Home Bibles ଯୋହନଲିଖିତ ସୁସମାଚାର 15:17 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 15:17 · ଓଡ଼ିଆ ବାଇବେଲ

ଏହା ମାରେ ଆଦେଶ, ତୁମ୍ଭମାନେେ ପରସ୍ପରକୁ ପ୍ ରମେ କର।

Cross references

ଯୋହନଲିଖିତ ସୁସମାଚାର 15:12

ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି! ଯେପରି ମୁଁ ତୁମ୍ଭକୁ ପ୍ ରମେ କରିଛି ତୁମ୍ଭମାନେେ ମଧ୍ଯ ପରସ୍ପରକୁ ସହେିପରି ପ୍ ରମେ କର।

ପିତରଙ୍କ ପ୍ରଥମ ପତ୍ 2:17

ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ବରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ବରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।

ଯୋହନଙ୍କ ପ୍ରଥମ ପତ୍ର 3:14

ଆମ୍ଭେ ଜାଣୁ ଯେ, ଆମ୍ଭେ ମୃତ୍ଯୁର ସୀମା ପାରି ହାଇେ ଜୀବନ ରେ ପ୍ରବେଶ କରିଛୁ, କାରଣ ଆମ୍ଭେ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ ରମେ କରୁ। ଯେଉଁ ଲୋକ ପ୍ ରମେ କରେ ନାହିଁ, ସେ ମୃତ୍ଯୁ ସୀମା ମଧିଅରେ ଥାଏ।

Interlinear

Choose Theme