Home Bibles ଯିହିଜିକଲ 27:10 · ଓଡ଼ିଆ ବାଇବେଲ
ଯିହିଜିକଲ 27:10 · ଓଡ଼ିଆ ବାଇବେଲ

ପାରସ୍ଯ, ଲୁଦ ଓ ପୁଟ ଦେଶୀଯ ଲୋକମାନେ ତୁମ୍ଭ ସୈନ୍ଯବାହିନୀର ଯୋଦ୍ଧା ଥିଲେ। ସମାନେେ ତୁମ୍ଭ ମଧିଅରେ ସମାନଙ୍କେର ଢ଼ାଲ ଓ ଟୋପର ଟଙ୍ଗାଇ ରଖିଲେ। ପୁଣି ସମାନେେ ତୁମ୍ଭ ନଗରୀର ସମ୍ମାନ ଓ ଗୌରବ ଆଣିଲେ।

Cross references

ଆଦି ପୁସ୍ତକ 10:6

ହାମର ସନ୍ତାନଗଣ ଥିଲେ। କୂଶ୍, ମିଶର, ପୂଟ୍ ଓ କିଣାନ।

ଆଦି ପୁସ୍ତକ 10:13

ମିଶରୀଯମ ଲୂଦୀଯ, ଅନାମୀଯ, ଲହାବୀଯ ଓ ନପ୍ତୁହୀଯ ଲୋକମାନଙ୍କର ପିତା ଥିଲେ।

ଆଦି ପୁସ୍ତକ 10:22

ଶମରେ ଏହିସବୁ ସନ୍ତାନ: ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୂଦ୍ ଓ ଅରାମ୍।

ପ୍ରଥମ ବଂଶାବଳୀ 1:8

ହାମର ସନ୍ତାନମାନେ ଥିଲେ : କୂଶ୍ (ଇଥିଓପିଆ) ଓ ମିଶର, ପୁଟ୍ ଓ କିଣାନ।

ପ୍ରଥମ ବଂଶାବଳୀ 1:11

ମିଶ୍ରଯୀମ (ମିଶର), ଲୂଦୀଯ, ଅନାମୀଯ, ଲହାବୀଯ ଓ ନପ୍ତୂହୀଯମାନଙ୍କର ପିତା ଥିଲେ।

ପ୍ରଥମ ବଂଶାବଳୀ 1:17

ଶମଙ୍କେର ସନ୍ତାନଗଣ ଥିଲେ : ଏଲମ୍, ଅଶୂର, ଅର୍ଫକ୍କ୍ଷଦ, ଲୂଦ୍, ଅରାମ। ଅରାମଙ୍କର ପୁତ୍ରମାନେ ଥିଲେ : ଊସ୍, ହୂଲ, ଗେଥର ଓ ମେଶକ୍।

ପରମଗୀତ 4:4

ତୁମ୍ଭର ବକେ ସହେି ଦୁର୍ଗ ପରି ଯାହାକି ଦାଉଦଙ୍କର ଅସ୍ତ୍ରାଗାର ଧାରଣ କରିଥିଲା। ସହେି ଦୁର୍ଗ ମଧିଅରେ ଏକ ସହସ୍ର ଚର୍ମ ବୀରଗଣର ସକଳ ଢାଲ ଟଙ୍ଗା ୟାଇଥିଲା।

ଯିଶାଇୟ 66:19

ଆମ୍ଭେ ସମାନଙ୍କେ ମଧିଅରେ ଏକ ସଙ୍କତେ ସ୍ଥାପନ କରିବା ଓ ସମାନଙ୍କେ ମଧ୍ଯରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା - ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ୟବନ ତଥା ଦୂରସ୍ଥ ଦ୍ବୀପଗଣ ଆମ୍ଭର ସୁଖ୍ଯାତି ବିଷଯ ରେ କବେେ ଶୁଣି ନାହାଁନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖିନାହାଁନ୍ତି, ସହେିମାନଙ୍କ ନିକଟକୁ ପ୍ ରରଣେ କରିବା ଓ ସମାନେେ ବିଭିନ୍ନ ଦେଶୀଯମାନଙ୍କ ମଧିଅରେ ଆମ୍ଭର ମହିମା ପ୍ରକାଶ କରିବେ।

