Home Bibles ଗୀତସଂହିତା 82:7 · ଓଡ଼ିଆ ବାଇବେଲ
ଗୀତସଂହିତା 82:7 · ଓଡ଼ିଆ ବାଇବେଲ

ତଥାପି ତୁମ୍ଭମାନେେ ମନୁଷ୍ଯ ପରି ମରିବ। ତୁମ୍ଭେ ରାଜକୁମାର ପରି ମୃତ୍ଯୁବରଣ କରିବ।

Cross references

ଆୟୁବ ପୁସ୍ତକ 21:32

ତଥାପି ଦୁଷ୍ଟ ବ୍ଯକ୍ତି କବରକୁ ବୁହାୟିବ ଓ ତାକୁ ପ୍ରହରୀ ଜଗିବେ।

ଗୀତସଂହିତା 49:12

ଲୋକମାନେ ବିତ୍ତଶାଳୀ ହାଇେ ପାରନ୍ତି। କିନ୍ତୁ ସମାନେେ ଏଠାରେ ଚିରଦିନ ରହିପାରିବେ ନାହିଁ। ସମାନେେ ପଶୁ ତୁଲ୍ଯ ମୃତ୍ଯୁବରଣ କରିବେ।

ଗୀତସଂହିତା 83:11

ତୁମ୍ଭେ ସମାନଙ୍କେ ପ୍ରଧାନବର୍ଗଙ୍କୁ ଓରେବ୍, ସବରେ, ସବହେ ଓ ସଲମୁନଙ୍କୁ ପରାସ୍ତ କଲା ପରି ପରାସ୍ତ କର।

ଯିହିଜିକଲ 28:9

ତୁମ୍ଭେ କ'ଣ ତୁମ୍ଭ ଯାଜକ ସମ୍ମୁଖ ରେ ମୁଁ ପରମେଶ୍ବର ବୋଲି କହିବ ? କିନ୍ତୁ ତୁମ୍ଭେ ନିଜ ଘାତକ ନିକଟରେ ତୁମ୍ଭେ ଜଣେ ମନୁଷ୍ଯ ମାତ୍ର, ପରମେଶ୍ବର ନୁହଁ।

ଯିହିଜିକଲ 31:14

ଆଉ ଜଳରାଶିର ନିକଟବର୍ତ୍ତୀ କୌଣସି ବୃକ୍ଷ ଆପଣା ଦୀର୍ଘତା ଯୋଗୁଁ ଗର୍ବିତ ହବେ ନାହିଁ ଓ ସମାନେେ ମେଘଗୁଡ଼ିକୁ ଛୁଇଁବା ପାଇଁ ଚେଷ୍ଟା କରିବେ ନାହିଁ। ଆଉ ଜଳ ସଚେିତ ବୃକ୍ଷସବୁ କିପରି ସମାନେେ ଡେଙ୍ଗା ହବେେ, ଏ ବିଷଯ ରେ ଅହଂକାର କରିବେ ନାହିଁ। କାରଣ ସମାନଙ୍କେ ମଧ୍ଯରୁ ସମସ୍ତେ ମୃତ୍ଯୁ ଅବଶ୍ଯାମ୍ଭାବିତ ଅଟେ, ପୃଥିବୀ ତଳକୁ ୟିବାକୁ ଠିକ୍ ଲୋକମାନେ କବରକୁ ଗଲାପରି। ସମାନେେ ଅନ୍ୟମାନଙ୍କୁ ଯୋଗ ଦବେେ, ୟିଏ ପୂର୍ବରୁ ଗର୍ତ୍ତ ଭିତରକୁ ୟାଇଥିଲେ।

Interlinear

Choose Theme