ତୁମ୍ଭର ବକେ ସହେି ଦୁର୍ଗ ପରି ଯାହାକି ଦାଉଦଙ୍କର ଅସ୍ତ୍ରାଗାର ଧାରଣ କରିଥିଲା। ସହେି ଦୁର୍ଗ ମଧିଅରେ ଏକ ସହସ୍ର ଚର୍ମ ବୀରଗଣର ସକଳ ଢାଲ ଟଙ୍ଗା ୟାଇଥିଲା।
Cross references
ହେ ଗଲ୍ବୋଯ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡକ୍ସ୍ଟ। ଅଥବା ଉପହାରଜନକ କ୍ଷେତ୍ର ନ ହେଉ। କାରଣ ସଠାେରେ ବୀରମାନଙ୍କର ଢାଲ ଅଦରକାରୀ ପରି ଫିଙ୍ଗି ଦିଆଗଲା। ଶାଉଲଙ୍କର ଢାଲ ତୈଲ ରେ ଅଭିଷିକ୍ତ ହେଲା ନାହିଁ।
ସଦାପ୍ରଭୁ ତାଙ୍କର ନିଜର ରାଜାଙ୍କକ୍ସ୍ଟ ୟକ୍ସ୍ଟଦ୍ଧ ରେ ଜଯଲାଭ କରିବାକୁ ସାହାୟ୍ଯ କରିଛନ୍ତି। ସେ ତାଙ୍କର ମନୋନୀତ ରାଜା ଦାଉଦଙ୍କ ପ୍ରତି ପ୍ ରମେ ଦଖାଇେଛନ୍ତି। ସେଥିପାଇଁ ସେ ଦାଉଦ ଓ ତାଙ୍କର ପରିବାରବର୍ଗମାନଙ୍କ ପ୍ରତି ଅନନ୍ତକାଳ ପାଇଁ ଦୟା ଦଖାଇେଛନ୍ତି।
ଶ ଲୋମନ ପିଟା ସୁନାରୁ 200 ବୃହତ୍ ଢ଼ାଲ ନିର୍ମାଣ କଲେ। ପ୍ରେତ୍ୟକକଟି ଢ଼ାଲ ନିମନ୍ତେ 600 ଶକେଲ ପିଟା ସୁନା ବ୍ଯବହୃତ ହାଇେଥିଲା।
ଶୀଶକ୍ ୟିରୁଶାଲମ ଉପରେ ଆକ୍ରମଣ କଲେ ଓ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ଧନସମ୍ପତ୍ତି ସବୁ ଲୁଟି ନଇଗେଲେ। ଶୀଶକ୍ ମିଶରର ରାଜା ଥିଲେ। ଆଉ ସେ ରାଜାଙ୍କ ଗୃହ ରେ ଥିବା ଧନସମ୍ପତ୍ତି ସବୁ ଲୁଟି ନଇଗେଲେ। ଆହୁରି ମଧ୍ଯ ସେ ଶ ଲୋମ ନିର୍ମାଣ କରିଥିବା ସୁବର୍ଣ୍ଣ ଢ଼ାଲ ନଇଗେଲେ।
ତାହା ନିକଟରେ ମିସ୍ପାର ଅଧ୍ଯକ୍ଷ ଯଶୂେଯର ପୁତ୍ର ଏସର୍ ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣୀ ପଥ ସମ୍ମୁଖ ରେ ଅନ୍ୟ ଏକ ଭଗ୍ନା ଅଂଶ ଗଠନ କଲେ।
ତୁମ୍ଭର ଗାଲ ରେ ଗଣ୍ଡ ୟୁଗଳ, ତୁମ୍ଭ ଗଳା ଦେଶ ରେ ରତ୍ନହାର ରେ ସୁଶାେଭିତ।
ତୁମ୍ଭର ଗଳଦେଶ ଗଳଦନ୍ତମଯ ଦୁର୍ଗ ସଦୃଶ। ତୁମ୍ଭ ନେତ୍ର ୟୁଗଳ ବେଥି-ଗଦ୍ଦୀମ ନଗର ଦ୍ବାର ନିକଟସ୍ଥ ହିଶ୍ବୋନ୍ ସରୋବର ସଦୃଶ। ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ଯ।
ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ଯ। ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ଯ। ତହିଁର ବଣେୀ ପାଶ ରେ ରାଜା ବନ୍ଦୀରୂପେ ଧୃତ ଅଟନ୍ତି।
ମୁଁ ପ୍ରାଚୀର ସ୍ବରୂପା ଓ ମାହେର ସ୍ତନ ତହିଁରେ ଦୁର୍ଗସ୍ବରୂପ। ସହେି ସମୟରେ ସେ ମାେତେ ଜଣକ ପରି ବିବଚେନା କଲା, ୟିଏ ତୃପ୍ତି ଆଣେ।
ପାରସ୍ଯ, ଲୁଦ ଓ ପୁଟ ଦେଶୀଯ ଲୋକମାନେ ତୁମ୍ଭ ସୈନ୍ଯବାହିନୀର ଯୋଦ୍ଧା ଥିଲେ। ସମାନେେ ତୁମ୍ଭ ମଧିଅରେ ସମାନଙ୍କେର ଢ଼ାଲ ଓ ଟୋପର ଟଙ୍ଗାଇ ରଖିଲେ। ପୁଣି ସମାନେେ ତୁମ୍ଭ ନଗରୀର ସମ୍ମାନ ଓ ଗୌରବ ଆଣିଲେ।
ପୁଣି ହେ ପଲର ଦୁର୍ଗ, ତୁମ୍ଭର ସମୟ ଆସିବ। ସିୟୋନ କନ୍ଯା, ପର୍ବତ ରେ ତୁମ୍ଭେ ପୁନର୍ବାର ଶାସନ ଗାଦି ରେ ରହିବ। ଆଉ ଅତୀତ ପରି ୟିରୁଶାଲମ ଗୋଟିଏ ଶକ୍ତିଶାଳୀ ରାଜ୍ଯ ହବେ।
ନା ! ଆମ୍ଭେ ପ୍ ରମେ ସହକା ରେ ସତ୍ଯ କହିବା। ଆମ୍ଭେ ପ୍ରେତ୍ୟକକ ବିଷୟ ରେ ଖ୍ରୀଷ୍ଟଙ୍କ ଭଳି ବୃଦ୍ଧିପ୍ରାପ୍ତ ହବୋ। ଖ୍ରୀଷ୍ଟ ଆମ୍ଭର ମସ୍ତକ ଓ ଆମ୍ଭେ ସମସ୍ତେ ତାହାଙ୍କର ଶରୀର।
ସମାନେେ ନିଜକୁ ମସ୍ତକ ରୂପ ଖ୍ରୀଷ୍ଟଙ୍କ ଅଧୀନ ରେ ରଖନ୍ତି ନାହିଁ। ସଂମ୍ପୂର୍ଣ୍ଣ ଶରୀର, ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଖ୍ରୀଷ୍ଟଙ୍କ ପାଇଁ ଶରୀରର ସମସ୍ତ ସଦସ୍ଯ ପରସ୍ପରକୁ ସାହାୟ୍ଯ କରନ୍ତି ଓ ପରସ୍ପରର ଯତ୍ନ ନିଅନ୍ତି। ଏହା ଶରୀରର ସମସ୍ତ ଅଙ୍ଗଗୁଡ଼ିକୁ ଏକାଠି ଧରି ରେଖ ଓ ଶକ୍ତି ପ୍ରଦାନ କରେ। ଅତଏବ ପରମେଶ୍ବରଙ୍କ ଇଚ୍ଛାନୁସା ରେ ଶରୀର ବୃଦ୍ଧି ପାଏ।
ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ୟ୍ଯନ୍ତ ତୁମ୍ଭ ବିଶ୍ବାସ ମାଧ୍ଯମ ରେ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସହେି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହାଇେ ରହିଛି ଏବଂ ୟୁଗର ଶଷେ ରେ ତୁମ୍ଭେ ଏହା ପାଇବ।