Home Bibles ☰ Books ରୋମୀୟଙ୍କ ପ୍ରତି ପତ୍ର 12:10 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 12:10 · ଓଡ଼ିଆ ବାଇବେଲ

ଭଲ କାର୍ୟ୍ଯ ରେ ଜଡିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ ରମେ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଚ୍ଭାହଁ, ତା'ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ।

Cross references

ଆଦି ପୁସ୍ତକ 13:9

ଏହା ଉତ୍ତମ ଯେ, ଆମ୍ଭେ ଅଲଗା ଭାବରେ ବାସ କରିବା ଉଚ଼ିତ୍। ତୁମ୍ଭର ଇଛା ଅନୁସାରେ ତୁମ୍ଭେ ସ୍ଥାନ ବାଛ। ତୁମ୍ଭେ ଯଦି ଉତ୍ତରକୁ ୟିବ ତବେେ ମୁଁ ଦକ୍ଷିଣକୁ ୟିବି। ତୁମ୍ଭେ ଯଦି ଦକ୍ଷିଣକୁ ୟିବ ତବେେ ମୁଁ ଉତ୍ତରକୁ ୟିବି।

ଆୟୁବ ପୁସ୍ତକ 1:4

ଆୟୁବର ପୁଅମାନେ ପାଳି ପାଳି କରି ସମାନଙ୍କେ ଘ ରେ ଭୋଜି ପ୍ରସ୍ତୁତ କଲେ ଏବଂ ସମାନଙ୍କେ ତିନି ଭଉଣୀଙ୍କୁ ଏହି ଭୋଜିଗୁଡ଼ିକରେ ୟୋଗ ଦବୋକୁ ନିମନ୍ତ୍ରଣ କଲେ।

ଗୀତସଂହିତା 133:1

ଏହା କଡ଼େେ ଭଲ ଓ ବଡ଼ ଆନନ୍ଦର କଥା ଯେତବେେଳେ ସବୁ ଭାଇମାନେ ଏକତ୍ର ଜୀବନୟାପନ କରନ୍ତି।

ଯିରିମିୟ 38:12

କୁଶୀଯ ଏବଦ-ମଲକେ ଯିରିମିୟଙ୍କୁ କହିଲା, ତୁମ୍ଭେ ଏହି ଚିରାକନା ଓ ବ୍ଯକ୍ତି ବସ୍ତୁ ଆପଣା ବକ୍ଷ ମୂଳ ରେ ଦିଅ। ଆମ୍ଭମାନେେ ଯେତବେେଳେ ରଜ୍ଜୁ ରେ ତୁମ୍ଭକୁ ଉପରକୁ ଉଠାଇବୁ, ସେଥି ରେ ତୁମ୍ଭକୁ କଷ୍ଟ ହବେ ନାହିଁ। ତେଣୁ ଯିରିମିୟ ସହେିପରି କଲେ।

ମାଥିଉଲିଖିତ ସୁସମାଚାର 20:26

କିନ୍ତୁ ତୁମ୍ଭମାନଙ୍କ କ୍ଷେତ୍ର ରେ ସହେିଭଳି ହବେନାହିଁ। ତୁମ୍ଭ ଭିତରୁ ଯଦି କହେି ବଡ଼ ହବୋକୁ ଇଚ୍ଛା କରୁଛି, ତବେେ ସେ ଜଣେ ସବେକ ଭଳି ତୁମ୍ଭମାନଙ୍କର ସବୋ କରିବ।

ଲୂକଲିଖିତ ସୁସମାଚାର 14:10

ତେଣୁ ଯେତବେେଳେ ଜଣେ ଲୋକ ତୁମ୍ଭକୁ ନିମନ୍ତ୍ରଣ କରିଛି, ତୁମ୍ଭେ ଗୋଟିଏ ନିମ୍ନତମ ଆସନ ରେ ବସ। ସେତବେେଳେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି ତୁମ୍ଭକୁ କହିବ, 'ବନ୍ଧୁ, ତୁମ୍ଭେ ଏଠା ରେ ନ ବସି ଟିକିଏ ଆଗକୁ ଆସି ଏ ଭଲ ଆସନ ରେ ବସ।' ସେତବେେଳେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ତୁମ୍ଭକୁ ସମ୍ମାନ କରିବେ।

ଯୋହନଲିଖିତ ସୁସମାଚାର 13:34

ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି। ତୁମ୍ଭମାନେେ ପରସ୍ପରକୁ ପ୍ ରମେ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ ରମେ କରୁଛି, ତୁମ୍ଭମାନେେ ପରସ୍ପରକୁ ସହେିପରି ପ୍ ରମେ କରିବା ଉଚିତ୍ ା

