ତା'ପ ରେ ମେ ହନ୍ଦେି ବୁଦା ମଧିଅରେ ଛିଡା ହାଇେଥିବା ବ୍ଯକ୍ତି ଜଣଙ୍କୁ କହିଲେ, ପୃଥିବୀ ରେ ଏଣେ ତଣେେ ଭ୍ରମଣ କରିବା ପାଇଁ ସଦାପ୍ରଭୁ ଏହି ଅଶ୍ବଗୁଡିକୁ ପ୍ ରରଣେ କରିଛନ୍ତି।
Cross references
ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ଯ ତାଙ୍କ ସହିତ ସକାଳ ପର୍ୟ୍ଯନ୍ତ ମଲ୍ଲ ୟୁଦ୍ଧ କଲେ।
ସଦାପ୍ରଭୁ ଶଯତାନକୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଲ ?
ଅନ୍ୟ ଦିନ ସ୍ବର୍ଗଦୂତଗଣ ସଦାପ୍ରଭୁଙ୍କ ସମ୍ମୁଖ ରେ ସମାନଙ୍କେୁ ଉପସ୍ଥିତ କରିବା ପାଇଁ ଆସିଲେ ଏବଂ ଶଯତାନ ମଧ୍ଯ ସଦାପ୍ରଭୁଙ୍କ ସମ୍ମୁଖ ରେ ନିଜକୁ ଉପସ୍ଥିତ କରିବାକୁ ଆସିଲା।
ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର! ତୁମ୍ଭମାନେେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ଯ ଯେଉଁମାନେ ପରମେଶ୍ବରଙ୍କର ଆଦେଶ ମାନନ୍ତି ଓ ସେ ୟାହା କହନ୍ତି, ତାଙ୍କର ବାକ୍ଯଗୁଡ଼ିକ ପାଳନ କରନ୍ତି।
ସହେି ମେଘ ମଧିଅରେ ଜୀବନ୍ତ ଚାରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା। ସମାନଙ୍କେର ଆକୃତି ମନୁଷ୍ଯ ପରି ଥିଲା।
ଯାକୁବ ମାତୃଗର୍ଭ ରେ ଥିଲା ଏବଂ ତା'ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ୟୁବକ ଥିଲା ଏବଂ ସେତବେେଳେ ସେ ପରମେଶ୍ବରଙ୍କ ସହିତ ଲଢୁଥିଲା।
ରାତି ରେ ମୁଁ ଲାଲ୍ ଅଶ୍ବ ଉପ ରେ ଏକ ବ୍ଯକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେ ହନ୍ଦେି ବୁଦା ମଝି ରେ ଛିଡା ହାଇେଥିଲା। ତାଙ୍କ ପଛ ରେ ଲାଲ୍, ଧୂସର ଏବଂ ଧଳା ଅଶ୍ବଗୁଡିକ ଥିଲେ।
ତା'ପ ରେ ସହେି ଅଶ୍ବଗୁଡିକ ମେ ହନ୍ଦେି ବୁଦା ମଧିଅରେ ଛିଡା ହାଇେଥିବା ସଦାପ୍ରଭୁଙ୍କ ସ୍ବର୍ଗଦୂତକୁ କହିଲେ, ଦେଖ ଆମ୍ଭମାନେେ ସାରା ପୃଥିବୀ ରେ ଭ୍ରମଣ କରିଛୁ ଏବଂ ସମଗ୍ର ପୃଥିବୀ ସୁସ୍ଥିର ଓ ଶାନ୍ତ ଅଛି।
ଯେଉଁମାନେ କି େଛାଟ ଜିନିଷଗୁଡିକୁ ଘୃଣା କରନ୍ତି, ସମାନେେ ଆନନ୍ଦ କରିବେ, ଯେତବେେଳେ ସମାନେେ ୟିରୁଦ୍ଦାବିଲଙ୍କ ହାତ ରେ ଓଳମ ଦେଖିବେ। ବର୍ତ୍ତମାନ ଏହି ସାତଟି ପାଶର୍ବ ସଦାପ୍ରଭୁଙ୍କର ଚକ୍ଷୁ, ଯାହା ସମଗ୍ର ପୃଥିବୀକୁ ଦେଖେ।
ଗୋଟିଏ ସୀମାର ନିର୍ମିତ ଘୋଡଣୀ ଟୋକଇରେୁ କଢାଗଲା। ସହେି ମାପିବାର ଟୋକଇେ ମଧିଅରେ ଗୋଟିଏ ସ୍ତ୍ରୀଲୋକ ଥିଲା।
ସହେି ସ୍ବର୍ଗଦୂତ ଉତ୍ତର ଦେଲେ, ଏଗୁଡିକ ସ୍ବର୍ଗର ଗ୍ଭରି ବାଯୁ। ସମାନେେ ସଦାପ୍ରଭୁଙ୍କର ନିକଟରୁ ବାହାରି ସମଗ୍ର ପୃଥିବୀକୁ ୟାଆନ୍ତି।
ସହେି ଶକ୍ତିଶାଳୀ ଅଶ୍ବଗୁଡିକ ପୃଥିବୀର ଏଣତେଣେେ ବିଚରଣ କରିବାକୁ ଆଗ୍ରହ ପ୍ରକାଶ କଲେ। ତେଣୁ ସହେି ସ୍ବର୍ଗଦୂତ ସମାନଙ୍କେୁ କହିଲେ, ୟାଅ ପୃଥିବୀର ଗ୍ଭରିଆଡେ ବିଚରଣ କର। ତେଣୁ ସମାନେେ ଗଲେ।
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ହେ ଖଡ୍ଗ, ୟାଅ! ଏବଂ ମଷେପାଳକ ଆମ୍ଭର ଘନିଷ୍ଠ ବନ୍ଧୁଙ୍କୁ ଆଘାତ କର। ମଷେପାଳକଙ୍କୁ ଆଘାତ କର, ଯେପରି ମଷେପଲ ପଳାଯନ କରିବେ। ଆମ୍ଭେ ଆପଣା ହସ୍ତ ସହେି କ୍ଷୁଦ୍ରମାନଙ୍କ ବିରୁଦ୍ଧ ରେ ଉଠାଇବା।
ସମସ୍ତ ସ୍ବର୍ଗଦୂତ ଆତ୍ମା ଅଟନ୍ତି। ସମାନେେ ପରମେଶ୍ବରଙ୍କ ସବୋ କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସମାନଙ୍କେୁ ସାହାୟ୍ଯ କରନ୍ତି।