Home Bibles ଗୀତସଂହିତା 78:49 · ଓଡ଼ିଆ ବାଇବେଲ
ଗୀତସଂହିତା 78:49 · ଓଡ଼ିଆ ବାଇବେଲ

ପରମେଶ୍ବର ଆପଣା କୋର୍ଧ ମିଶର ଉପରେ ଦଖାଇେଲେ। ସମାନଙ୍କେ ବିରୁଦ୍ଧରେ ଦୂତଦଳ ପଠାଇଲେ।

Cross references

ଯାତ୍ରା ପୁସ୍ତକ 12:13

ମନରେଖ ସହେି ରକ୍ତ ତୁମ୍ଭ ଘରମାନଙ୍କର ଚିହ୍ନ ସ୍ବରୂପ ହବେ। ମୁଁ ଯେତବେେଳେ ସହେି ରକ୍ତ ଦେଖିବି ସହେି ଘରକୁ ଛାଡି ଆଗୁ ଆଗଇବେି। ସଂହାର କାର୍ୟ୍ଯ କବଳେ ମିଶର ଉପରେ ହବେତୁମ୍ଭମାନଙ୍କର କିଛି ହବେ ନାହିଁ।

ଯାତ୍ରା ପୁସ୍ତକ 15:7

ତୁମ୍ଭେ ନିଜର ଉତ୍କୃଷ୍ଟ ମହିମା ରେ, ନିଜର ପ୍ରତିକୂଳାଚାରୀମାନଙ୍କୁ ଧ୍ବଂସ କରିଛ। ତୁମ୍ଭେ ତୁମ୍ଭର କୋର୍ଧାଗ୍ନି ପଠାଅ। ତାହା ସମାନଙ୍କେୁ ନଡାପରି ଗ୍ରାସ କରେ।

ଦିତୀୟ ଶାମୁୟେଲ 24:16

ଦୂତ ଯିରୁଶାଲମକୁ ଧ୍ବଂସ କରିବା ପାଇଁ ତହିଁ ଆଡକକ୍ସ୍ଟ ହସ୍ତ ବିସ୍ତାର କଲେ। କିନ୍ତୁ ସଦାପ୍ରଭୁ ଏକର୍ମ ପାଇଁ ଦକ୍ସ୍ଟଃଖ ପ୍ରକାଶ କଲେ। ସଦାପ୍ରଭୁ ଦୂତଙ୍କକ୍ସ୍ଟ କହିଲେ, ଯେଉଁ ଲୋକମାନଙ୍କୁ ମାରିଅଛ ତାହା ୟଥେଷ୍ଟ, ତକ୍ସ୍ଟମ୍ଭ ହସ୍ତ ନତ କର। ଏହି ସମୟରେ ସହେି ଦୂତ ୟିବୂଷୀଯ ଅରୌଣା ରେ ଶସ୍ଯ ମର୍ଦ୍ଦନ ସ୍ଥାନ ନିକଟରେ ଥିଲା।

ପ୍ରଥମ ରାଜାବଳୀ 22:21

ତା'ପରେ ଜଣେ ସ୍ବର୍ଗଦୂତ ସଦାପ୍ରଭୁଙ୍କ ନିକଟକୁ ୟାଇ କହିଲା, 'ମୁଁ ତା' ପ୍ରତି ପ୍ରତାରଣା କରିବି।'

ଆୟୁବ ପୁସ୍ତକ 1:12

ତା'ପରେ ସଦାପ୍ରଭୁ ଶଯତାନକୁ କହିଲେ, ଠିକ୍ ଅଛି, ତା'ର ଯାହାସବୁ ଅଛି, ସଗେୁଡ଼ିକ ସହିତ ତୁମ୍ଭେ ଯେପରି ଚାହଁ କର, କିନ୍ତୁ ସହେି ବ୍ଯକ୍ତିକୁ ସ୍ପର୍ଶ କର ନାହିଁ। ତା'ପରେ ଶଯତାନ ସଦାପ୍ରଭୁଙ୍କ ଉପସ୍ଥିତିରୁ ଚାଲିଗଲା।

