Home Bibles ଗୀତସଂହିତା 83:5 · ଓଡ଼ିଆ ବାଇବେଲ
ଗୀତସଂହିତା 83:5 · ଓଡ଼ିଆ ବାଇବେଲ

ହେ ପରମେଶ୍ବର, ସମାନେେ ସମାନଙ୍କେର ଯୋଜନାରେ ଏକତ୍ରୀତ ହାଇେଛନ୍ତି। ସମାନେେ ତୁମ୍ଭ ବିରୁଦ୍ଧରେ ୟୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।

Cross references

ଯିହୋଶୂୟ 7:9

କିଣାନୀଯମାନେ ଓ ଏ ଦେଶ ନିବାସୀ ଅନ୍ୟ ସମସ୍ତେ ଏ ବିଷଯ ରେ ଶକ୍ସ୍ଟଣିବେ। ସମାନେେ ଆମ୍ଭକକ୍ସ୍ଟ ଘରେି ଆକ୍ରମଣ କରିବେ ଓ ବିନାଶ ମଧ୍ଯ କରିବେ। ତା'ପରେ ତୁମ୍ଭେ କିପରି ତୁମ୍ଭର ମହାନ ନାମକକ୍ସ୍ଟ ରକ୍ଷା କରିବ?

ଯିହୋଶୂୟ 10:3

ଆଦୋନିଷଦେକ୍, ୟିରକ୍ସ୍ଟଶାଲମର ରାଜା ହିବ୍ରୋଣର ରାଜା ହୋହମ ଓ ୟମୂର୍ତର ରାଜା କିରାମ୍ ଓ ଲାଖୀଶର ରାଜା ୟାଫିଯ ଓ ଇଗ୍ଲୋନ ରାଜା ଦବୀର ନିକଟକକ୍ସ୍ଟ କହି ପଠାଇଲା।

ଦିତୀୟ ଶାମୁୟେଲ 10:6

ଅେମ୍ମାନୀୟମାନେ ହୃଦଯଙ୍ଗମ କଲେ ଯେ, ରାଜା ଦାଉଦ ସମାନଙ୍କେୁ ବର୍ତ୍ତମାନ ତାଙ୍କର ଶତୃ ବୋଲି ବିବଚେନା କଲେ। ତେଣୁ ସମାନେେ 20 ,000 ଅରାମୀଯ ୈସନ୍ଯମାନଙ୍କୁ ବୈଥ-ରହାବେ ଓ ସୋବାରକ୍ସ୍ଟ 1,000 ଜଣ ମାଖାର ରାଜାଙ୍କଠାରକ୍ସ୍ଟ ଏବଂ ଟୋବରକ୍ସ୍ଟ 12,000 ସୈନ୍ଯ ଭଡା ରେ ଆଣିଲେ।

ଦିତୀୟ ବଂଶାବଳୀ 20:11

କିନ୍ତୁ ଦେଖ, ସେଥିପାଇଁ ସମାନେେ ଆମ୍ଭମାନଙ୍କୁ କିପରି ପାରିଶ୍ରମିକ ଦେଉଛନ୍ତି। ସମାନେେ ଆମ୍ଭମାନଙ୍କୁ ତୁମ୍ଭ ଦେଶରୁ ବଳପୂର୍ବକ ବାହାର କରିଦବୋକୁ ଆସିଛନ୍ତି। ତୁମ୍ଭେ ଏହି ଦେଶ ଆମ୍ଭମାନଙ୍କୁ ଦଇେଥିଲା।

ଏଷ୍ଟର ବିବରଣ 3:6

ମାତ୍ର ସେ କବଳେ ମର୍ଦ୍ଦଖଯ ଉପରେ ହସ୍ତକ୍ଷପେ କରିବାକୁ ଲଘୁ ମଣିଲା। କାରଣ ସମାନେେ ତାହାକୁ ମର୍ଦ୍ଦଖଯର ବଂଶୀଯ ଲୋକଙ୍କ କଥା ଜଣାଇଲେ। ତେଣୁ ହାମନ ଅକ୍ଷଶ୍ବରେଶର ସମୁଦାଯ ରାଜ୍ଯ ରେ ସମସ୍ତ ୟିହୁଦୀଯଙ୍କୁ ଅର୍ଥାତ୍ ମର୍ଦ୍ଦଖଯର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା।

ଗୀତସଂହିତା 2:2

ସମାନଙ୍କେ ରାଜା ଓ ନେତାମାନେ ଏକତ୍ରୀତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ବାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ୟୁଦ୍ଧ କରନ୍ତି।

ଗୀତସଂହିତା 74:8

ସମାନେେ ନିଷ୍ପତ୍ତି କଲେ, ଆମ୍ଭମାନଙ୍କୁ ପୂରାପୂରି ଧ୍ବଂସ କରିବାକୁ ସମାନେେ ଦେଶ ମଧ୍ୟରେ ପରମେଶ୍ବରଙ୍କର ସକଳ ପବିତ୍ରସ୍ଥାନ ଦଗ୍ଦ କରି ଦେଲେ।

