Home Bibles ରୋମୀୟଙ୍କ ପ୍ରତି ପତ୍ର 10:11 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 10:11 · ଓଡ଼ିଆ ବାଇବେଲ

ଶାସ୍ତ୍ର କ ହେ: ୟିଏ ତାହାଙ୍କୁ (ଖ୍ରଷ୍ଟଙ୍କୁ) ବିଶ୍ବାସ କରେ ସେ ଲଜ୍ଜତ ହବେ ନାହିଁ।

Cross references

ଯିଶାଇୟ 28:16

ସେଥିପାଇଁ ମାରେ ପ୍ରଭୁ ସଦାପ୍ରଭୁ କୁହନ୍ତି, ଦେଖ, ମୁଁ ସିୟୋନ ରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ଯବାନ କଣ ପ୍ରସ୍ତର। ଏହା ଉପ ରେ ସବୁକିଛି ଏହି ଗୁରୁତ୍ବପୂର୍ଣ୍ଣ ପର୍ବତ ଉପ ରେ ନିର୍ମିତ ହବେ। ଯେ କହେି ଏହି ପ୍ରସ୍ତର ଉପ ରେ ବିଶ୍ବାସ ରେଖ ସେ ହତାଶ ହବେ ନାହିଁ।

ଯିଶାଇୟ 49:23

ପୁଣି ରାଜାମାନେ ତୁମ୍ଭର ପାଳିତ ପିତା ହବେେ ଓ ସମାନଙ୍କେର ରାଣୀମାନେ ତୁମ୍ଭର ପାଳିତା ମାତା ହବେେ, ସମାନେେ ନତମୁଖ ହାଇେ ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭର ପାଦର ଧୂଳି ଚାଟିବେ ; ତେଣୁ ଆମ୍ଭେ ଯେ ସଦାପ୍ରଭୁ ଓ ଯେ ଆମ୍ଭ ଉପ ରେ ବିଶ୍ବାସ ରଖନ୍ତି, ସେ ଲଜ୍ଜିତ ହବେେ ନାହିଁ, ଏହା ତୁମ୍ଭେ ଜାଣିବ।

ଯିରିମିୟ 17:7

ଯେଉଁ ଲୋକ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ଓ ସଦାପ୍ରଭୁ ଯାହାର ବିଶ୍ବାସଭୂମି, ସେ ଧନ୍ଯ।

ରୋମୀୟଙ୍କ ପ୍ରତି ପତ୍ର 9:33

ଧର୍ମଶାସ୍ତ୍ର ସେ ପଥର ବିଷୟ ରେ କୁ ହେ:

ପିତରଙ୍କ ପ୍ରଥମ ପତ୍ 2:6

ଶାସ୍ତ୍ର କୁ ହେ :

Interlinear

Choose Theme