Home Bibles ଗୀତସଂହିତା 88:2 · ଓଡ଼ିଆ ବାଇବେଲ
ଗୀତସଂହିତା 88:2 · ଓଡ଼ିଆ ବାଇବେଲ

ମାରେ ପ୍ରାର୍ଥନା ପ୍ରତି ଟିକେ ଧ୍ଯାନ ଦିଅ। ମାେ ପ୍ରତି ଦୟାକରି, ମାରେ ପ୍ରାର୍ଥନାରେ କର୍ଣ୍ଣପାତ କର।

Cross references

ପ୍ରଥମ ରାଜାବଳୀ 8:31

ଯଦି କହେି ନିଜ ପ୍ରତିବେଶୀ ବିରୁଦ୍ଧ ରେ କିଛି ପାପ କରେ ତବେେ ତାକୁ ଏହି ମନ୍ଦିରର ୟଜ୍ଞବଦେୀ ନିକଟକୁ ଅଣାୟିବ। ସଂପୃକ୍ତ ବ୍ଯକ୍ତି ଜଣଙ୍କ ସହେି ଭୂଲ୍ କରିଥିବା ବ୍ଯକ୍ତି ଜଣକ ବିରୁଦ୍ଧ ରେ ଶାପ ଦବେ।

ଗୀତସଂହିତା 22:3

ହେ ପରମେଶ୍ବର, ତୁମ୍ଭେ ଏକମାତ୍ର ପବିତ୍ର ଅଟ। ତୁମ୍ଭେ ରାଜାର ଆସନରେ ଆସୀନ। ଇଶ୍ରାୟେଲ ପ୍ରଶଂସା ହିଁ ତୁମ୍ଭର ସିଂହାସନ ଅଟେ।

ଗୀତସଂହିତା 31:2

ହେ ପରମେଶ୍ବର, ମାେ ନିବଦନେ ଶୁଣ। ଶୀଘ୍ର ଆସି ମାେତେ ଉଦ୍ଧାର କର। ମାେତେ ଚଟାଣ ସଦୃଶ ରକ୍ଷା କର। ମାରେ ନିରାପଦ ଆଶ୍ରଯସ୍ଥଳର ଦୁର୍ଗ ଭଳି କାର୍ୟ୍ଯ କର। ମାରେ ନିରାପତ୍ତା ବଳଯ ହୁଅ। ମାେତେ ରକ୍ଷା କର।

ଗୀତସଂହିତା 79:11

ଦୟାକରି ବନ୍ଦୀମାନଙ୍କର ଆର୍ତ୍ତନାଦ ଶୁଣ। ହେ ପରମେଶ୍ବର, ତୁମ୍ଭର ମହାଶକ୍ତି ପ୍ରଯୋଗ କରି ମରଣାର୍ଥେ ଲୋକମାନଙ୍କୁ ରକ୍ଷା କର।

ଗୀତସଂହିତା 86:3

ହେ ମାରେ ପ୍ରଭୁ, ମାେ ପ୍ରତି ଦୟା ଦଖାେଅ। ମୁଁ ତୁମ୍ଭଠାରେ ପ୍ରତିଦିନ ପ୍ରାର୍ଥନା କରୁଅଛି।

ଗୀତସଂହିତା 119:147

ମୁଁ ପ୍ରଭାତରୁ ଉଠିଲି ଏବଂ ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମୁଁ ତୁମ୍ଭ ବାକ୍ଯରେ ଭରସା କରେ।

ଗୀତସଂହିତା 141:1

ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ। ଯେତବେେଳେ ମୁଁ ଡ଼ାକୁଛି ସେତବେେଳେ ତୁମ୍ଭେ ମାରେ ପ୍ରାର୍ଥନାରେ କର୍ଣ୍ଣପାତ କର। ୟଥା ଶୀଘ୍ର ମାେତେ ସାହାୟ୍ଯ କର।

ଯିରିମିୟଙ୍କ ବିଳାପ 3:8

ଏପରି କି ମୁଁ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର କଲେ ବି ସଦାପ୍ରଭୁ ମାେ ପ୍ରାର୍ଥନା ଶୁଣି ନାହାଁନ୍ତି।

Interlinear

Choose Theme