ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:12 · ଓଡ଼ିଆ ବାଇବେଲ
ପ୍ରଥମ କ୍ଲେଶଟି ଶଷେ ହାଇଗେଲା, ଏହାପରେ ଆହୁରି ଦୁଇଟି ବଡ଼ କ୍ଲେଶ ଆସିବ।
Cross references
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 8:13
ମୁଁ ସେତବେେଳେ ଗୋଟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଉପରଭାଗ ରେ ଉଡ଼ୁଥିବାର ଦେଖିଲି, ସେ ଖୁବ୍ ଜାରେ ରେ କହିଲା, ହାୟ, ହାୟ ! ପୃଥିବୀ ନିବାସୀମାନଙ୍କ ଉପରେ ଭୟଙ୍କର କ୍ଲେଶ ଆସୁଅଛି। କାରଣ ଆହୁରି ତିନି ଜଣ ଦୂତ ତୂରୀ ବଜାଇବାକୁ ଯାଉଅଛନ୍ତି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:13
ତା'ପରେ ଷଷ୍ଠ ସ୍ବର୍ଗଦୂତ ତୂରୀ ବଜାଇଲେ। ମୁଁ ପରମେଶ୍ବରଙ୍କ ସମ୍ମୁଖ ରେ ଥିବା ସୁନା ବଦେୀର ଚାରି ଶୃଙ୍ଗ ମଧ୍ଯରୁ ଗୋଟିଏ ସ୍ବର ଶୁଣିଲି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:14
ଦ୍ବିତୀୟ କ୍ଲେଶ ଦୂର ହେଲା। ତୃତୀୟ କ୍ଲେଶଟି ଖୁବ୍ ଶୀଘ୍ର ଆସୁଛି।