Home Bibles ଗୀତସଂହିତା 89:3 · ଓଡ଼ିଆ ବାଇବେଲ
ଗୀତସଂହିତା 89:3 · ଓଡ଼ିଆ ବାଇବେଲ

ତୁମ୍ଭେ କହିଲ, ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି। ମୁଁ ମାରେ ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।

Cross references

ବିଚାରକର୍ତାମାନଙ୍କ ବିବରଣ 2:1

ସଦାପ୍ରଭୁଙ୍କର ଦୂତ ଗିଲ୍ଗଲ୍ର ନଗରରକ୍ସ୍ଟ ବୋଖୀମକକ୍ସ୍ଟ ଆସିଲେ। ଏହି ସଦାପ୍ରଭୁଙ୍କର ଦୂତଙ୍କ ଇଶ୍ରାୟେଲବାସୀଙ୍କକ୍ସ୍ଟ ନିମ୍ନଲିଖିତ ବାର୍ତ୍ତା ଦେଲେ, ମୁ ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ଆଣିଲି। ମୁ ଯେଉଁ ଭୂମି ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଲେି, ତାହା ମୁ ପୂର୍ବପୁରୁଷଙ୍କ ନିକଟରେ ଶପଥ କରିଥିଲି। ମୁ କହିଲିକ ଯେ, ମୁ ତୁମ୍ଭମାନଙ୍କ ସହିତ ଚକ୍ସ୍ଟକ୍ତି କଦାପି କୌଣସି ସମୟରେ ଲଙ୍ଘନ କରିବି ନାହିଁ।

ଦିତୀୟ ଶାମୁୟେଲ 3:9

ମୁ ବର୍ତ୍ତମାନ ଏହି ପ୍ରତିଜ୍ଞା କରୁଅଛି। ମୁ ବର୍ତ୍ତମାନ ନିଶ୍ଚିଚ ହେଉଅଛି ଯେ, ପରମେଶ୍ବର ଯାହା କହିଥିଲେ, ତାହା ଘଟିବାକକ୍ସ୍ଟ ଯାଉଛି। ସଦାପ୍ରଭୁ କହିଥିଲେ, ଯେ ସେ ଶାଉଲ ବଂଶଠାରକ୍ସ୍ଟ ରାଜ ସିଂହାସନ ନଇେ ଦାଉଦଙ୍କକ୍ସ୍ଟ ଦବେେ।

ଦିତୀୟ ଶାମୁୟେଲ 7:10

ମୁ ମାରେ ଇଶ୍ରାୟେଲୀୟ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ମନୋନୀତ କଲି ଏବଂ ସଠାେରେ ସମାନଙ୍କେୁ ସ୍ଥାପିତ କଲି। ଏବଂ ସମାନଙ୍କେୁ ଗୋଟିଏ ସ୍ଥାନରକ୍ସ୍ଟ ଅନ୍ୟ ଗୋଟିଏ ସ୍ଥାନକକ୍ସ୍ଟ ୟିବାକକ୍ସ୍ଟ ପଡିବ ନାହିଁ। ପୂର୍ବରକ୍ସ୍ଟ ମୁ ବିଗ୍ଭରକଗଣଙ୍କକ୍ସ୍ଟ ପଠାଇ ଅଛି। ଅତୀତ ରେ ମନ୍ଦ ଲୋକମାନେ ତୁମ୍ଭମାନଙ୍କୁ ଅସକ୍ସ୍ଟବିଧା ରେ ପକାଉଥିଲେ, କିନ୍ତୁ ତାହା ଆଉ କବେେ ହବେନାହିଁ।

