ମାତ୍ର ମାେ କପୋତୀ, ମାରେ ନିପୁଣାଟି ଅଦ୍ବିତୀଯା। ସେ ଆପଣା ମାତାର ଏକମାତ୍ର। ସେ ଜଣଙ୍କର ପ୍ରିଯ ୟିଏ ତାକୁ ଗର୍ଭଧାରଣ କଲେ। କନ୍ଯାମାନେ ତାହାକୁ ଦେଖି ଧନ୍ଯା ବୋଲି କହିଲେ। ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କଲେ।
Cross references
ଲୟୋ କହିଲା, ମୁଁ ବହୁତ ଖୁସି! ୟୁବତୀଗଣ ମାେତେ ଆନନ୍ଦୀନି ବୋଲିବେ। ଏଣୁ ସେ ତା'ର ନାମ ଆଶରେ ଦଲୋ।
ମୁଁ ସମାନଙ୍କେୁ ପର୍ବତ ଶିଖରରୁ ଦେଖୁଅଛି। ମୁଁ ସମାନଙ୍କେୁ ଗରି ଶ୍ ରଣେିରୁ ଦେଖୁଅଛି। ସମାନେେ ନିଜ ପାଇଁ ବଞ୍ଚନ୍ତି। ସମାନେେ ନିଜକୁ ଦେଶର ଏକ ଅଂଶ ବୋଲି ବିବଚେନା କରନ୍ତି ନାହିଁ।
ତେଣୁ ଏହି ବ୍ଯବସ୍ଥାସବୁ ପାଳନ କର ଏବଂ ସଗେକ୍ସ୍ଟଡିକ ଅଭ୍ଯାସ କର କାରଣ ବହକ୍ସ୍ଟତ ଦେଶମାନଙ୍କ ମଧିଅରେ ଏହା ତୁମ୍ଭର ଜ୍ଞାନ ଓ ବକ୍ସ୍ଟଝାମଣା ହବେ। ଏହି ବ୍ଯବସ୍ଥା ଶକ୍ସ୍ଟଣିଲାପରେ ସମାନେେ କହିବେ ଯେ, 'ଇଶ୍ରାୟେଲୀୟ ଲୋକମାନେ ମହାନ ଲୋକ ଯେଉଁମାନେ ଜ୍ଞାନୀ ଏବଂ ବକ୍ସ୍ଟଝାମଣା ଶକ୍ତି ଅଛି।'
ହେ ଇଶ୍ରାୟେଲୀୟ, ତୁମ୍ଭମାନେେ ଆଶୀର୍ବାଦ ୟକ୍ସ୍ଟକ୍ତ। ତୁମ୍ଭମାନଙ୍କ ସହିତ କିଏ ସମାନ ହବେେ ନାହିଁ। ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସଦାପ୍ରଭୁ ହେଉଛନ୍ତି ତୁମ୍ଭର ଉପକାର ରୂପ ଢାଲ ସଦାପ୍ରଭୁ ହେଉଛନ୍ତି ଏକ ଶକ୍ତିଶାଳୀ ଖଡ୍ଗ ସ୍ବରୂପ। ତୁମ୍ଭର ଶତୃମାନେ ତୁମ୍ଭକୁ ଦେଖିଲେ ଡରିବେ ଏବଂ ତୁମ୍ଭେ ସମାନଙ୍କେ ପବିତ୍ର ସ୍ଥାନସବୁ ଦଳନ କରିବ।
ତୁମ୍ଭ ବିବାହରେ ୟୋଗ ଦଇେଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି। ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାଶର୍ବରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଓ ପୋଷାକ ପିନ୍ଧି ଛିଡ଼ା ହାଇେଛନ୍ତି।
