ତା'ପରେ ଚବିଶ ଜଣ ପ୍ରାଚୀନ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଓ ପରମେଶ୍ବରଙ୍କର ଉପାସନା କଲେ। ଏହି ପ୍ରାଚୀନମାନେ ପରମେଶ୍ବରଙ୍କ ସମ୍ମୁଖ ରେ ସମାନଙ୍କେ ସିଂହାସନ ରେ ବସନ୍ତି।
Cross references
ସହେି ସିଂହାସନର ଚାରିପାଖ ରେ ଆଉ ଚବିଶଟି ସିଂହାସନ ଥିଲା। ସହେି ଚବିଶଟି ସିଂହାସନ ରେ ଚବିଶ ଜଣ ପ୍ରାଚୀନ ବସିଥିଲେ। ସମାନେେ ଶୁଭ୍ରବସ୍ତ୍ର ପିନ୍ଧିଥିଲେ ଏବଂ ମସ୍ତକରେ ସୁନାର ମୁକୁଟ ପିନ୍ଧିଥିଲେ।
ଚବିଶଜଣ ପ୍ରାଚୀନ ବ୍ଯକ୍ତି ସିଂହାସନ ରେ ବସିଥିବା ସହେି ବ୍ଯକ୍ତିଙ୍କ ସମ୍ମୁଖ ରେ ମୁଣ୍ଡ ନୁଆଁଇ ତାହାଙ୍କୁ ପ୍ରଣାମ କରନ୍ତି। ସମାନେେ ତାହାଙ୍କ ସମ୍ମୁଖ ରେ ନିଜର ମୁକୁଟ ରଖି କହନ୍ତି :
କିନ୍ତୁ ସହେି ପ୍ରାଚୀନମାନଙ୍କ ମଧ୍ଯରୁ ଜଣେ ମାେତେ କହିଲେ, କାନ୍ଦ ନାହିଁ ! ୟିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ୟ୍ଯ କରିବାକୁ ବିଜଯୀ ହାଇେଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତାଟେି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।
ଚାରିଜଣ ଜୀବିତପ୍ରାଣୀ କହିଲେ, ଆମେନ୍! ଏବଂ ଚବିଶଜଣ ପ୍ରାଚୀନ ବ୍ଯକ୍ତି ନଇଁପଡ଼ି ତାହାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।
ପ୍ରାଚୀନମାନେ ଓ ଚାରି ଜଣ ପ୍ରାଣୀ ସଠାେରେ ଥିଲେ। ସବୁ ଦୂତମାନେ ସମାନଙ୍କେର ଓ ସିଂହାସନର ଚାରିପାଖ ରେ ଘରେି ଠିଆ ହାଇେଥିଲେ। ସମାନେେ ସିଂହାସନ ସମ୍ମୁଖ ରେ ପ୍ରଣାମ କରି ପରମେଶ୍ବରଙ୍କ ଉପାସନା କଲେ।
ତା'ପରେ ଚବିଶ ଜଣ ପ୍ରାଚୀନ ଓ ଚାରିଜଣ ଜୀବିତ ପ୍ରାଣୀ ସିଂହାସନ ରେ ଉପବିଷ୍ଟ ପରମେଶ୍ବରଙ୍କ ଆଗ ରେ ନଇଁଲେ ଓ ତାହାଙ୍କର ଉପାସନା କଲେ। ସମାନେେ କହିଲେ :