ଏବଂ ପବିତ୍ର ହୃଦଯରେ ଦାଉଦ ସହେି ଇଶ୍ରାୟେଲବାସୀଙ୍କର ନତେୃତ୍ବ ନଲେେ ଏବଂ ସେ ନିପୁଣ ସହକାରେ ତାଙ୍କୁ ଆଗଇେ ନଲେେ।
Cross references
ଦାଉଦ ସମଗ୍ର ଇଶ୍ରାୟେଲ ଉପରେ ରାଜତ୍ବ କଲେ। ଦାଉଦ ମଧ୍ଯ ନିଜର ସମସ୍ତ ଲୋକମାନଙ୍କ ପ୍ରତି ସକ୍ସ୍ଟବିଗ୍ଭର କଲେ।
ଶ ଲୋମନ ଉତ୍ତର କଲେ, ତୁମ୍ଭେ ମାରେ ପିତା ତୁମ୍ଭର ଦାସ ଦାଉଦଙ୍କ ପ୍ରତି ଅତ୍ଯନ୍ତ ଦୟାଳୁ ଥିଲ। ସେ ଧାର୍ମିକତା ଓ ନ୍ଯାଯ ପଥରେ ୟାଇ ତୁମ୍ଭକୁ ଅନୁସରଣ କରୁଥିବାରୁ ତୁମ୍ଭେ ତାଙ୍କୁ ମହାଦୟା କରିଥିଲ। ଆଉ ମଧ୍ଯ ତୁମ୍ଭେ ତାହାପାଇଁ ଏହି ମହାଦୟା ରଖିଅଛ ଯେ ଆଜିର ନ୍ଯାଯ ରେ ତାଙ୍କର ପୁତ୍ରକୁ ସିଂହାସନ ରେ ବସାଇଛ।
ଇଶ୍ରାୟେଲର ସମଗ୍ର ଲୋକେ ରାଜାଙ୍କର ନ୍ଯାଯ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସମାନେେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦଯ ରେ ପରମେଶ୍ବରଙ୍କ ଦତ୍ତ ଜ୍ଞାନ ରହିଛି।
ତୁମ୍ଭେ ତୁମ୍ଭ ପିତା ଦାଉଦଙ୍କ ପରି ମନପ୍ରାଣ ଦଇେ ଭକ୍ତି ଓ ସାଧୁତାର ସହିତ ଆମ୍ଭର ସବୋ କରିବ। ଯଦି ତୁମ୍ଭେ ସହେି ପରି କର ଏବଂ ଆମ୍ଭର ନିଯମ ଓ ଆମ୍ଭେ ଦେଉଥିବା ସମସ୍ତ ନିର୍ଦ୍ଦେଶ ମାନ।
ସଦାପ୍ରଭୁଙ୍କ ପ୍ରୀତି ନିମନ୍ତେ ଦାଉଦ ସର୍ବଦା ଯଥାର୍ଥ କାର୍ୟ୍ଯ କରୁଥିଲେ। କବଳେ ହିତ୍ତୀଯ ଉରିଯର କଥା ଛଡା ଆଉ କୌଣସି ବିଷଯ ରେ ସେ ନିଜ ଜୀବନକାଳ ରେ ସଦାପ୍ରଭୁଙ୍କ ଆଜ୍ଞାରୁ ବିମୁଖ ହାଇେ ନଥିଲେ।
ପରମେଶ୍ବର କହିଲେ, ମୁଁ ବିଚାର ଦିନ ନିରୂପିତ କଲେ। ମୁଁ ନିରପେକ୍ଷଭାବେ ବିଚାର କରିବି।
ମୁଁ ବିଶ୍ବସ୍ତତା ଓ ସ୍ବଚ୍ଛତାର ବିଷଯରେ ଗାନ କରିବି। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରଶଂସା କରିବି।
ସହେି ପିଲାମଧିଅରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସହେି ଆତ୍ମା ଜ୍ଞାନ, ବିବଚେନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ଯ ସହେି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାୟ୍ଯ କରିବେ।
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲ ମଷେପାଳକମାନଙ୍କ ବିରୁଦ୍ଧ ରେ ଭବିଷ୍ଯଦବାଣୀ ପ୍ରଚାର କର। ସହେି ପାଳକମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି ଭବିଷ୍ଯବାଣୀ କହନ୍ତି, 'ଇଶ୍ରାୟେଲର ମଷେପାଳକମାନଙ୍କୁ ଧିକ, ଯେଉଁମାନେ କବଳେ ସମାନଙ୍କେର ଯତ୍ନ ନିଅନ୍ତି। ମଷେପାଳକମାନେ ମଷେମାନଙ୍କର ଯତ୍ନ ନବୋ ଉଚିତ୍ ନୁହେଁ କି ?
ତା'ପ ରେ ସଦାପ୍ରଭୁ ମାେତେ କହିଲେ, ପୁନର୍ବାର ସହେି ନିର୍ ବୋଧ ମଷେପାଳକର ସାଜ ଦିଅ।
ଶାଉଳଙ୍କୁ ବାହାର କରି ଦଲୋପରେ ପରମେଶ୍ବର ଦାଉଦଙ୍କୁ ସମାନଙ୍କେ ରାଜା ଭାବରେ ମନୋନୀତ କଲେ। ପରମେଶ୍ବର ଦାଉଦଙ୍କ ବିଷୟ ରେ ସାକ୍ଷ୍ଯ ଦଇେ କହିଲେ, 'ମୁଁ ମାରେ ମତ ଅନୁସାରେ ୟିଶିର ପୁତ୍ର ଦାଉଦଙ୍କୁ ପାଇଅଛି। ସେ ମାେ ଇଚ୍ଛା ଅନୁସାରେ ସବୁ ବିଷୟ କରିବେ।'
ଦାଉଦ ତାହାଙ୍କ ୟୁଗ ରେ ପରମେଶ୍ବରଙ୍କର ଇଚ୍ଛା ଅନୁସାରେ ସବୋକାର୍ୟ୍ଯ କରି ସାରିଲାପରେ ଦହେତ୍ଯାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ।
ଆମ୍ଭେ ନିଜେ ସମସ୍ତ ଉତ୍ତମ କର୍ମ କରିପାରୁ, ତାହା ନୁହେଁ, କିନ୍ତୁ ଆମ୍ଭକୁ ଏହି ସାମର୍ଥ୍ଯ ପରମେଶ୍ବରଙ୍କଠାରୁ ପ୍ରାପ୍ତ ହାଇେଛି।
ପରମେଶ୍ବରଙ୍କ ସୁଗ୍ରାହ୍ଯ ବ୍ଯକ୍ତି ହବୋ ଲାଗି ଯଥାସାଧ୍ଯ ଚେଷ୍ଟା କର। ନିଜକୁ ତାହାଙ୍କଠା ରେ ସମର୍ପଣ କର। ତାହାଙ୍କ କାମ ପାଇଁ କୌଣସି ପ୍ରକାର ଲଜ୍ଜାବୋଧ ନ କରି ଏପରି ସବେକ ହୁଅ ୟିଏ ସତ୍ ଶିକ୍ଷା ଠିକ୍ ଭାବରେ କାମ ରେ ଲଗାଉଛି।
କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।