Home Bibles ମାଥିଉଲିଖିତ ସୁସମାଚାର 26:11 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 26:11 · ଓଡ଼ିଆ ବାଇବେଲ

ଗରିବମାନେ ତ ସବୁବେଳେ ତୁମ୍ଭ ସହିତ ଅଛନ୍ତି। କିନ୍ତୁ ତୁମ୍ଭେ ମାେତେ ସବୁବେଳେ ପାଇବ ନାହିଁ।

Cross references

ଦିତୀୟ ବିବରଣ 15:11

ଦେଶ ରେ ସର୍ବଦା ଗରିବ ଲୋକ ରହିବେ। ଯେଉଁଥିପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା ଦଇେ କହକ୍ସ୍ଟଛକ୍ସ୍ଟ, ତୁମ୍ଭମାନେେ ତୁମ୍ଭର ଦରିଦ୍ର ଭାଇମାନଙ୍କୁ ନିଶ୍ଚଯ ସାହାୟ୍ଯ କରିବ। ତାଙ୍କର ଆବଶ୍ଯକତା ଅନକ୍ସ୍ଟସା ରେ ସମାନଙ୍କେୁ ସାହାୟ୍ଯ କର।

ମାଥିଉଲିଖିତ ସୁସମାଚାର 18:20

ଏକଥା ସତ୍ଯ। କାରଣ ଯେଉଁଠା ରେ, ମାେ ନାମ ରେ ବିଶ୍ବାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ମଠାେ ରେ ସମାନଙ୍କେ ସହିତ ଅଛି।

ମାଥିଉଲିଖିତ ସୁସମାଚାର 25:34

ତା'ପରେ ରାଜା ତାହାଙ୍କ ଡ଼ାହାଣ ପଟ ରେ ଥିବା ଲୋକମାନଙ୍କୁ କହିବେ, 'ଆସ, ମାରେ ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ବର ତୁମ୍ଭକୁ ଯେଉଁ ରାଜ୍ଯ ଦବୋକୁ ପ୍ରତିଶ୍ରୁତି ଦଇେଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହବୋ କାଳରୁ ତୁମ୍ଭ ପାଇଁ ସେ ରାଜ୍ଯ ପ୍ରସ୍ତୁତ ହାଇେ ସାରିଛି।

ମାଥିଉଲିଖିତ ସୁସମାଚାର 25:42

କାରଣ ମୁଁ ଭୋକିଲା ଥିଲି କିନ୍ତୁ ତୁମ୍ଭେ ମାେତେ କିଛି ଖାଇବାକୁ ଦଇେ ନଥିଲ,

ମାଥିଉଲିଖିତ ସୁସମାଚାର 28:20

ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।

ମାର୍କଲିଖିତ ସୁସମାଚାର 14:7

କାରଣ ଗରିବମାନେ ତ ସବୁବେଳେ ତୁମ୍ଭ ପାଖ ରେ ରହିବେ। ତୁମ୍ଭେ ଯେତବେେଳେ ଚିହିଁବ, ସମାନଙ୍କେୁ ସାହାୟ୍ଯ କରି ପାରିବ। କିନ୍ତୁ ତୁମ୍ଭମାନେେ ମାେତେ ସଦା ବେଳେ ପାଇବ ନାହିଁ।

ଯୋହନଲିଖିତ ସୁସମାଚାର 12:8

ତୁମ୍ଭ ପାଖ ରେ ସବୁବେଳେ ଗରିବ ଲୋକେ ରହିଥିବେ, କିନ୍ତୁ ମୁଁ ସର୍ବଦା ତୁମ୍ଭ ସହିତ ରହିବି ନାହିଁ।

ଯୋହନଲିଖିତ ସୁସମାଚାର 13:33

ଯୀଶୁ କହିଲେ, ମାରେ ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମାେତେ ଖାଜେିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସଠାେକୁ ଆସିପାରିବ ନାହିଁ।