ଯୋହନଲିଖିତ ସୁସମାଚାର 15:17

ଏହା ମାରେ ଆଦେଶ, ତୁମ୍ଭମାନେେ ପରସ୍ପରକୁ ପ୍ ରମେ କର।

ଯୋହନଲିଖିତ ସୁସମାଚାର 17:21

ହେ ପରମପିତା, ମୁଁ ତୁମ୍ଭଠା ରେ ପ୍ରାର୍ଥନା କରେ ଯେପରି ମାେ ଉପରେ ବିଶ୍ବାସ ରଖୁଥିବା ଲୋକମାନେ ଏକ ହାଇପୋରିବେ। ତୁମ୍ଭେ ମାଠାେ ରେ ରହିଛ ଓ ମୁଁ ତୁମ୍ଭଠା ରେ ଅଛି। ମୁଁ ପ୍ରାର୍ଥନା କରେ, ଏହି ଲୋକମାନେ ଆମ୍ଭଠା ରେ ଯେପରି ଏକ ହାଇେ ପାରିବେ। ତଦ୍ଦ୍ବାରା ଜଗତ ବିଶ୍ବାସ କରିବ, ଯେ ତୁମ୍ଭେ ମାେତେ ପଠାଇଅଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:32

ବିଶ୍ବାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସମାନଙ୍କେ ମଧ୍ଯରୁ କହେି କୌଣସି ଜିନିଷକୁ ନିଜର ବୋଲି କହୁ ନଥିଲେ। ସମାନଙ୍କେ ପାଖ ରେ ଯାହା ଥିଲା, ସେଥି ରେ ସମସ୍ତେ ଭାଗୀଦାର ଥିଲେ।

ରୋମୀୟଙ୍କ ପ୍ରତି ପତ୍ର 13:7

ସମାଜ ରେ ଯାହାଙ୍କର ଯାହା ପ୍ରାପ୍ଯ ତାହାଙ୍କୁ ତାହା ଦିଅ। ଯାହାଙ୍କୁ ଶୁଳ୍କ ଦବୋ କଥା ତାହାଙ୍କୁ ସମସ୍ତ ପ୍ରକାରର ଶୁଳ୍କ ଦଇେ ଦିଅ। ଯାହାଙ୍କୁ ଭୟ ସହିତ ଆଦର କରିବା କଥା ସମାନଙ୍କେୁ ଭୟ ଓ ଆଦର କର। ଯାହାଙ୍କୁ ସମ୍ମାନ ଦବୋ କଥା ସମାନଙ୍କେୁ ସମ୍ମାନ ଦିଅ।

ଗାଲାତୀୟଙ୍କ ପ୍ରତି ପତ୍ର 5:6

ଆତ୍ମାଙ୍କ ସାହାୟ୍ଯ ରେ ଆମେ ଏଥି ପାଇଁ ଅପେକ୍ଷା କରି ରହିଛୁ। ଯଦି କହେି ଖ୍ରୀଷ୍ଟ ଯୀଶୁଙ୍କଠା ରେ ଅଛି, ତା ହେଲେ ସେ ସୁନ୍ନତ ହାଇେଛି ନା ନାହିଁ, ଏହା ମହତ୍ବପୂର୍ଣ୍ଣ ନୁହେଁ। ମହତ୍ବପୂର୍ଣ୍ଣ ବିଷୟ ହେଲା, ପ୍ ରମଜେନକ ବିଶ୍ବାସ, ଯାହା କାର୍ୟ୍ଯ ରେ ପରିପ୍ରକାଶ ହୁଏ।

ଗାଲାତୀୟଙ୍କ ପ୍ରତି ପତ୍ର 5:13

ମାେ ଭାଇ ଓ ଭଉଣୀମାନେ ! ପରମେଶ୍ବର ତୁମ୍ଭମାନଙ୍କୁ ସ୍ବାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ବାଧୀନତାକୁ ତୁମ୍ଭମାନେେ ନିଜ ନିଜର ପାପମୟ ସ୍ବଭାବର ଇଚ୍ଛା ପୂରଣ ନିମନ୍ତେ ବ୍ଯବହାର କର ନାହିଁ। ବରଂ ଏକ ଆ ରକରେ ପ୍ ରମେ ପୂର୍ବକ ସବୋ କର।

ଗାଲାତୀୟଙ୍କ ପ୍ରତି ପତ୍ର 5:22

ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା,

Interlinear

Choose Theme