ଦିତୀୟ ଶାମୁୟେଲ 23:5

ପରମେଶ୍ବର ମାରେ ପରିବାରକକ୍ସ୍ଟ ଶକ୍ତିଶାଳୀ ଓ ସକ୍ସ୍ଟରକ୍ଷିତ କରି ଅଛନ୍ତି ଏବଂ ଚିରଦିନ ପାଇଁ ମାେ ସହିତ ଏକ ନିଯମ କରଛନ୍ତି। ଏହି ନିଯମଟି ସଦାପ୍ରଭୁଙ୍କ ଦ୍ବାରା ସକ୍ସ୍ଟରକ୍ଷିତ। ସେ ମାେତେ ପ୍ରେତ୍ୟକକ ଥର ବିଜଯ ଦବେେ ଓ ମୁ ଯାହା ଆଶା କରୁଛି ଦବେେ।

ପ୍ରଥମ ରାଜାବଳୀ 8:16

'ଆମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲାଠାରୁ ଏପର୍ୟ୍ଯନ୍ତ କୌଣସି ସହରକୁ ଇଶ୍ରାୟେଲର ପରିବାରବର୍ଗରୁ ଆମ୍ଭର ନାମର ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବାକୁ ମନୋନୀତ କଲୁ ନାହିଁ, କି ଆମ୍ଭର ଲୋକମାନଙ୍କର ନେତା ପାଇଁ ମନୋନୀତ କଲୁ ନାହିଁ।

ଗୀତସଂହିତା 78:70

ପରମେଶ୍ବର ଦାଉଦଙ୍କୁ ତାଙ୍କର ବିଶଷେ ଦାସରୂପେ ମନୋନୀତ କଲେ ଓ ମଷେ ଜଗିବା କାମରୁ ଆଣି ତାଙ୍କୁ ଗ୍ରହଣ କଲେ।

ଗୀତସଂହିତା 89:19

ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦଇେ କହିଲ, ଆମ୍ଭେ ଏକ ୟୁବକ ତୁମ୍ଭ ମଧ୍ଯରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ଯ ସ୍ଥାପିତ କଲୁ। ଆମ୍ଭେ ସହେି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।

ଗୀତସଂହିତା 89:28

ଆମ୍ଭେ ସର୍ବଦା ତାଙ୍କୁ ପ୍ରମେ କରିବା ଓ ତା' ପ୍ରତି ବିଶ୍ବସ୍ତ ରହିବା। ଆମ୍ଭର ଚୁକ୍ତି ସର୍ବଦା ତା'ଠାରେ ରଖିବା, ତାହା କବେେ ଶଷେ ହବେ ନାହିଁ।

ଗୀତସଂହିତା 89:34

ଆମ୍ଭେ ଦାଉଦଙ୍କ ସହିତ କରିଥିବା ଚୁକ୍ତିକୁ ଲଙ୍ଘନ କରିବା ନାହିଁ କିଅବା ଚୁକ୍ତିର ପରିବର୍ତ୍ତନ କରିବା ନାହିଁ।

ଗୀତସଂହିତା 89:39

ତୁମ୍ଭେ ଦାସ ସହିତ କରିଥିବା ତୁମ୍ଭର ଚୁକ୍ତିକୁ ଭଂଗ କରିଅଛ। ତୁମ୍ଭେ ରାଜାଙ୍କର ମୁକୁଟ ଅଳିଆ ଗଦାରେ ପକାଇ ଅଛି।

ଗୀତସଂହିତା 132:11

ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ବାସର ଗୋଟିଏ ଶପଥ କଲେ, ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।

ଯିଶାଇୟ 42:1

ମାରଦୋସକୁ ଦେଖ। ମୁଁ ତାକୁ ମନୋନୀତ କରିଛି। ମାରେ ଚିତ୍ତ ତାହାଠା ରେ ସନ୍ତୁଷ୍ଟ। ମୁଁ ତାହା ଉପ ରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ଯଦେଶ ପ୍ରତି ନ୍ଯାଯ ବିଚାର କରିବ।

ଯିଶାଇୟ 55:3

କର୍ଣ୍ଣଡ଼ରେି ଶୁଣ ଓ ଆମ୍ଭ ନିକଟକୁ ଆସ। ତହିଁରେ ତୁମ୍ଭମାନଙ୍କର ଆତ୍ମା ବଞ୍ଚିବ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ଏକ ଚିରକାଳ ଚୁକ୍ତି ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।