ଆୟୁବ ପୁସ୍ତକ 2:6

ଏହାପରେ ସଦାପ୍ରଭୁ ଶଯତାନକୁ କହିଲେ, ଠିକ୍ ଅଛି, ଏବେ ମୁଁ ଆୟୁବକୁ ତୁମ୍ଭ ଅଧିକାର ଭିତରକୁ ପ୍ରଦାନ କରୁଛି। ଗୋଟିଏ ସର୍ତ୍ତ ରେ, ଯେ ତୁମ୍ଭେ ତା'ର ଜୀବନକୁ ଛାଡ଼ିଦବେ।

ଆୟୁବ ପୁସ୍ତକ 20:23

ଦୁଷ୍ଟଲୋକ ଯେତବେେଳେ ସେ ଚାହୁଁଥିବା ଖାଦ୍ୟ ଖାଇ ସାରିବ। ପରମେଶ୍ବର ତା' ଉପରେ ରାଗ ରେ ପ୍ରଚଣ୍ଡ ଆକ୍ରମଣ କରିବେ। ପରମେଶ୍ବର ତା' ଉପରେ ଶାସ୍ତି ବୃଷ୍ଟି କରିବେ।

ଗୀତସଂହିତା 11:6

ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି। ସହେି ଦୁଷ୍ଟ ଲୋକମାନେ ଶଷେରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ବଳନ୍ତ ଝାଞ୍ଜି ପବନ ଅନୁଭବ କରିବେ।

ଯିଶାଇୟ 42:25

ତେଣୁ ସଦାପ୍ରଭୁ ତାଙ୍କର କୋରଧ ପ୍ରଚଣ୍ଡତା ଓ ୟୁଦ୍ଧର ପ୍ରବଳତା ସମାନଙ୍କେ ଉପ ରେ ଢ଼ାଳି ଦେଲେ। ଫଳ ରେ ତା'ର ଚତୁର୍ଦ୍ଦିଗ ରେ ଅଗ୍ନି ଜଳି ଉଠିଲା। ସେ କିନ୍ତୁ ଏସବୁ ଜାଣି ପାରିଲା ନାହିଁ। ଅଗ୍ନି ରେ ଦଗ୍ଧିଭୂତ ହେଲା। ଏହା କାହିଁକି ଘଟିଲା ତଥାପି ସେ ମନୋୟୋଗ କଲା ନାହିଁ।

ଯିରିମିୟଙ୍କ ବିଳାପ 4:11

ସଦାପ୍ରଭୁ ତାଙ୍କର ପ୍ରଚଣ୍ଡ କୋର୍ଧ ସିୟୋନ ଉପ ରେ ଢ଼ାଳି ଦେଲେ। ପୁଣି ସେ ସିୟୋନ ରେ ଯେଉଁ ଅଗ୍ନି ଲଗାଇଲେ, ତାହା ତାହାର ଭିତ୍ତିମୂଳକୁ ଗ୍ରାସ କଲା।

ସିଫନିୟ 3:8

ସଦାପ୍ରଭୁ କହିଲେ, ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ୟ୍ଯନ୍ତ ତୁମ୍ଭମାନେ ଆମ୍ଭର ଅପେକ୍ଷା ରେ ଥାଅ, ଆମ୍ଭେ ଜାତି ସମୂହ ଓ ରାଜ୍ଯଗଣକୁ ଏକତ୍ରୀତ କରିବା। ଆମ୍ଭେ ଆପଣା ହବୋ କୋର୍ଧ ସମାନଙ୍କେ ଉପ ରେ ଢାଳି ଦବୋ। ଆମ୍ଭେ ଆପଣା ପ୍ରଚଣ୍ତ କୋରଧ ଦଖାଇବୋ। ଆମ୍ଭର କୋରଧ ରେ ସମଗ୍ର ପୃଥିବୀ ଧ୍ବଂସ ହବେ।

ରୋମୀୟଙ୍କ ପ୍ରତି ପତ୍ର 2:8

କିନ୍ତୁ ଯେଉଁମାନେ ସ୍ବାର୍ଥପର ଓ ସତ୍ଯକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ବର ସମାନଙ୍କେୁ ଦଣ୍ଡ ଦବେେ।

Interlinear

Choose Theme