Home Bibles ☰ Books ଗୀତସଂହିତା 95:9 · ଓଡ଼ିଆ ବାଇବେଲ
ଗୀତସଂହିତା 95:9 · ଓଡ଼ିଆ ବାଇବେଲ

ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର ପରୀକ୍ଷା ପାଇଁ ଆହ୍ବାନ କଲେ। ସମାନେେ ଜାଣି ପାରିଥିଲେ ୟେ ଆମ୍ଭେ କ'ଣ କରିପାରୁ।

Cross references

ଗଣନା ପୁସ୍ତକ 14:22

ଏମାନଙ୍କ ମଧ୍ଯରୁ ଏହି ଲୋକ ମାରେମହିମା ଦେଖିଲେ, ପୁଣି ଯେଉଁମାନେ ମିଶର ରେ ଓ ମରୁଭୂମିରେ ଚିହ୍ନସ୍ବରୂପ ମାରେ କୃତ କର୍ମ ଦଖାଇେଛନ୍ତି ଏବଂ ଯେଉଁମାନେ ମାେତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମାେ ବାକ୍ଯ ରବ ରେ ଅମନୋୟୋଗୀ ହାଇେଅଛନ୍ତି,

ଦିତୀୟ ବିବରଣ 6:16

ତୁମ୍ଭମାନେେ ମଃସା ରେ ଯମେନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶଓରଙ୍କୁ ପରୀକ୍ଷା କଲା ପରି, ପକ୍ସ୍ଟଣି ଥରେ ତୁମ୍ଭମାନେେ ତାଙ୍କୁ ପରୀକ୍ଷା କରିବା ଉଚିତ୍ ନକ୍ସ୍ଟହଁ।

ଗୀତସଂହିତା 78:17

ତଥାପି ଲୋକମାନେ ପରମେଶ୍ବରଙ୍କ ବିରୁଦ୍ଧରେ ପାପ କରି ଚାଲିଲେ। ସମାନେେ ମରୁଭୂମିରେ ସର୍ବୋପରିସ୍ଥ ପରମେଶ୍ବରଙ୍କର ବିଦ୍ରୋହାଚରଣ କଲେ।

ଗୀତସଂହିତା 78:40

ସହେି ଲୋକମାନେ ମରୁଭୂମି ମଧ୍ୟରେ କେତେଥର ପରମେଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସମାନେେ ତାଙ୍କୁ ଦୁଃଖିତ କଲେ।

ଗୀତସଂହିତା 78:56

କିନ୍ତୁ ସମାନେେ ସର୍ବୋପରିସ୍ଥ ପରମେଶ୍ବରଙ୍କୁ ପରୀକ୍ଷା କଲେ ଓ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ଏବଂ ସମାନେେ ପରମେଶ୍ବରଙ୍କର ବାକ୍ଯ ପାଳନ କଲେ ନାହିଁ।

ମାଥିଉଲିଖିତ ସୁସମାଚାର 11:20

ସେତବେେଳେ ଯୀଶୁ ଯେଉଁ ନଗରମାନଙ୍କ ରେ ଅଧିକାଂଶ ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡିକ କରିଥିଲେ, ସହେି ନଗରଗୁଡିକୁ ତିରସ୍କାର କଲେ। କାରଣ ସଠାେକାର ଲୋକେ ନିଜ ପାପ ପାଇଁ ଅନୁତାପ କରି ହୃଦୟ ପରିବର୍ତ୍ତନ କରି ନଥିଲେ, କି ପାପ କରିବା ଛାଡି ନଥିଲେ,

ଯୋହନଲିଖିତ ସୁସମାଚାର 15:24

ଯଦି ମୁଁ ସହେି କାର୍ୟ୍ଯ କରିନଥାନ୍ତି, ତବେେ ସମାନେେ ପାପଦ୍ବାରା ଦୋଷୀ ସାବ୍ଯସ୍ତ ହାଇନେଥାଆନ୍ତେ। କିନ୍ତୁ ସମାନେେ ମାରେ ସହେି ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ଦେଖିଛନ୍ତି। ତଥାପି ସମାନେେ ମାେତେ ଓ ପରମପିତାଙ୍କୁ ଘୃଣା କରନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:9

ସମାନଙ୍କେ ଭଳି ଆମ୍ଭେ ଖ୍ରୀଷ୍ଟଙ୍କୁ ପରୀକ୍ଷା କରିବା ଉଚିତ୍ ନୁହେଁ। ପ୍ରଭୁଙ୍କୁ କରିଥିବାରୁ ସମାନେେ ସାପ କାମୁଡ଼ା ରେ ମଲେ।

Interlinear

Choose Theme