନେ ତୁମ୍ଭର ଚତୁଃପାଶର୍ବ ରେ କଣ୍ଟକ ତୁଲ୍ଯ ଅଟନ୍ତି ଓ ଏହା ସତେ ଯେପରି ତୁମ୍ଭେ କଙ୍କଡ଼ାବିଚ୍ଛାମାନଙ୍କ ମଧିଅରେ ବାସ କରୁଅଛ। କିନ୍ତୁ ସମାନଙ୍କେୁ ଭୟ କର ନାହିଁ। ସମାନେେ ଯାହା କୁହନ୍ତି, ସେଥି ରେ ଭୟଭୀତ ହୁଅ ନାହିଁ, ସମାନଙ୍କେ ଚାହାଁଣି ଦ୍ବାରା ଆତଙ୍କିତ ହୁଅ ନାହିଁ।
କିନ୍ତୁ ଇଶ୍ରାୟେଲ ଭବିଷ୍ଯତ ବଂଶଧରଗଣ ତୁମ୍ଭ କଥା ଶୁଣିବା ପାଇଁ ଇଚ୍ଛା କରିବେ ନାହିଁ। କାରଣ ସମାନେେ ଆମ୍ଭ କଥା ଶୁଣିବା ପାଇଁ ଚାହାଁନ୍ତି ନାହିଁ। ସମୁଦାଯ ଇଶ୍ରାୟେଲର ଲୋକମାନେ ଜିଦ୍ଖୋର ଓ କଠିନ ଚିତ୍ତ ଅଟନ୍ତି।
ଯଦି ଆମ୍ଭେ ସହେି ଦୁଷ୍ଟ ଲୋକଟିକୁ କହୁଁ, 'ତୁମ୍ଭେ ନିଶ୍ଚିତ ଭାବରେ ମରିବ।' ଏବଂ ଯଦି ତୁମ୍ଭେ ସହେି ଦୁଷ୍ଟ ଲୋକର କୁକର୍ମରୁ ତା'ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସପରେି ଦୁଷ୍ଟ ଲୋକ ତା'ର ପାପ ପାଇଁ ମରିବ କିନ୍ତୁ ତା'ର ମୃତ୍ଯୁ ପାଇଁ ମୁଁ ତୁମ୍ଭକୁ ଦାଯୀ କରିବି।
ଏଣୁ ହେ ମନୁଷ୍ଯ ପୁତ୍ର, ମୁଁ ତୁମ୍ଭକୁ ଇଶ୍ରାୟେଲ ବଂଶର ପ୍ରହରୀ କରି ନିୟୁକ୍ତ କରିଅଛି, ତୁମ୍ଭେ ମାରେ ମୁଖରୁ ଯେଉଁ ବାକ୍ଯଗୁଡ଼ିକ ମାେ ପକ୍ଷରୁ ସମାନଙ୍କେୁ ସଚତନେ କରିବ।
ଯିହାଶୂେୟଙ୍କ ସମ୍ମୁଖ ରେ ଆମ୍ଭେ ଯେଉଁ ସ୍ବତନ୍ତ୍ର ପ୍ରସ୍ତର ସ୍ଥାପନ କରୁଅଛୁ ତାକୁ ଦେଖ। ସହେି ପ୍ରସ୍ତର ରେ ସାତଟି ଚକ୍ଷୁ ଅଛି। ସହେି ସ୍ବତନ୍ତ୍ର ପ୍ରସ୍ତର ଉପ ରେ ଆମ୍ଭେ ବାର୍ତ୍ତା ଖାଦେନ କରିବା। ସଦାପ୍ରଭୁ କୁହନ୍ତି ଆମ୍ଭେ ସେ ଦେଶରୁ ଅଧର୍ମ ଦୂର କରିବା, ଏହା ସେ ପ୍ରସ୍ତର ଦିନେ ଦଖାଇବେ।
ସେ କହିଲେ, ଏହା ୟିରୁଦ୍ଦାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, 'ଏହା ପରାକ୍ରମ କି ବଳଦ୍ବାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି।
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏକଥା କ'ଣ କବେେ ହେଲେ ଶାସ୍ତ୍ର ରେ ପଢ଼ି ନଥିଲ?:
ଯୀଶୁ ସମାନଙ୍କେୁ କହିଲେ, ହଁ, ସମାନେେ ଠିକ୍ କହୁଛନ୍ତି। ସବୁ ବିଷୟ ସୁବ୍ଯବସ୍ଥିତ କରିବାକୁ ନିଶ୍ଚୟ ଏଲିୟ ହିଁ ପ୍ରଥମେ ଆସିବେ। କିନ୍ତୁ ମନୁଷ୍ଯପୁତ୍ରଙ୍କ ସମ୍ବନ୍ଧ ରେ ଶାସ୍ତ୍ର ରେ କାହିଁକି ଲଖାେ ଅଛି ଯେ ସେ ବହୁତ ଯାତନା ଭୋଗ କରିବେ ଓ ଲୋକେ ତାହାଙ୍କ ସହିତ ତାଚ୍ଛଲ୍ଯପୂର୍ଣ୍ଣ ବ୍ଯବହାର କରିବେ।
ତୁମ୍ଭମାନେେ କ'ଣ ଏହି ଶାସ୍ତ୍ର ପଢିନାହଁ?
ସେ ଆସି ସହେି କୃଷକମାନଙ୍କୁ ଜୀବନ ରେ ମାରିଦବେ। ତା'ପରେ ସହେି ଜମିଟିକୁ ଆଉ କେତକେ କୃଷକଙ୍କୁ ଭାଗ ଦଇେ ଦବେେ।
ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନକରି ଛାଡ଼ି ନାହାଁନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସହେି ଧାର୍ମିକ ବ୍ଯକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସହେି ଲୋକମାନଙ୍କୁ ମଧ୍ଯ ମାରି ଦଇେଥିଲେ। ବର୍ତ୍ତମାନ ତୁମ୍ଭମାନେେ ସହେି ଧାର୍ମିକ ବ୍ଯକ୍ତିଙ୍କୁ ପ୍ରତାରିତ ଓ ହତ୍ଯା କରିଛ।
ତେଣୁ ମୁଁ ଆଜି ତୁମ୍ଭକୁ ଗୋଟିଏ କଥା କହୁଛି। ମୁଁ ତୁମ୍ଭମାନଙ୍କର ରକ୍ତପାତ ଦୋଷର ସମ୍ପୂର୍ଣ୍ଣ ନିର୍ଦ୍ ଦୋଷ ଅଟେ।
ଆମ୍ଭମାନଙ୍କଠା ରେ ଏହି ପ୍ରକାରର ଭରସା ରଖିଥିବା ହତେୁ ଆମ୍ଭେ ଅତି ସାହସୀ।
ପରମେଶ୍ବର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସବୋ କାର୍ୟ୍ଯ ଦଇେଛନ୍ତି, ସେଥିପାଇଁ ଆମ୍ଭେ ଏହାକୁ ଛାଡ଼ିବା ନାହିଁ।
ପ୍ ରରେିତ ଓ ଭବିଷ୍ଯଦ୍ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହାଇେ ଠିଆ ହାଇେଛ। ପରମେଶ୍ବର ତା'ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସହେି ଭବନର କଣର ପ୍ରଧାନ ପଥର ଅଟନ୍ତି।
ଶାସ୍ତ୍ର କୁ ହେ :