ଆମ୍ଭମାନେେ ଖୁସିରେ ପୂର୍ଣ୍ଣ ହାଇେଥିଲୁ ଏବଂ ଖୁସିରେ ଗୀତ ଗାଇଲୁ। ଅନ୍ୟ ଜାତିର ଲୋକମାନେ କହିଲେ, ସଦାପ୍ରଭୁ ସମାନଙ୍କେ ପାଇଁ ମହତ କର୍ମ କଲେ।
ତା'ର ସନ୍ତାନମାନେ ତାକୁ ଧନ୍ଯ ବୋଲି କହନ୍ତି। ତା'ର ସ୍ବାମୀ ତା'ର ପ୍ରଶଂସା କରେ।
ହେ ମାରେ କପୋତି, ତୁମ୍ଭେ ଶୈଳର ଫାଟ ରେ ଗଡ଼ନ୍ତି ସ୍ଥାନର ଅନ୍ତରାଳ ରେ ଅଛ। ମାେତେ ତୁମ୍ଭ ରୂପ ଦେଖିବାକୁ ଦିଅ। ମାେତେ ତୁମ୍ଭ ରବ ଶୁଣିବାକୁ ଦିଅ। କାରଣ ତୁମ୍ଭର ରବ ସୁମିଷ୍ଟ ଓ ତୁମ୍ଭର ରୂପ ମ ନୋହର।
ମୁଁ ନିଦ୍ରିତା ଥିଲି, ମାତ୍ର ମାରେ ହୃଦଯ ଜାଗ୍ରତ ଥିଲା। ଏତ ମାେ ପ୍ରିଯତମଙ୍କ ରବ। ସେ ଦ୍ବାର ରେ ଆଘାତ କରି କହୁଛନ୍ତି, ଆଗୋ ମାରେ ଭଗିନୀ, ମାରେ ପ୍ରିୟେ, ମାରେ କପୋତୀ, ମାହେର ଶୁଦ୍ଧମତି ମାେ ପାଇଁ ଦ୍ବାର ଫିଟାଅ। କାରଣ ମାରେମସ୍ତକ ଶିଶିର ରେ ମାହେର କେଶ ରାତ୍ରିର ଜଳ ବିନ୍ଦୁ ରେ ପରିପୂର୍ଣ୍ଣ।
କିନ୍ତୁ ସ୍ବର୍ଗସ୍ଥ ୟିରୁଶାଲମ ସ୍ବାଧୀନ ଅଟେ। ସେ ଆମ୍ଭର ମାତା।
ତୁମ୍ଭେ ସମସ୍ତେ ପବିତ୍ର ଆତ୍ମାଙ୍କ ଦ୍ବାରା ଶାନ୍ତିର ବନ୍ଧନ ରେ ଏକତ୍ର ହାଇେ ରୁହ। ଏହିଭଳି ରହିବା ପାଇଁ ପାରୁ ପର୍ୟ୍ଯନ୍ତ ଚେଷ୍ଟା କର। ଆତ୍ମାଦତ୍ତ ଶାନ୍ତି ତୁମ୍ଭକୁ ବାନ୍ଧି ରଖୁ।
ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର ଲୋକଙ୍କ ଗହଣ ରେ ମହିମା ମଣ୍ଡିତ ହବୋ ପାଇଁ ଯୀଶୁ ଆସିବେ। ଯେଉଁମାନେ ସମସ୍ତେ ବିଶ୍ବାସ କରିଛନ୍ତି, ସମାନେେ ଯୀଶୁଙ୍କୁ ଦେଖି ବିସ୍ମିତ ହବେେ। ଯେ ହତେୁ ତୁମ୍ଭମାନେେ ଆମ୍ଭେ କହିଥିବା କଥାଗୁଡ଼ିକୁ ବିଶ୍ବାସ କରିଛ, ସେଥିପାଇଁ ସହେି ବିଶ୍ବାସୀ ମଣ୍ଡଳୀ ରେ ତୁମ୍ଭମାନେେ ମଧ୍ଯ ଥିବ।
ତା'ପରେ ସାତଜଣ ର୍ସ୍ଗଦୂତଙ୍କ ମଧ୍ଯରୁ ଯେଉଁମାନଙ୍କ ପାଖ ରେ ସାତାଟେି ଶଷେ କ୍ଲେଶର ସାତପାତ୍ର ଥିଲା, ସହେିମାନଙ୍କ ମଧ୍ଯରୁ ଜଣେ ମାେ ପାଖକୁ ଆସିଲେ। ସହେି ସ୍ବର୍ଗଦୂତ ମାେତେ କହିଲେ, ମାେ ସହିତ ଆସ। ମୁଁ ତୁମ୍ଭକୁ ବଧୂକୁ ଦଖାଇବେି। ସେ ମଷେଶାବକଙ୍କର ସ୍ତ୍ରୀ।