Cross references
ଯଦି ମାରେ ସମସ୍ତ ଦୁର୍ଗତି ତରାଜୁର ଏକ ପାଖ ରେ ରଖା ୟାଆନ୍ତା,
ସହେି ଲୋକ ମୃତ୍ଯୁର ଦ୍ବାର ଦେଶ ରେ ପହଞ୍ଚି ୟାଏ। ତା'ର ଜୀବନ ମୃତ୍ଯୁର ନିକଟ ହାଇେ ଆ ସେ।
ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଥରେ ଶୁଣ ଓ ମାେତେ ନ୍ଯାଯ ପ୍ରଦାନ କର। ମୁଁ ତୁମ୍ଭକୁ ଉଚ୍ଚ ସ୍ବରରେ ଡ଼ାକୁ ଅଛି। ୟେ ହତେୁ ମୁଁ ନିଷ୍କପଟ, ତଣେୁ ୟାହା ମୁଁ କହୁଛି, ଦୟାକରି ମାରେ ପ୍ରାର୍ଥନାକୁ ଗ୍ରହଣ କର।
ତଣେୁ ହେ ପରମେଶ୍ବର ତୁମ୍ଭେ ମାେତେ ପରିତ୍ଯାଗ କର ନାହିଁ। ଆଗରେ ବିପଦ ମାଡ଼ି ଆସୁଛି, ମାେତେ ସାହାୟ୍ଯ କରିବାକୁ କହେି ନାହିଁ।
ତୁମ୍ଭର ଦାସପ୍ରତି ମୁହଁ ଫରୋଅ ନାହିଁ। ମୁଁ ବିପଦରେ ପଡ଼ିଛି, ମାେତେ ଶୀଘ୍ର ଉତ୍ତର କର।
ବିପଦ ସମଯରେ ମୁଁ ମାରେ ପ୍ରଭୁଙ୍କୁ ସାହାୟ୍ଯ ପାଇଁ ଚାହିଁଅଛି। ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି। କିନ୍ତୁ ମୁଁ ଆଶ୍ବାସନା ପାଇଲି ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମାେତେ ପରିତ୍ଯାଗ କରୁଛ ? ତୁମ୍ଭେ କାହିଁକି ମାେ କଥା ଶୁଣୁ ନାହଁ ?
ସହେି ଲୋକମାନେ ବହୁତ ରୁଗ୍ଣ ଥିଲେ। ଖାଦ୍ୟ ପରିତ୍ଯାଗ କରିଥିଲେ। ସମାନେେ ପ୍ରାଯ ମୃତବତ୍ ରହିଥିଲେ।
ସମାନେେ ସହେି ଢ଼େଉରେ ଆକାଶକୁ ଉଠିଲେ ଓ ଏହାପରେ ଜଳଗର୍ଭକୁ ଖସିଲେ। ଝଡ଼ ଏତେ ବିପଦପୂର୍ଣ୍ଣ ଥିଲା ୟେ, ସମାନେେ ସମାନଙ୍କେର ସାହସ ହରାଇଲେ।
ଶତ୍ରୁଗଣ ମାେ ପଛରେ ଗୋଡ଼ାଉଛନ୍ତି। ସମାନେେ ମାେ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି। ସମାନେେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ଯ ମାେତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ଯ କରୁଛନ୍ତି।
ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ଯାଗ କଲେ। ସେ ଦୁଃଖ ଓ ଶାେକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଚାଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭମାନେେ ତାଙ୍କୁ ସମ୍ମାନ ଦଲେୁ ନାହିଁ।
ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣ ବଂଶ ଦେଖିବେ, ସେ ଦୀର୍ଘାଯୁ ହବେେ ଓ ତାହାଙ୍କ ହସ୍ତ ରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହବେ।
ସଦାପ୍ରଭୁ ମାେତେ ତିକ୍ତତା ରେ ପୂର୍ଣ୍ଣ କରିଅଛନ୍ତି ଓ ନାଗ ବିଷ ରେ ମାେତେ ଭରି ଦଇେଅଛନ୍ତି।
ଯୀଶୁ ପିତର ଓ ଜବଦେୀଙ୍କ ଦୁଇ ପୁଅଙ୍କୁ ସାଙ୍ଗ ରେ ନେଲେ। ତା'ପରେ ଯୀଶୁ ଦୁଃଖ ଓ ବ୍ଯାକୁଳତା ଅନୁଭବ କଲେ।
ସେ ପିତର, ଯାକୁବ ଓ ଯୋହନଙ୍କୁ ତାହାଙ୍କ ସହିତ ଆସିବାକୁ କହିଲେ। ତା'ପରେ ଯୀଶୁ ଅତ୍ଯଧିକ ବିଚଳିତ ଓ ଦୁଃଖ ରେ ପୂର୍ଣ୍ଣ ହବୋକୁ ଲାଗିଲେ,