ଗୀତସଂହିତା 124:3

ଆମ୍ଭମାନଙ୍କ ବିରୁଦ୍ଧରେ ସମାନଙ୍କେ କୋପ ପ୍ରଜ୍ଜ୍ବଳିତ ହବୋ ବେଳେ ସମାନେେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା'ନ୍ତେ।

ହିତୋପଦେଶ 21:30

ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।

ଯିଶାଇୟ 7:2

ଅନନ୍ତର ଦାଉଦ ବଂଶକୁ ଏକ ବାର୍ତ୍ତା ପଠାଗଲା।ସସହି ବାର୍ତ୍ତାଟିସହଲା, ଅରାମ ଓ ଇଶ୍ରାଲୟଲ ସୈନ୍ଯମାଲନ ଏକତ୍ରୀତସହାଇଛନ୍ତି ଏବଂସସମାଲନ ଏକତ୍ର ଶିବିର ସ୍ଥାପନ କରିଛନ୍ତି।

ଯିଶାଇୟ 7:5

ଅରାମ, ଇଫ୍ରଯିମ ଏବଂ ରମଲୀଯଙ୍କର ପୁତ୍ର ଏକତ୍ରସହାଇ ତୁମ୍ଭ ବିରୁଦ୍ଧସର ଷଡୟନ୍ତ୍ର କରୁଛନ୍ତି।ସସମାଲନ କହିଲଲ,

ଯିଶାଇୟ 8:9

ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।

ଯିରିମିୟ 33:24

ସେ କହନ୍ତି ହେ ଯିରିମିୟ, ଲୋକେ ଯାହା କହୁଛନ୍ତି ତୁମ୍ଭେ କବେେ ତାହା ବିବଚେନା କରିଛ ? ସମାନେେ କହନ୍ତି, 'ସଦାପ୍ରଭୁ ଆପଣା ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ଯ କରିଅଛନ୍ତି। ଏହିରୂପେ ସମାନେେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି।' ସମାନଙ୍କେ ସାକ୍ଷାତ ରେ ସମାନେେ ଏକ ଗୋଷ୍ଠୀ ହାଇେ ଯେପରି ରହିବେ ନାହିଁ।

ଯିହିଜିକଲ 25:15

ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ପଲେଷ୍ଟୀୟ ଲୋକମାନେ ପ୍ରତି ଶାଧେ ନେଲେ ଏବଂ ତାହା ଇର୍ଷାପରାଯଣ ହୃଦଯ ରେ କଲେ, ପୁରୁଣା ଶତ୍ରୁତା କାରଣରୁ ଇଶ୍ରାୟେଲକୁ ଧ୍ବଂସ କରିବା ପାଇଁ ଚାହିଁଲେ।

ମୀଖା 4:11

ତୁମ୍ଭ ବିରୁଦ୍ଧ ରେ ବହୁ ଗୋଷ୍ଠୀ ଲଢିବାକୁ ଆସିଛନ୍ତି। ସମାନେେ କୁହନ୍ତି, ଦେଖ, ସେ ହେଉଛି ସିୟୋନ, ଆମ୍ଭେ ତାକୁ ସଂପୂର୍ଣ୍ଣ ନଷ୍ଟ କରିଦବେୁ।

ଯୋହନଲିଖିତ ସୁସମାଚାର 11:47

ତା'ପରେ ମୁଖ୍ଯ ଯାଜକ ଓ ଫାରୂଶୀମାନେ ଯିହୂଦୀ ପରିଷଦର ଗୋଟିଏ ସଭା ଡାକିଲେ। ସମାନେେ କହିଲେ, ଆମ୍ଭର କ'ଣ କରିବା ଉଚିତ୍? ଏହି ଲୋକ ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:12

ତହିଁ ଆରଦିନ କେତକେ ଯିହୂଦୀ ଗୋଟିଏ ଯୋଜନା କଲେ। ସମାନେେ ପାଉଲଙ୍କୁ ହତ୍ଯା କରିବା ପାଇଁ ଚାହିଁଲେ। ତାହାଙ୍କୁ ହତ୍ଯା ନକରିବା ପର୍ୟ୍ଯନ୍ତ ସମାନେେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:13

ଏହି ଦଶଜଣ ରାଜାଙ୍କର ଉଦ୍ଦେଶ୍ଯ ସମାନ। ସମାନେେ ସମାନଙ୍କେର କ୍ଷମତା ଓ ଅଧିକାର ସହେି ପଶୁକୁ ଦବେେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:19

ତା'ପରେ ମୁଁ ସହେି ପଶୁ ଓ ପୃଥିବୀର ରାଜାମାନଙ୍କୁ ଦେଖିଲି। ସମାନଙ୍କେର ସନୋବାହିନୀଗଣ, ଅଶ୍ବାରୋହୀ ଓ ସମାନଙ୍କେର ସନୋବାହିନୀ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ ଏକତ୍ର ହେଲେ।

Interlinear

Choose Theme