Home Bibles ☰ Books ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:13 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:13 · ଓଡ଼ିଆ ବାଇବେଲ

ବିଶାଳ ସାପ ନିଜକୁ ପୃଥିବୀ ରେ ନିକ୍ଷପେ ହବୋର ଦେଖିଲା। ତେଣୁ ସେ ପୁତ୍ର ସନ୍ତାନ ଜାତ କରିଥିବା ନାରୀ ପେଛ ପେଛ ଦୌଡ଼ିଲା।

Cross references

ଆଦି ପୁସ୍ତକ 3:15

ମୁଁ ତୁମ୍ଭଙ୍କୁ ନାରୀର ଶତୃ କରିବି।

ଗୀତସଂହିତା 37:12

ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି। ସହେି ଅଧର୍ମୀ ଲୋକମାନେ ଧାର୍ମୀକମାନଙ୍କୁ ଦେଖି ସମାନଙ୍କେ କୋର୍ଧ ଦଖାେନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରି ଥାଆନ୍ତି।

ଯୋହନଲିଖିତ ସୁସମାଚାର 16:33

ମାଠାେ ରେ ତୁମ୍ଭମାନେେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲିି। ଏହି ଜଗତ ରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହାସୀ ହୁଅ ମୁଁ ଜଗତକୁ ଜୟ କରିଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:3

ସ୍ବର୍ଗ ରେ ଅନ୍ୟ ଏକ ଚିହ୍ନ ଦଖାଗେଲା। ସଠାେରେ ଗୋଟିଏ ବିରାଟ ଲାଲ ରଙ୍ଗର ସାପ ମୁଁ ଦେଖିଲି। ତା'ର ସାତାଟେି ମୁଣ୍ଡ ଥିଲା ଓ ପ୍ରତି ମୁଣ୍ଡ ରେ ସାତାଟେି ମୁକୁଟ ଥିଲା। ତା'ର ଦଶଟି ଶିଙ୍ଗ ମଧ୍ଯ ଥିଲା।

Interlinear

Choose Theme