Home Bibles ଗୀତସଂହିତା 76:4 · ଓଡ଼ିଆ ବାଇବେଲ
ଗୀତସଂହିତା 76:4 · ଓଡ଼ିଆ ବାଇବେଲ

ପରମେଶ୍ବର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି ତେଜ୍ଜୋମଯ ଓ ମହିମାନ୍ବିତ ଭାବେ ଫରେିଆସ।

Cross references

ଗୀତସଂହିତା 37:15

କିନ୍ତୁ ସମାନଙ୍କେର ଧନୁ ଭାଙ୍ଗିୟିବ। ସମାନଙ୍କେର ଖଣ୍ଡା ସମାନଙ୍କେର ନିଜ ହୃଦଯରେ ପ୍ରବେଶ କରିବ।

ଯିରିମିୟ 4:7

ଏକ ସିଂହ ନିଜ ଗହ୍ବରରୁ ବାହାରିଅଛି। ନାନା ଦେଶୀଯମାନଙ୍କର ବିନାଶକ ଆସୁଅଛି। ତୁମ୍ଭର ନଗରସବୁ ଧ୍ବଂସ ହବେ, ଆଉ ସଗେୁଡ଼ିକ ଜନଶୂନ୍ଯ ହବେ। ଏଥିପାଇଁ ସେ ନିଜ ସ୍ଥାନରୁ ବାହାରି ତୁମ୍ଭର ଦେଶକୁ ଉଜାଡ଼ିବାକୁ ଆସୁଛନ୍ତି।

ଯିହିଜିକଲ 19:1

ଅନନ୍ତର ପରମେଶ୍ବର ମାେତେ କହିଲେ, ତୁମ୍ଭେ ଇଶ୍ରାୟେଲର ଅଧିପତିମାନଙ୍କ ବିଷଯ ରେ ଏହି ଦୁଃଖ ସଙ୍ଗୀତ ଗାନ କର।

ଯିହିଜିକଲ 19:6

ପୁଣି ସେ ଅନ୍ୟ ସିଂହମାନଙ୍କ ସହିତ ବିଚରଣ କରି ୟୁବା ସିଂହ ହାଇେ ଉଠିଲା। ସେ ମୃଗଯା କରିବା ଶିଖିଲା ଓ ମନୁଷ୍ଯମାନଙ୍କୁ ଗ୍ରାସ କଲା।

ଯିହିଜିକଲ 38:12

ଲୁଣ୍ଠନ ଓ ଦ୍ରବ୍ଯ ଅପହରଣ ଉଦ୍ଦେଶ୍ଯ ରେ ମୁଁ ସମାନଙ୍କେ ବିରୁଦ୍ଧ ରେ ୟାତ୍ରା କରିବି। ଯେଉଁ ସମସ୍ତ ଧ୍ବଂସପ୍ରାପ୍ତ ସ୍ଥାନ ଏବେ ବସତି ବିଶିଷ୍ଟ ହାଇେଅଛି ତାହା ବିରୁଦ୍ଧ ରେ ଓ ଯେଉଁ ଲୋକମାନେ ନାନା ଦେଶୀୟ ମଧ୍ଯରୁ ସଂଗୃହୀତ ହାଇେଅଛନ୍ତି ସମାନଙ୍କେ ବିରୁଦ୍ଧ ରେ ୟିବି ଏବଂ ସମାନେେ ପଶୁ ଓ ଦ୍ରବ୍ଯାଦି ପ୍ରାପ୍ତ ହାଇେ ଦେଶର ମଧ୍ଯଭାଗ ରେ ବାସ କରୁଅଛନ୍ତି।'

ଯିହିଜିକଲ 39:3

ମୁଁ ଆଘାତ କରି ତୁମ୍ଭ ବାମ ହସ୍ତରୁ ତୁମ୍ଭ ଧନୁ ଖସାଇବା ଓ ତୁମ୍ଭର ଦକ୍ଷିଣ ହସ୍ତରୁ ତୁମ୍ଭ ତୀରସବୁ କଢ଼ାଇ ପକାଇବି।

ଦାନିଏଲ 7:4

ପ୍ରଥମ ପଶୁଟି ସିଂହ ସଦୃଶ ଓ ଉତ୍କ୍ରୋଷ ପକ୍ଷୀର ଡଣୋପରି ତା'ର ଡଣୋ ଥିଲା। ମୁଁ ନିରୀକ୍ଷଣ କରି ଦେଖିଲି, ତା'ର ଡଣୋ ଉପୁଡାଗଲା। ଆଉ ସେ ପୃଥିବୀରୁ ଉଠାଗଲା। ମନୁଷ୍ଯପରି ଦୁଇ ପାଦ ରେ ତାକୁ ଠିଆ କରାଗଲା ଓ ତାକୁ ମନୁଷ୍ଯର ଅନ୍ତଃକରଣ ଦିଆଗଲା।

ଦାନିଏଲ 7:17

' ସହେି ଗ୍ଭରି ବୃହତ ପଶୁ ଗ୍ଭରି ରାଜା ଅଟନ୍ତି। ଆଉ ସମାନେେ ଏହି ପୃଥିବୀରୁ ଉତ୍ପନ୍ନ ହବେେ।

Interlinear

Choose Theme