ଏହିପରି ଭାବରେ ବୋୟଜ ଋତକକ୍ସ୍ଟ ବିବାହ କଲେ। ସଦାପ୍ରଭୁ ଋତକକ୍ସ୍ଟ ଆଶୀର୍ବାଦ କରନ୍ତେ ସେ ଗର୍ଭବତୀ ହେଲା, ଏବଂ ସେ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦଲୋ।
Cross references
ସଦାପ୍ରଭୁ ଅବିମଲକଙ୍କେର ସମସ୍ତ ସ୍ତ୍ରୀଙ୍କୁ ବନ୍ଧ୍ଯା କଲେ। ପରମେଶ୍ବର ଏପରି କଲେ କାରଣ ଅବିମଲକେ ଅବ୍ରହାମଙ୍କ ସ୍ତ୍ରୀ ସାରାଙ୍କୁ ନଇେଥିଲେ।
ଇସ୍ହାକଙ୍କର ସହେି ସ୍ତ୍ରୀ ବନ୍ଧ୍ଯା ହବୋରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲୋ ତିହିଁ ରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲା।
ସଦାପ୍ରଭୁ ଦେଖିଲେ ଲଯା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲୟୋକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।
ଯାକୁବ ରାହେଲ ଉପରେ କୋରଧ କଲେ। ସେ କହିଲେ, ମୁଁ ପରମେଶ୍ବର ନୁହେଁ। କବଳେ ପରମେଶ୍ବର ହିଁ ତୁମ୍ଭକୁ ସନ୍ତାନ ଦଇେ ପାରିବେ।
ଏହାପରେ ପରମେଶ୍ବର ରାହେଲର ପ୍ରାର୍ଥନା ଗ୍ରହଣ କଲେ, ପରମେଶ୍ବର ରାହେଲକୁ ମାତୃତ୍ବ ଦେଲେ।
ଏଲଷୗ ସ୍ତ୍ରୀ ଓ ପିଲାମାନଙ୍କୁସଦଖିଲଲ,ସସ ପଚାରିଲଲ, ତୁମ୍ଭ ସହିତ ଏହିସଲାକମାଲନ କିଏ?
ହେ ୟକ୍ସ୍ଟବତୀ, ଭୟ କରନାହିଁ। ତୁମ୍ଭେ ଯାହା ଇଚ୍ଛା କରିବ, ମୁ ତାହା ନିଶ୍ଚିତ କରିବି। ସହରର ସମସ୍ତ ଲୋକ ଜାଣନ୍ତି ଯେ ତୁମ୍ଭେ ବହକ୍ସ୍ଟତ ଭଲ।
ସଦାପ୍ରଭୁ ଏହି ୟକ୍ସ୍ଟବତୀ ଦ୍ବାରା ତୁମ୍ଭକୁ ଯେଉଁ ସନ୍ତାନ ଦବେେ, ତାହା ଦ୍ବାରା ତୁମ୍ଭର ବଂଶ ତାମର ଗର୍ଭ ରେ ୟକ୍ସ୍ଟହକ୍ସ୍ଟଦା ରେ ଜନ୍ମିତ ପରେସର ବଂଶ ତକ୍ସ୍ଟଲ୍ଯ ହେଉ।
ମୁ ଏହି ବାଳକ ନିମନ୍ତେ ପ୍ରାର୍ଥନା କରିଥିଲି, ଆଉ ସଦାପ୍ରଭୁ ମାେତେ ମଞ୍ଜକ୍ସ୍ଟର କରିଛନ୍ତି।
ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ, ବର୍ତ୍ତମାନ ନିଶ୍ଚଯ କଠିନ ପରିଶ୍ରମ କରିବେ। ଖାଦ୍ୟ ଅଭାବରକ୍ସ୍ଟ ଯେଉଁମାନେ କ୍ଷକ୍ସ୍ଟଧାର୍ତ୍ତ ଥିଲେ, ସମାନେେ ଖାଦ୍ୟ ପାଇ ଅଛନ୍ତି। ବନ୍ଧ୍ଯା ସଲ୍ଗ ସନ୍ତାନ ପ୍ରସବ କରିଅଛି ଓ ସ୍ତ୍ରୀ ଲୋକଟି ଯାହାର ବହକ୍ସ୍ଟତ ସନ୍ତାନ ଥିଲା ସେ ଦକ୍ସ୍ଟଃଖିତା ହାଇେଅଛି।
ଜଣେ ସ୍ତ୍ରୀ ବନ୍ଧ୍ଯା ହାଇପୋରେ । କିନ୍ତୁ ପରମେଶ୍ବର ତା' କୋଳରେ ସନ୍ତାନ ଦଇେ ତାକୁ ଖୁସି କରାନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର !
ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶଯରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।