Home Bibles ଗୀତସଂହିତା 89:49 · ଓଡ଼ିଆ ବାଇବେଲ
ଗୀତସଂହିତା 89:49 · ଓଡ଼ିଆ ବାଇବେଲ

ହେ ପ୍ରଭୁ, ତୁମ୍ଭର ପୂର୍ବର ସ୍ନହପେୂର୍ଣ୍ଣ କରୁଣା କୁଆଡ଼େ ଗଲା। ତୁମ୍ଭେ ଦାଉଦଙ୍କ ସହ ତୁମ୍ଭର ବିଶ୍ବସ୍ଥତା ଦଖାଇବୋ ପାଇଁ ପ୍ରତିଜ୍ଞା କରିଥିଲ।

Cross references

ଦିତୀୟ ଶାମୁୟେଲ 3:9

ମୁ ବର୍ତ୍ତମାନ ଏହି ପ୍ରତିଜ୍ଞା କରୁଅଛି। ମୁ ବର୍ତ୍ତମାନ ନିଶ୍ଚିଚ ହେଉଅଛି ଯେ, ପରମେଶ୍ବର ଯାହା କହିଥିଲେ, ତାହା ଘଟିବାକକ୍ସ୍ଟ ଯାଉଛି। ସଦାପ୍ରଭୁ କହିଥିଲେ, ଯେ ସେ ଶାଉଲ ବଂଶଠାରକ୍ସ୍ଟ ରାଜ ସିଂହାସନ ନଇେ ଦାଉଦଙ୍କକ୍ସ୍ଟ ଦବେେ।

ଦିତୀୟ ଶାମୁୟେଲ 7:15

ମୁ କବେେ ତା' ପ୍ରତି ମାରେ କରୁଣା ଓ ପ୍ ରମେ ବନ୍ଦ କରିବି ନାହିଁ। ମୁ ଶାଉଲଠାରକ୍ସ୍ଟ ମାରେ ପ୍ ରମେ ଓ କରୁଣା କଲି, କିନ୍ତୁ ମୁ ତୁମ୍ଭକୁ ସପରେି କରିବି ନାହିଁ।

ଗୀତସଂହିତା 49:8

ଏମିତି କୌଣସି ବ୍ଯକ୍ତି ନାହିଁ ୟିଏ ଅଧିକ ଧନ ଦଇେ ତା'ର ଜୀବନକୁ ପ୍ରାଯାଶ୍ଚିତ କରିପାରିବ।

ଗୀତସଂହିତା 49:10

ଦେଖ !ବୁଦ୍ଧିମାନ୍ ଲୋକମାନେ ମୃତ୍ଯୁବରଣ କରନ୍ତି, ୟମେିତିକି ମୂର୍ଖ ଓ ନିର୍ ବୋଧ ଲୋକମାନେ ମୃତ୍ଯୁବରଣ କରନ୍ତି ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ୟାଆନ୍ତି।

ଗୀତସଂହିତା 54:5

ପରମେଶ୍ବର ମାରେ ଶତ୍ରୁମାନଙ୍କୁ ସମାନଙ୍କେର କୁକର୍ମ ପାଇଁ ପ୍ରତି ରୋଧ କର। ପରମେଶ୍ବର, ଦଖାଇେ ଦିଅ ୟେ, ତୁମ୍ଭେ ମାେ ପାଇଁ ସତ୍ଯ ଅଟ ଏବଂ ସମାନଙ୍କେୁ ଧ୍ବଂସ କର।

ଗୀତସଂହିତା 77:9

ପରମେଶ୍ବର କ'ଣ କୃପା କରିବାକୁ ପାସୋରି ଅଛନ୍ତି ? ତାଙ୍କର ଦୟା କ'ଣ କୋର୍ଧରେ ପରିଣତ ହାଇେଅଛି ?

ଗୀତସଂହିତା 89:3

ତୁମ୍ଭେ କହିଲ, ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି। ମୁଁ ମାରେ ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।

ଗୀତସଂହିତା 89:35

ଆମ୍ଭେ ଆପଣା ପ୍ରବିତ୍ରତା ଦ୍ବାରା ସାକ୍ଷୀରଖି ଆମ୍ଭେ ଦାଉଦ ନିକଟରେ ଏକ ବିଶଷେ ପ୍ରତିଜ୍ଞା କରିଥିଲୁ। ତଣେୁ ଆମ୍ଭେ ଦାଉଦ ପ୍ରତି ଆପଣା ପ୍ରତିଜ୍ଞା ଭଂଗ କରିବା ନାହିଁ।

ଗୀତସଂହିତା 132:11

ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ବାସର ଗୋଟିଏ ଶପଥ କଲେ, ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।

ଯିଶାଇୟ 55:3

କର୍ଣ୍ଣଡ଼ରେି ଶୁଣ ଓ ଆମ୍ଭ ନିକଟକୁ ଆସ। ତହିଁରେ ତୁମ୍ଭମାନଙ୍କର ଆତ୍ମା ବଞ୍ଚିବ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ଏକ ଚିରକାଳ ଚୁକ୍ତି ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।

ଯିଶାଇୟ 63:7

ଆମ୍ଭେ ସଦାପ୍ରଭୁଙ୍କର ସ୍ନହପେୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେ ସବୁ ଉପକାର କରିଅଛନ୍ତି, ପୁଣି ନିଜର ନାନାବିଧ ଦୟା ଓ ଅପାର ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ଇଶ୍ରାୟେଲ ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି, ତଦନୁସା ରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବ।

ଏବ୍ରୀ 7:21

କିନ୍ତୁ ପରମେଶ୍ବରଙ୍କ ଶପଥ କରିଥିବା ହତେୁରୁ ଯୀଶୁ ଯାଜକ ହାଇେଥିଲେ। ପରମେଶ୍ବର କହିଥିଲେ :

Interlinear

Choose Theme