କିନ୍ତୁ ବିଶାଳ ସାପ ଅଧିକ ବଳଶାଳୀ ନ ଥିବାରୁ ସେ ଓ ତାହାର ଦୂତମାନେ ପରାସ୍ତ ହେଲେ ଓ ସ୍ବର୍ଗ ରେ ସ୍ଥାନ ହରାଇଲେ।
Cross references
ସେ ଆଉ ତା'ର ଆପଣା ବାସଗୃହକୁ କବେେ ଆସିବ ନାହିଁ। ଏବଂ ତା'ର ସେ ପୁରୁଣା ଘର ମଧ୍ଯ ତାକୁ ଆଉ ଚିହ୍ନିବ ନାହିଁ।
ଯଦି ସହେି ଲତାକୁ ତା'ର ନିଜ ସ୍ଥାନରୁ ବିଚ୍ଯୁତ କରାୟାଏ ଏହା ମରିୟିବ ଏବଂ କହେି ଜାଣିପାରିବେ ନାହିଁ। ପୂର୍ବରୁ ଏପରି ଏକ ଲତା ଏଠା ରେ ଥିଲା।
ଯେଉଁ ବ୍ଯକ୍ତି ତାକୁ ଦେଖିଥିଲେ ଆଉ ତାକୁ ଦେଖିପାରିବେ ନାହିଁ। ତା'ର ପରିବାର ମଧ୍ଯ ତା' ଆଡ଼କୁ ପୁଣି ଅନାଇବେ ନାହିଁ।
ପୂର୍ବ ଦିଗର ପବନ ତାକୁ ଉଡ଼ାଇ ନବେ। ସେ ଚିରଦିନ ପାଇଁ ବିଦାଯ ନବେ, ଝଡ଼ ତାକୁ ତା'ର ଘରୁ ଉଡ଼ାଇ ନବେ।
ହେ ଇଶ୍ରାୟେଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ ସଦାପ୍ରଭୁଙ୍କଠାରେ ବିଶ୍ବାସ ରଖ।
ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ। ତୁମ୍ଭେ ସମାନଙ୍କେୁ ଖାଜେିଲେ ବି ଆଉ ପାଇବ ନାହିଁ, କାରଣ ସମାନେେ ଆଉ ନ ଥିବେ।
ଶତ୍ରୁମାନେ ମାେତେ ଘରେି ୟାଇଥିଲେ, କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସମାନଙ୍କେୁ ପରାସ୍ତ କଲି।
ମାେ ଜୀବନସାରା ବହୁ ଶତ୍ରୁ ମାେତେ ଆକ୍ରମଣ କରିଛନ୍ତି। କିନ୍ତୁ ସମାନେେ କବେେ ମାେତେ ପରାସ୍ତ କରିପାରିଲେ ନାହିଁ।
ଯଦିଓ ସମାନେେ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବେ, ସମାନେେ ତୁମ୍ଭକୁ ଜଯ କରିପାରିବେ ନାହିଁ। କାରଣ ଆମ୍ଭେ ତୁମ୍ଭର ପାଖେ ପାଖେ ରହି ତୁମ୍ଭକୁ ଉଦ୍ଧାର କରିବା। ଏହା ସଦାପ୍ରଭୁ କହନ୍ତି।
ନିଶ୍ଚିତଭାବରେ ତୁମ୍ଭମାନେେ ଆମ୍ଭକୁ ଭୟ କରିବାର କାରଣ ଅଛି, ସଦାପ୍ରଭୁ କହନ୍ତି। ହଁ, ତୁମ୍ଭମାନେେ ଆମ୍ଭ ସମ୍ମୁଖ ରେ ଭୟ ରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ର ରେ ଢ଼େଉ ଉେଠ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘାରେ ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।
ମୁଁ ମଧ୍ଯ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମାରେ ମଣ୍ଡଳୀ ତୋଳିବି। ମୃତ୍ଯୁଶକ୍ତି ମାରେ ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହାଇପୋରିବ ନାହିଁ।
ସହେି ପଦ ରେ ପ୍ ରରେିତ ହବୋ ନିମନ୍ତେ ତୁମ୍ଭେ ଏହି ଦୁଇ ଜଣଙ୍କ ମଧ୍ଯରୁ କାହାକୁ ପସନ୍ଦ କରିଛ, ତାହା ଆମ୍ଭମାନଙ୍କୁ ଦଖାଇଦେିଅ।
ସେଥିପାଇଁ ଆମ୍ଭେ ଏହି ବିଷୟ ରେ କ'ଣ କହିବା? ଯଦି ପରମେଶ୍ବର ଆମ୍ଭ ସହିତ ଅଛନ୍ତି, ତାହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ।
ତୁମ୍ଭେ ସହେି ସ୍ବର୍ଗଦୂତମାନଙ୍କ ବିଷୟ ମନେ ପକାଅ, ଯେଉଁମାନଙ୍କର କ୍ଷମତା ଥିଲା କିନ୍ତୁ ସମାନେେ ତାହାକୁ ରଖିପାରିଲେ ନାହିଁ। ସମାନେେ ନିଜ ନିଜ ଘର ଛାଡ଼ି ଦେଲେ। ତେଣୁ ପ୍ରଭୁ ସମାନଙ୍କେୁ ଅନ୍ଧକାର ରେ ରଖିଛନ୍ତି। ସମାନେେ ଅନନ୍ତକାଳୀନ ବନ୍ଧନ ରେ ବନ୍ଧା ହାଇେଛନ୍ତି। ସେ ସମାନଙ୍କେୁ ମହାବିଚାର ଦିନ ପର୍ୟ୍ଯନ୍ତ ରଖିଛନ୍ତି।
ଆମ୍ଭ ଭାଇମାନେ ମଷେଶାବକଙ୍କ ରକ୍ତ ଦ୍ବାରା ଓ ସମାନଙ୍କେର ପ୍ରଚାର ଦ୍ବାରା ତାହାକୁ ପରାସ୍ତ କରିଛନ୍ତି, କାରଣ ସମାନେେ ନିଜ ନିଜର ଜୀବନକୁ ତୁଚ୍ଛଜ୍ଞାନ କରି ତାହାଙ୍କ ନିମନ୍ତେ ମୃତ୍ଯୁ ଭୋଗ କରିଥିଲେ।