ଗୀତସଂହିତା 78:48 · ଓଡ଼ିଆ ବାଇବେଲ
ପରମେଶ୍ବର କୁଆପଥର ଦ୍ବାରା ସମାନଙ୍କେ ପଶୁଗଣଙ୍କୁ ଓ ସମାନଙ୍କେ ପଲଗଣଙ୍କୁ ପ୍ରଜ୍ଜ୍ବଳିତ ବଜ୍ରାଘାତରେ ବଧ କଲେ।
Cross references
ଯାତ୍ରା ପୁସ୍ତକ 9:19
ବର୍ତ୍ତମାନ, ତୁମ୍ଭେ ତୁମ୍ଭର ପଶୁମାନଙ୍କୁ ନିରାପଦ ସ୍ଥାନ ରେ ରଖ। ତୁମ୍ଭର ସମସ୍ତ ପଶୁଗୁଡିକ କ୍ଷତରେୁ ନିରାପଦ ସ୍ଥାନକୁ ନଇେଆସ। କାହିଁକି? କାରଣ ଯେଉଁମାନେ କ୍ଷତେ ରେ ରହିବେ ମନୁଷ୍ଯ ହେଉ କି ପଶୁ ହେଉ ସମାନେେ ମରିବେ। ଘର ବାହା ରେ ଥିବା ସମସ୍ତ ବସ୍ତୁ ଉପରେ ଶିଳା ବୃଷ୍ଟି ହବେ।'
ଯାତ୍ରା ପୁସ୍ତକ 9:25
ଏହି ଶିଳାବୃଷ୍ଟି ମିଶରର କ୍ଷତେ ମଧ୍ଯସ୍ଥ ସବୁକିଛି ନଷ୍ଟକଲା। ଏହି ଶିଳାବୃଷ୍ଟି, ଲୋକମାନଙ୍କୁ, ପଶୁମାନଙ୍କୁ ଓ ବୃକ୍ଷାଦି ମାନଙ୍କୁ ଧ୍ବଂସ କଲା। ଏହି ଶିଳାବୃଷ୍ଟି ମଧ୍ଯ କ୍ଷତେ ମଧ୍ଯସ୍ଥ ବୃକ୍ଷମାନଙ୍କୁ ନଷ୍ଟ କରି ପକାଇଲା।
ଯାତ୍ରା ପୁସ୍ତକ 9:28
ଏହି ଶିଳାବୃଷ୍ଟି ୟଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡି ଦବେି। ତୁମ୍ଭମାନଙ୍କର ଆଉ ଏଠା ରେ ରହିବା ଦରକାର ନାହିଁ।