ଯିରିମିୟ 46:9

ହେ ଅଶ୍ବାରୋହୀଗଣ, ଅଗ୍ରସର ହୁଅ। ହେ ରଥା ରୋହୀଗଣ ଦ୍ରୁତଗତି ରେ ରଥ ଚାଳନା କର, ହେ ବୀରଗଣ, ଆଗଇେ ଚାଲ। ତୁମ୍ଭମାନଙ୍କର ଢ଼ାଲ ଧର। କୁଶ୍, ପୁଟରୁ ଓ ଲୁଦୀଯରୁ ଆସିଥିବା ଢ଼ାଲବହକଗଣ, ତୁମ୍ଭମାନେେ ଧନୁ ରେ ଭଲଭାବରେ ଗୁଣ ଦିଅ।

ଯିହିଜିକଲ 27:11

ଅର୍ବଦ ଓ ସିଲିସିଆରରୁ ତୁମ୍ଭ ସନୋ ସଙ୍ଗ ରେ ଥିଲେ, କେଉଁମାନେ ଚାରିଆଡ଼େ ତୁମ୍ଭ ସହରର ପ୍ରାଚୀରଗୁଡ଼ିକୁ ପ୍ରହାରକକାରୀମାନଙ୍କ ପରି ଠିଆ ହେଲେ ଓ ଗମଦର ଯୋଦ୍ଧାମାନେ ତୁମ୍ଭର ସବୁ ଗଡ଼ ଉପ ରେ ଥିଲେ। ସମାନେେ ତୁମ୍ଭ ପ୍ରାଚୀରଗୁଡ଼ିକର ଉପ ରେ ନିଜ ନିଜ ଢ଼ାଲ ଟଙ୍ଗାଇଲେ ଏବଂ ସମାନେେ ତୁମ୍ଭ ସୌନ୍ଦର୍ୟ୍ଯ ସିଦ୍ଧ କଲେ।

ଯିହିଜିକଲ 30:5

ଏବଂ ଇଶ୍ରାୟେଲ ଲୋକମାନଙ୍କ ସହିତ କୂଶ, ପୁଟ୍ ଓ ଲୂଦ୍, ସମସ୍ତ ଆରବୀଯ, ଲିବିଯା ଏବଂ ଇଶ୍ରାୟେଲର ଲୋକମାନେ ଖଡ୍ଗ ରେ ବିନାଶ ହବେେ।

ଯିହିଜିକଲ 38:5

ସମାନଙ୍କେ ସହିତ ପାରସ୍ଯ, କୂଶ ଓ ପୁଟ ଦେଶର ସୈନ୍ଯମାନେ ଥିବେ ଓ ସମାନେେ ଢ଼ାଲ ଓ ଟୋପର ଧାରଣ କରିଥିବେ।

ଦାନିଏଲ 5:28

ଉପାରସୀନର ଅର୍ଥ, ଆପଣଙ୍କ ରାଜ୍ଯ ବିଭକ୍ତ ହାଇେଅଛି ଆଉ ମାଦୀଯ ଓ ପାରସିକମାନଙ୍କୁ ଦତ୍ତ ହାଇେଅଛି।

ନାହୂମ 3:9

ଇଥିଓପିଆ ଓ ମିଶର ନୋ-ଆମାନେକୁ ବହୁ ଶକ୍ତି ଦେଉଥିଲେ। ପୂଟୀଯ ଓ ଲୂବୀଯ ତାକୁ ସମର୍ଥନ କରୁଥିଲେ।

Interlinear

Choose Theme