Home Bibles ☰ Books ଗୀତସଂହିତା 9:19 · ଓଡ଼ିଆ ବାଇବେଲ
ଗୀତସଂହିତା 9:19 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ। ସହେି ଜାତିମାନଙ୍କୁ ନ୍ଯାଯ ପ୍ରଦାନ କର। ଲୋକମାନଙ୍କୁ ଭାବିବାକୁ ସୁଯୋଗ ଦିଅ ନାହିଁ ୟେ ସମାନେେ ଶକ୍ତିଶାଳୀ ଅଟନ୍ତି।

Cross references

ଆଦି ପୁସ୍ତକ 32:28

ଏହାପରେ ସହେି ମନୁଷ୍ଯଟି କହିଲା, ଆଉ ତୁମ୍ଭର ନାମ ଯାକୁବ ହବେ ନାହିଁ। ତୁମ୍ଭର ନାମ ଇଶ୍ରାୟେଲ ହବେ ଏବଂ ତୁମ୍ଭେ ସହେି ନାମ ରେ ପରିଚିତ ହବେ କାରଣ ତୁମ୍ଭେ ପରମେଶ୍ବରଙ୍କ ସହିତ ଏବଂ ଲୋକମାନଙ୍କ ସହିତ ୟୁଦ୍ଧ କରି ଜଯଲାଭ କଲ।

ପ୍ରଥମ ଶାମୁୟେଲ 2:9

ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସକ୍ସ୍ଟରକ୍ଷା କରନ୍ତି। ସେ ସମାନଙ୍କେୁ ଝକ୍ସ୍ଟଣ୍ଟିବାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାର ରେ ଝକ୍ସ୍ଟଣ୍ଟିପଡନ୍ତି ଓ ଧ୍ବଂସ ହକ୍ସ୍ଟଅନ୍ତି। ସମାନଙ୍କେର ଶକ୍ତି ସମାନଙ୍କେୁ ରକ୍ଷା କରିବା ପାଇଁ ସାହାୟ୍ଯ କରେ ନାହିଁ।

ଦିତୀୟ ବଂଶାବଳୀ 14:11

ଆସା ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କୁ ଡ଼ାକ ପକାଇଲେ ଓ କହିଲେ, ସଦାପ୍ରଭୁ, ତୁମ୍ଭ ପାଇଁ ଶକ୍ତିହୀନ ଲୋକଙ୍କୁ ସାହାୟ୍ଯ କରିବା ଯେତିକି ସହଜ ଶକ୍ତିଶାଳୀ ଲୋକଙ୍କୁ ସାହାୟ୍ଯ କରିବା ସତେିକି ସହଜ। ଆମ୍ଭମାନଙ୍କୁ ସାହାୟ୍ଯ କର। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ବର ଅଟ। ଏହି ବିଶାଳ ସୈନ୍ଯବାହିନୀ ବିପକ୍ଷ ରେ ଥିଲେ ହେଁ ଆମ୍ଭମାନେେ ତୁମ୍ଭ ଉପରେ ନିର୍ଭର କରୁ ! ତୁମ୍ଭେ ତୁମ୍ଭ ବିରୁଦ୍ଧ ରେ କାହାରିକୁ ଜଯ ଲାଭ କରିବାକୁ ଦିଅ ନାହିଁ।

ଗୀତସଂହିତା 2:1

କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି, କାହିଁକି ସମାନେେ ମନ୍ଦ ଯୋଜନା କରନ୍ତି ?