ଯୋହନଲିଖିତ ସୁସମାଚାର 14:19

ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମାେତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମାେତେ ଦେଖି ପାରିବ। ତୁମ୍ଭମାନେେ ଜୀବିତ ରହିବ, କାରଣ ମୁଁ ଜୀବିତ।

ଯୋହନଲିଖିତ ସୁସମାଚାର 16:5

ବର୍ତ୍ତମାନ ମୁଁ ମାରେ ପ୍ ରରଣକେର୍ତ୍ତାଙ୍କ ପାଖକୁ ଯାଉଛି। କିନ୍ତୁ ତୁମ୍ଭମାନଙ୍କ ମଧ୍ଯରୁ ମାେତେ କହେି ପଚାରୁନାହଁ, ତୁମ୍ଭେ କେଉଁଆଡେ ଯାଉଛ?

ଯୋହନଲିଖିତ ସୁସମାଚାର 16:28

ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡି ପରମେଶ୍ବରଙ୍କ ପାଖକୁ ଫରେିୟିବି।

ଯୋହନଲିଖିତ ସୁସମାଚାର 17:11

ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସୁଛି। ମୁଁ ବର୍ତ୍ତମାନ ଜଗତ ରେ ଆଉ ରହିବି ନାହିଁ। କିନ୍ତୁ ଏହି ଲୋକମାନେ ଜଗତ ରେ ରହିଛନ୍ତି। ହେ ପବିତ୍ର ପରମପିତା, ତୁମ୍ଭେ ସମାନଙ୍କେୁ ନିରାପଦ ରେ ରଖ। ତୁମ୍ଭ ନାମର ଶକ୍ତି ଦ୍ବାରା ସମାନଙ୍କେୁ ନିରାପଦ ରେ ରଖ ଯେପରି ତୁମ୍ଭେ ଓ ମୁଁ ଏକ, ସମାନେେ ସହେିପରି ଏକ ହାଇେ ପାରିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:21

ପୁନର୍ବାର ସମସ୍ତ କାର୍ୟ୍ଯ ସୁସମ୍ପନ୍ନ ହବୋ ପର୍ୟ୍ଯନ୍ତ ଯୀଶୁଙ୍କୁ ସ୍ବର୍ଗ ରେ ରହିବାକୁ ପଡ଼ିବ। ଏହି ସମସ୍ତ ବିଷୟ ରେ ପରମେଶ୍ବର ବହୁତ ଆଗରୁ ଭାବବଦୀମାନଙ୍କ ମାଧ୍ଯମ ରେ କହିଛନ୍ତି।

ଗାଲାତୀୟଙ୍କ ପ୍ରତି ପତ୍ର 2:10

ସସମାଲନ ଆମ୍ଭକୁସଗାଟିଏ କଥା କହିବା ଉପଲରସଜାରସଦଲଲସଯ, ଆମ୍ଲଭସଯପରି ଅଭାବଲର ଥିବା ଗରୀବସଲାକମାନଙ୍କୁ ସାହାୟ୍ଯ କରିବା କଥା ମଲନ ରଖୁ। ଏହି କାମଟି କରିବା ପାଇଁ ମୁଁସଯ କଲବଳ ଇଚ୍ଛା କରୁଥିଲି ତା ନୁଲହଁ, ବରଂ ଏଥିପାଇଁସମାର ଉଦ୍ୟୋଗ ମଧ୍ଯ ଥିଲା।

ଯୋହନଙ୍କ ପ୍ରଥମ ପତ୍ର 3:17

ଯେଉଁ ବିଶ୍ବାସୀ ଜଗତର ସମସ୍ତ ଧନ ରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥା ରେ ଦେଖି ମଧ୍ଯ ତାହାକୁ ସାହାୟ୍ଯ କରେ ନାହିଁ, ତା' ହୃଦୟ ରେ ପରମେଶ୍ବରଙ୍କର ପ୍ ରମେ ନାହିଁ।

Interlinear

Choose Theme