ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି। ସହେି ଅଧର୍ମୀ ଲୋକମାନେ ଧାର୍ମୀକମାନଙ୍କୁ ଦେଖି ସମାନଙ୍କେ କୋର୍ଧ ଦଖାେନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରି ଥାଆନ୍ତି।
Cross references
ଏହାପରେ ସେ ସହେି କୋଟ୍ଟି ତାଙ୍କର ସ୍ବାମୀ ଆସିବା ପର୍ୟ୍ଯନ୍ତ ତାଙ୍କ ପାଖ ରେ ରଖିଲେ।
ଶାଉଲ ଭାବିଲେ, ମୁ ମୀଖଲ ମାଧ୍ଯମ ରେ ଦାଉଦକକ୍ସ୍ଟ ଫାସ ରେ ପକାଇ ଦବେି। ମୁ ମୀଖଲକକ୍ସ୍ଟ ଦାଉଦଙ୍କ ସହିତ ବିବାହ ଦବେି। ଏବଂ ତା'ପରେ ପଲେଷ୍ଟୀୟମାନେ ତାଙ୍କୁ ମାରି ଦବେେ। ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଦ୍ବିତୀୟ ଥର ପାଇଁ କହିଲେ, ତୁମ୍ଭେ ଆଜି ମାରେ କନ୍ଯାକକ୍ସ୍ଟ ବିବାହ କରିପାର।
ଲୋକମାନେ ଶାଉଲଙ୍କକ୍ସ୍ଟ କହିଲେ ଯେ ବର୍ତ୍ତମାନ ଦାଉଦ କିଯୀଲା ରେ ଅଛନ୍ତି। ଶାଉଲ କହିଲେ, ପରମେଶ୍ବର ମାେ ହସ୍ତ ରେ ତାକକ୍ସ୍ଟ ରକ୍ଷା କରିଅଛନ୍ତି। ସେ ଦ୍ବାର ଓ ଅର୍ଗଳ ବିଶିଷ୍ଟ ନଗର ରେ ପ୍ରବେଶ କରିବା ହତେକ୍ସ୍ଟରକ୍ସ୍ଟ ସେ ମଧ୍ଯ ନିଜେ ନିଜେ ଧରା ଦଇେଛନ୍ତି।
ଅବଶା ଲୋମ ଇଶ୍ରାୟେଲର ଗ୍ଭରିଆଡେ ଲୋକ ପଠାଇ ଥିଲେ, ତୁମ୍ଭମାନେେ ତୂରୀଧ୍ବନି ଶକ୍ସ୍ଟଣିବା ମାତ୍ ରେ ତୁମ୍ଭମାନେେ ଘାଷେଣା କର ଅବଶାଲୋମ ହିବ୍ରୋଣର ରାଜା ହାଇେଛନ୍ତି।'
ଯେତବେେଳେ ହାମନ ଦେଖିଲା ମର୍ଦ୍ଦଖଯ ନତ ହେଲା ନାହିଁ, କି ତାହାକୁ ପ୍ରଣାମ କଲାନାହିଁ। ସେତବେେଳେ ସେ ଅତି କୋର୍ଧାନ୍ନିତ ହେଲା।
ମାତ୍ର ସେ କବଳେ ମର୍ଦ୍ଦଖଯ ଉପରେ ହସ୍ତକ୍ଷପେ କରିବାକୁ ଲଘୁ ମଣିଲା। କାରଣ ସମାନେେ ତାହାକୁ ମର୍ଦ୍ଦଖଯର ବଂଶୀଯ ଲୋକଙ୍କ କଥା ଜଣାଇଲେ। ତେଣୁ ହାମନ ଅକ୍ଷଶ୍ବରେଶର ସମୁଦାଯ ରାଜ୍ଯ ରେ ସମସ୍ତ ୟିହୁଦୀଯଙ୍କୁ ଅର୍ଥାତ୍ ମର୍ଦ୍ଦଖଯର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା।
କିନ୍ତୁ ମୁଁ ପ୍ରେତ୍ୟକକଥର ୟିହୁଦୀ ମର୍ଦ୍ଦଖଯକୁ ରାଜାଙ୍କ ଫାଟକରେ ବସିବାର ଦେଖେ, ଏହାସବୁ ମାରେକିଛି ଭଲ କରେ ନାହିଁ।
ମୁଁ ଲୋକମାନେ କହୁଥିବା ସହେି ଭୟଙ୍କର କଥାସବୁ ଶୁଣେ, ସମାନେେ ମାେ ବିରୁଦ୍ଧରେ ଯୋଜନା କରୁଛନ୍ତି। ସମାନେେ ମାେତେ ମାରିବାକୁ ମନ୍ତ୍ରଣା କରୁଛନ୍ତି।
ସଦାପ୍ରଭୁ, ସହେି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି। ଯେଉଁ ବ୍ଯକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କବେେ ହେଲେ ସମାନଙ୍କେୁ ଧ୍ବଂସ ହବୋକୁ ଦବେେ ନାହିଁ।
ସମାନେେ ମାେ ପ୍ରତି ଅଭଦ୍ର ଭାଷା ପ୍ରଯୋଗ କରି ମାେତେ ପରିହାସ କରୁଥିଲେ। ସହେି ଲୋକମାନେ ଭାଗରେ ଦାନ୍ତ କଡ଼ମଡ଼ କରି ମାେ ଉପରେ ରାଗରେ ଜଳି ଯାଉଥିଲେ।
ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥାଆନ୍ତି।
ତା'ପ ରେ ନିତ୍ଯ ହାମବେଳି ବିରୁଦ୍ଧ ରେ ଦୋଷ କରିବାକୁ ଗୋଟିଏ ବାହୀନୀ ତାଙ୍କୁ ସମର୍ପିତ କଲେ। ଏହା ସତ୍ଯକୁ ତଳେ ପକାଇ ଦଲୋ, ଯାହା ଇଚ୍ଛା ତାହା କଲା।
ସେ ବଳ ରେ ଅତି ପରାକ୍ରମୀ ହବେ। ମାତ୍ର ତାହାର ନିଜ ବଳ ରେ ନୁହେଁ। ସେ ଭୟଙ୍କର ବିନାଶର କାରଣ ହବେ ଓ ଶକ୍ତିଶାଳୀ ହାଇେ ସ୍ବେଚ୍ଛାଗ୍ଭରୀ ଭାବରେ କାର୍ୟ୍ଯ କରିବ। ଆଉ ସେ ପରାକ୍ରମୀ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ।
ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସମାନଙ୍କେ ନିକଟକୁ ଆ ସେ। ସହେି ଲୋକମାନେ ନିଜ ନିଜ ଶୟ୍ଯା ଉପ ରେ ପଡିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତବେେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ୟ୍ଯକାରୀ କରନ୍ତି। କାରଣ ସହଜ ରେ ସେ କାର୍ୟ୍ଯ କରିବାକୁ ତାଙ୍କର ସେ ଶକ୍ତି ଥାଏ।
ସମାନେେ ଯୀଶୁଙ୍କୁ କପଟ ରେ ବନ୍ଦୀ କରି ତାହାଙ୍କୁ ମାରିଦବୋ ପାଇଁ ଯୋଜନା କଲେ।
ସହେି ସମୟରୁ ୟିହୂଦା ଯାଜକମାନଙ୍କ ହାତ ରେ ଯୀଶୁଙ୍କୁ ଧରାଇ ଦବୋ ପାଇଁ ସୁଯୋଗର ଅପେକ୍ଷା ରେ ରହିଲା।