ଗୀତସଂହିତା 3:7

ହେ ସଦାପ୍ରଭୁ, ତୁମ୍ଭେ ଉଠ! ହେ ପରମେଶ୍ବର ତୁମ୍ଭେ ଆସ ଓ ମାେତେ ରକ୍ଷା କର। ତୁମ୍ଭେ ଅତି ବଳଶାଳୀ ଅଟ। ୟଦି ତୁମ୍ଭେ ମାରେ ଶତ୍ରୁମାନଙ୍କ ଗାଲରେ ମାରିଥାନ୍ତ, ତୁମ୍ଭେ ସହେି ଦୁଷ୍ଟ ଲୋକମାନଙ୍କର ସବୁ ଦାନ୍ତଗୁଡ଼ିକୁ ସହଜରେ ଭାଙ୍ଗି ଦଇେଥାନ୍ତ।

ଗୀତସଂହିତା 7:6

ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କୋର୍ଧ ପ୍ରକାଶ କର। ମାରେ ଶତ୍ରୁମାନେ କୋର୍ଧିତ ତଣେୁ ସମାନଙ୍କେ ସମ୍ମୁଖରେ ରହି ସମାନଙ୍କେ ବିରୁଦ୍ଧରେ ସଂଗ୍ରାମ କର। ହେ ସଦାପ୍ରଭୁ, ମାେ ପକ୍ଷରେ ଜାଗ୍ରତ ହୁଅ ଓ ନ୍ଯାଯ ବିଚାର କର।

ଗୀତସଂହିତା 10:12

ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ, ଏବଂ ଆମ୍ଭମାନଙ୍କ ପାଇଁ କିଛି କର। ହେ ପରମେଶ୍ବର ସହେି ଦୁଷ୍ଟମାନଙ୍କୁ ଦଣ୍ଡ ଦିଅ !ଗରିବ ଲୋକମାନଙ୍କୁ ଭୁଲି ୟାଅ ନାହିଁ।

ଗୀତସଂହିତା 44:23

ମାରେ ପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ। କାହିଁକି ତୁମ୍ଭେ ଶାଇେ ରହିଛ ? ଉଠ, ଚିରଦିନ ପାଇଁ ଆମ୍ଭକୁ ଛାଡ଼ିୟାଅ ନାହିଁ।

ଗୀତସଂହିତା 44:26

ହେ ପରମେଶ୍ବର, ଜାଗ୍ରତ ହୁଅ। ଆମ୍ଭକୁ ସାହାୟ୍ଯ କର। ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ହତେୁ ଆମ୍ଭମାନଙ୍କୁ ଉଦ୍ଧାର କର।

ଗୀତସଂହିତା 68:1

ପରମେଶ୍ବର ଉଠନ୍ତୁ ଏବଂ ତାଙ୍କର ଶତ୍ରୁଗଣଙ୍କୁ ଛିନ୍ନଭିନ୍ନ କରନ୍ତୁ। ସମସ୍ତ ଶତ୍ରୁ ତାଙ୍କଠାରୁ ପଳାଇ ୟାଆନ୍ତୁ।

ଗୀତସଂହିତା 74:22

ପରମେଶ୍ବର, ଉଠ ଏବଂ ତୁମ୍ଭର ସମ୍ମାନ ରକ୍ଷା କର। ମୂର୍ଖ ଲୋକମାନେ କିପରି ଦିନୟାକ ତୁମ୍ଭକୁ ଅପମାନିତ କରୁଛନ୍ତି ସ୍ମରଣ କର!

ଗୀତସଂହିତା 76:8

ସଦାପ୍ରଭୁ, ବିଚାରକ ପରି ଠିଆ ହାଇେଛନ୍ତି, ତୁମ୍ଭେ ନ୍ଯାଯ ବିଚାର କଲ, ପରମେଶ୍ବର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ,

ଗୀତସଂହିତା 79:6

ଯେଉଁ ଜାତିମାନେ ତୁମ୍ଭକୁ ସ୍ବୀକାର କରୁ ନାହାନ୍ତି, ଯେଉଁ ରାଜ୍ଯ ସମୂହ ତୁମ୍ଭର ଉପାସନା କରନ୍ତି ନାହିଁ, ତୁମ୍ଭର କୋର୍ଧ ସମାନଙ୍କେ ଉପରେ ଢ଼ାଳି ଦିଅ।

Interlinear

Choose Theme