ଯିରିମିୟ 30:9

ଆଉ ସମାନେେ ବିଦେଶୀମାନଙ୍କର ସବୋ କରିବେ ନାହିଁ। ସମାନେେ ସମାନଙ୍କେର ପରମେଶ୍ବର ସଦାପ୍ରଭୁଙ୍କୁ ସବୋ କରିବେ। ଆଉ ସମାନଙ୍କେ ପାଇଁ ପଠାଇଥିବା ରାଜା ଦାଉଦଙ୍କର ସବୋ କରିବେ।

ଯିରିମିୟ 33:20

ସଦାପ୍ରଭୁ କହନ୍ତି, ଯଦି କହେି ଦିନରାତି ସହିତ ନିଯମ ଭଙ୍ଗ କରେ, ସେ ନିଯମିତ ଭାବରେ ଦଖାେ ଦିଏ ନାହିଁ। ମାତ୍ର ଯଥା ସମୟରେ ଦିବାରାତ୍ରି ହୁଏ।

ଯିହିଜିକଲ 34:23

ପୁଣି ସମାନଙ୍କେ ଉପ ରେ ମାରେ ମଷେପାଳକ ଦାଉଦଙ୍କୁ ନିୟୁକ୍ତ କରିବି। ସେ ସମାନଙ୍କେୁ ଚରାଇବ ଓ ସମାନଙ୍କେର ପାଳକ ହବେ।

ହୋଶେୟ 3:5

ତା'ପ ରେ ଇଶ୍ରାୟେଲର ଲୋକମାନେ ଫରେି ଆସିବେ। ତା'ପ ରେ ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଓ ରାଜା ଦାଉଦଙ୍କୁ ଖାଜେିବେ। ଶଷଦେିବସ ରେ, ସମାନେେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦବୋକୁ ଆସିବେ।

ମାଥିଉଲିଖିତ ସୁସମାଚାର 3:17

ସେତବେେଳେ ଆକାଶରୁ ଏହି ବାଣୀ ହେଲା: ଏ ମାରେ ପ୍ରୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ ରମେ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।

ମାଥିଉଲିଖିତ ସୁସମାଚାର 12:18

ୟିଶାଇୟ କହିଥିଲେ, ଏ ମାରେ ସବେକ। ମୁଁ ତାହାଙ୍କୁ ବାଛିଛି। ମୁଁ ତାହାଙ୍କୁ ଭଲ ପାଏ। ମୁଁ ତାହାଙ୍କ ଉପରେ ଖୁସୀ। ମାରେ ଆତ୍ମା ମୁଁ ତାହାଙ୍କଠା ରେ ରଖିବି। ସେ ଜାତିମାନଙ୍କ ଭିତ ରେ ନ୍ଯାୟ ଘାଷେଣା କରିବେ।

ଲୂକଲିଖିତ ସୁସମାଚାର 1:32

ସେ ମହାନ୍ ହବେେ। ଲୋକମାନେ ତାହାଙ୍କୁ ସର୍ବୋପରିସ୍ଥ ପରମେଶ୍ବରଙ୍କ ପୁତ୍ର ବୋଲି କହିବେ ଏବଂ ପ୍ରଭୁ ପରମେଶ୍ବର ତାହାଙ୍କୁ ତାହାଙ୍କର ପୂର୍ବ ପୁରୁଷ ଦାଉଦଙ୍କ ସିଂହାସନ ପ୍ରଦାନ କରିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:30

ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ବର ତାହାଙ୍କ ପାଖ ରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ଯରୁ ଜଣଙ୍କୁ ତାହାଙ୍କ ସିଂହାସନ ରେ ବସାଇବେ।

ଏବ୍ରୀ 7:21

କିନ୍ତୁ ପରମେଶ୍ବରଙ୍କ ଶପଥ କରିଥିବା ହତେୁରୁ ଯୀଶୁ ଯାଜକ ହାଇେଥିଲେ। ପରମେଶ୍ବର କହିଥିଲେ :

Interlinear

Choose Theme