Home Bibles ଗୀତସଂହିତା 78:62 · ଓଡ଼ିଆ ବାଇବେଲ
ଗୀତସଂହିତା 78:62 · ଓଡ଼ିଆ ବାଇବେଲ

ପରମେଶ୍ବର ସମାନଙ୍କେ ସହିତ ବହୁତ ନିରାଶ ଥିଲେ। ସେ ନିଜ ଲୋକମାନଙ୍କୁ ମଧ୍ଯ ଖଡ୍ଗରେ ସମର୍ପି ଦେଲେ।

Cross references

ପ୍ରଥମ ଶାମୁୟେଲ 4:2

ଏହାପରେ ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ନିଜକକ୍ସ୍ଟ ପ୍ରସ୍ତକ୍ସ୍ଟତ କଲେ। ୟକ୍ସ୍ଟଦ୍ଧ ସମୟରେ ଇଶ୍ରାୟେଲୀୟଗଣ ପଲେଷ୍ଟୀୟମାନଙ୍କ ଦ୍ବାରା ପରାଜିତ ହେଲେ; ଓ 4 ,000 ସୈନ୍ଯ ୟକ୍ସ୍ଟଦ୍ଧ କ୍ଷେତ୍ର ରେ ମୃତକ୍ସ୍ଟ୍ଯବରଣ କଲେ।

ପ୍ରଥମ ଶାମୁୟେଲ 4:10

ତହିଁରେ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ କଲେ ଓ ଇଶ୍ରାୟେଲୀୟମାନେ ପରାସ୍ତ ହାଇେ ପ୍ରେତ୍ୟକକ ଆପଣା ଆପଣା ତମ୍ବୁକକ୍ସ୍ଟ ଫରେିଗଲେ, ସେତବେେଳେ ଅତି ମହାସଂହାର ହେଲା, କାରଣ ସେଥି ରେ ଇଶ୍ରାୟେଲର 30,000 ପଦାତିକ ସୈନ୍ଯ ମରି ପଡିଲେ।

ଗୀତସଂହିତା 89:38

କିନ୍ତୁ ହେ ପରମେଶ୍ବର, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କୋର୍ଧ ହାଇେଅଛି, ତୁମ୍ଭେ ତାକୁ ଛାଡ଼ିଲ ଏବଂ ତ୍ଯାଗ କରିଅଛ।

ଯିଶାଇୟ 64:9

ହେ ସଦାପ୍ରଭୁ, ଅତ୍ଯନ୍ତ କ୍ରୋଧିତ ହୁଅ ନାହିଁ କି ଆମ୍ଭମାନଙ୍କର ପାପକୁ ଚିରକାଳ ମନରେଖ ନାହିଁ। ଆମ୍ଭମାନେେ ବିନତି କରୁଛୁ, ଆମ୍ଭପ୍ରତି ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ସନ୍ତାନ।

ଯିରିମିୟ 12:7

ଆମ୍ଭେ ସଦାପ୍ରଭୁ, ଆପଣା ଗୃହ ପରିତ୍ଯାଗ କରିଅଛୁ। ଆମ୍ଭେ ନିଜର ଅଧିକାର ଛାଡ଼ି ଦଇେଅଛୁ। ଆମ୍ଭେ ଆପଣା ପ୍ରାଣର ପ୍ରିଯତମା ଯିହୁଦାକୁ ଶତ୍ରୁମାନଙ୍କ ହସ୍ତ ରେ ସମର୍ପି ଦଇେଅଛୁ।

ଯିରିମିୟ 12:13

ସମାନେେ ଗହମ ବୁଣି କଣ୍ଟା ଅମଳ କରିଛନ୍ତି। ସମାନେେ ବହୁ ପରିଶ୍ରମ କରି ମଧ୍ଯ କିଛି ଫଳ ପାଇ ନାହାଁନ୍ତି। ସଦାପ୍ରଭୁଙ୍କ ପ୍ରଚଣ୍ଡ କୋର୍ଧ ଯୋଗୁଁ ସମାନେେ ଆପଣା ଫଳ ବିଷଯ ରେ ଲଜ୍ଜିତ ହବେେ।

Interlinear

Choose Theme